Apr 26, 2024, 08:15 IST

ଉଦୁ ଉଦିଆ ଖରା ବେଳ ଟାରେ ଜ୍ବାଇଁ କୁ..ଚପଲ ମାଳ ପିନ୍ଧାଇ ବୁଲେଇଲା ଶଶୁର..

Jj

ନମସ୍କାର ପାଠକ ବନ୍ଧୁ। ବର ବେକରେ ଜୋତା ମାଳ ପକାଇ ପିଟିଲା ଶଶୁର। ବେଦୀ ଉପରେ ବସି ଝିଅ ବରକୁ ବାହା ହେଉଥିଲା। ଏହାପରେ ଶଶୁର ଆସିଥିଲା ଆଉ ଅଧା ରୁ ବାହାଘର ମଧ୍ୟ ଭାଙ୍ଗି ଦେଇଥିଲା।
ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଛୁ କି ଯେଉଁ ଝିଅକୁ ପୁଅ ବାହା ହେବାକୁ ଯାଉଥିଲା ତାର ବାପା ଆଜି ବରକୁ ପିଟିଛି। ଚାଲିଥିଲା ବାହାଘର ହେଲେ ମଝିରୁ କନ୍ୟାଯାତ୍ରି ଲୋକମାନେ ବରକୁ ଧରି ଖୁବ୍ ପିଟିବାକୁ ଲାଗିଥିଲେ।
Hj
ବରର ବୟସ ୪୦ ବର୍ଷ ହୋଇଥିଲେ ମଧ୍ୟ ନିଜ ଝିଅ ସହ ବାହାଘର କରଉ ଥିଲେ କନ୍ୟା ଘର ଲୋକେ। ହେଲେ ପରେ ବରକୁ ବେଦୀ ଉପରୁ ଉଠାଇ ତାକୁ ଉଲଗ୍ନ କରି ମାଡ଼ ମାରିବାକୁ ଲାଗିଥିଲେ।
ଏହାପରେ ପୋଲିସ କୁ ଡାକି ମଧ୍ୟ ତାଙ୍କୁ ଥାନା କୁ ପଠାଇ ଦେଇଥିଲେ। ପୋଲିସ ଆସିଲା ଆଉ ବେଦୀ ଉପରୁ ବରକୁ ଧରି ସିଧା ସେ ଥାନା କୁ ନେଇ ଚାଲିଗଲା। ଏହାର କାରଣ ଶୁଣିଲେ ମଧ୍ୟ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ।
ବର ବାହାଘର ପୂର୍ବରୁ ଝିଅ ଘର ଲୋକଙ୍କୁ ଆସିଷ୍ଟାଣ୍ଟ ମ୍ୟାନେଜର ଭାବରେ ଚାକିରୀ କରୁଛି ବୋଲି କହିଥିଲା। ଏଭଳିକି ମାସକୁ ଲକ୍ଷେ ଟଙ୍କା ଦରମା ପାଉଛି ବୋଲି ମଧ୍ୟ ଏହା କହିଥିଲା।
Hh
ଏଥିପାଇଁ କନ୍ୟା ଘର ଲୋକେ ବୟସ ହୋଇ ଯାଇଥିଲେ ମଧ୍ଯ ତାଙ୍କ ଝିଅର ବାହାଘର କରିବାକୁ ସେମାନେ ସଂପୂର୍ଣ୍ଣ ଭାବରେ ରାଜି ହୋଇ ଯାଇଥିଲେ। ସବୁକିଛି ମଧ୍ୟ ଠିକଠାକ ହୋଇ ଯାଇଥିଲା। ବାହାଘର ର ଦିନ ମଧ୍ଯ ଫାଇନାଲ ହୋଇ ଯାଇଥିଲା।
ଶେଷରେ ବର ବରଯାତ୍ରୀ ନେଇ କନ୍ୟା ଘରକୁ ଆସିଥିଲା ଆଉ ବେଦୀରେ ବସିଥିଲା। ହେଲେ ବାହାଘର ଆରମ୍ଭ ହେବା ପୂର୍ବରୁ କନ୍ୟା ଘର ନିକଟକୁ ଏକ ଫୋନ୍ କଲ୍ ଆସିଥିଲା। ଏଥିରେ ଜଣେ ମହିଳା କହିଥିଲେ କି ତାଙ୍କର ସ୍ୱାମୀ ତାଙ୍କୁ
ଏବଂ ତାଙ୍କର ପିଲା ଛୁଆଙ୍କୁ ଛାଡ଼ି ତାଙ୍କ ଝୁଅକୁ ବାହା ହେବାକୁ ଯାଉଛି। ବାସ ଏତିକିହିଁ କଥା ଥିଲା ବର ର ସବୁ ସତ ସମସ୍ତଙ୍କ ସାମ୍ନାକୁ ଆସି ଯାଇଥିଲା। ଆଉ ତା ପରେ ବର ର ଅବସ୍ଥା ଏଭଳି ହୋଇଥିଲା।

Advertisement