Updated: Mar 13, 2024, 20:21 IST

ଟିଉସନରୁ ଫେରୁଥିଲେ ମଝି ରାସ୍ତାରେ ହେଇଗଲା କିଛି ଏମିତି ଦେଖିଲେ ଏହି ଦୃଶ୍ୟ ଛାତି ଫାଟି ପଡ଼ିବ - Exclusive

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇବା ସହ ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି ।
ଆପଣମାନେ ସମସ୍ତେ ଘଟଣା, ଦୁର୍ଘଟଣା ବିଷୟରେ ଆସିଥିବା ଖବର ଜାଣି ପାରୁଛନ୍ତି । ଏବେ ଏଭଳି କିଛି ଦୁର୍ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦୁର୍ଘଟଣା ଘଟିଛି ଜଣେ ଛାତ୍ରୀ ଜଣଙ୍କର । 
Viral
ଜଣେ ଛାତ୍ରୀ ଆଉ ଛାତ୍ରୀ ଟ୍ୟୁସନ୍ ଯାଇଥିଲେ । ସେମାନେ ଟ୍ୟୁସନ ସାରି ଫେରିବା ସମୟରେ ତାଙ୍କ ସହିତ କିଛି ଏଭଳି ଘଟଣା ଘଟି ଯାଇଥିଲା ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଆପଣମାନେ ସମସ୍ତେ ଏହି ଖବର ଏହି ଭିଡିଓ ମାଧ୍ୟମରେ ଶୁଣିପାରିବେ ।
ଏହି ଛାତ୍ର ଆଉ ଛାତ୍ରୀ ଟ୍ୟୁସନ୍ ଯାଇଥିଲେ ଆଉ ସେମାନେ ଟ୍ୟୁସନରୁ ଫେରିବା ବାଟରେ ତାଙ୍କ ସହ ଦୁର୍ଘଟଣା ଘଟିଥିଲା । ମାଲ ବୋଝେଇ ହାଇୱା ଆସି ତାଙ୍କ ସାଇକେଲ ସହ ବାଡ଼େଇ ହୋଇଥିଲା ।
Viral
ଆଉ ଏହାପରେ ଏହି ସାଇକେଲରେ ବସିଥିବା ଛାତ୍ରୀ ଜଣକ ମୃ-ତ୍ୟୁବରଣ କରିଛନ୍ତି । ଏହି ଛାତ୍ର ଜଣକର ନାମ ହେଉଛି ଅବିନାଶ ପ୍ରଧାନ । ଆଉ ଛାତ୍ରୀ ଜଣଙ୍କର ନାମ ହେଉଛି ପୂଜା ପ୍ରଧାନ ।
କେହି କିଛି ବୁଝିବା ଆଗରୁ ମାଲ ବୋଝେଇ ହାଇୱା ସାଇକେଲକୁ ପଛ ପଟରୁ ପିଟି ଦେଇଛି । ଏହାପରେ ସେହି ଝିଅଟି ଯିଏ ସାଇକେଲ ପଛରେ ବସିଥିଲା ତାର ମୃ-ତ୍ୟୁ ହୋଇଛି । ସେପଟେ ବାପା ମା ଝିଅର ଫେରିବା ବାଟକୁ ଚାହିଁ ବସିଥିଲେ କିନ୍ତୁ ଫୋନ ଆସିଲା ଝିଅ ଆଉ ନାହିଁ । 
ଝିଅ ଭଲ ପାଠ ପଢୁଥିଲା ଆଉ ସେଥିପାଇଁ ତାକୁ ଭଲ ଟ୍ୟୁସନକୁ ପଠାଇଥିଲେ ବାପା ମା । କିନ୍ତୁ ଏଭଳି ଘଟଣା ଘଟିଯିବ ବୋଲି କିଏ ଜାଣିଥିଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଭାପୁର ଅଞ୍ଚଳରେ ।
ଗୋଡାପୋଖରି ଗାଁ ରାସ୍ତାରେ ଏଭଳି ଘଟଣା ଘଟିଛି । ଛାତ୍ର ଜଣକର ଅବସ୍ଥା ଗୁରୁତର ଥିବା ବେଳେ ସେ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଆଉ ଦୁର୍ଘଟଣାରେ ପୂଜା ପ୍ରଧାନ ମୃ-ତ୍ୟୁବରଣ କରିଛନ୍ତି । ଏବେ ଶୋକାକୁଳ ହୋଇ ଉଠିଛି ପୁରା ପରିବେଶ ।

Advertisement