Oct 21, 2023, 14:17 IST

ଦେଖନ୍ତୁ ଟୀନାଙ୍କ ସହ ଘଟିଗଲା ଏତେବଡ଼ ଅଘଟଣ ଦେଖିଲେ କାନ୍ଦି ପକାଇବେ ଆପଣ

Special report

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବର୍ତ୍ତମାନର ଏହି ଡିଜିଟାଲ ଦୁନିଆରେ ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି। ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ଲୋକମାନେ ସବୁ ଘଟଣା ବିଷୟରେ
Special report
ଯେକୌଣସି ସ୍ଥାନରେ ରହି ମଧ୍ୟ ଜାଣି ପାରୁଛନ୍ତି। ବନ୍ଧୁଗଣ ମୃତ୍ୟୁ କାହା ପାଇଁ କେତେବେଳେ କେଉଁ ରୂପରେ ଆସିବ, ତାହା କେହି ଜାଣି ନଥାନ୍ତି। ଏବଂ ମୃତ୍ୟୁ ମଣିଷ ଜୀବନରେ ଚିରନ୍ତତ ସତ୍ୟ। 
ଯାହାକୁ କେହି କେବେ ବଦଳାଇ ପାରିବେ ନାହିଁ। ବର୍ତ୍ତମାନ ହସଖୁସିରେ ସମୟ ବିତାଉଥିବା ମଣିଷ ସହ ୧ ମିନିଟ ପରେ କ’ଣ ଘଟିବ ତାହା କଳ୍ପନା ବାହାରେ।
Special report
ତେବେ ବନ୍ଧୁଗଣ ଭାଇ ଭଉଣୀ ବାଣ ଫୁଟାଇବା ସମୟରେ ଭଉଣୀଙ୍କ ସହିତ ଘଟିଗଲା ବଡ ଅଘଟଣ। ସୂଚନା ଅନୁସାରେ ଟିନାଙ୍କ ଭାଇ ବାଣ ଫୁଟାଉଥିଲେ। ଆଉ ସେତିକିବେଳେ ଭାଇ ବାଣ ଫୁଟାଉଥିବାର ଦେଖି ଭଉଣୀ ତା ଫୋନରେ ଭିଡିଓ କରୁଥିଲା। 
ଭାଇ ଯେତେବେଳେ ବାଣ ଫୁଟାଉଥିଲେ ସେହି ବାଣ ଉପରେ ଏକ ଷ୍ଟିଲର ପାତ୍ର ଭାଇ ଘୋଡାଇ ଦେଇଥିଲେ। ବାଣଟି ଯେତେବେଳେ ଫୁଟି ଯାଇଥିଲା ସେତିକି ବେଳେ ସେହି ଷ୍ଟିଲର ପାତ୍ରଟି ଖଣ୍ଡଖଣ୍ଡ ହୋଇ ଛିଟିକି ପଡ଼ିଲା।
Special report
ପାଖରେ ଠିଆ ହୋଇ ଫୋନରେ ଭିଡିଓ କରୁଥିଲେ ଟିନା ତାଙ୍କ ପେଟରେ ସମସ୍ତ ଷ୍ଟିଲ ଗୁଣ୍ଡ ପ୍ରବେଶ କରିଥିଲା। ଯାହା ଫଳରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। 
ତାପରେ ତାଙ୍କୁ ସଙ୍ଗେ ସଙ୍ଗେ ମା ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ସେଇଠି ହିଁ ମୃ-ତ ଘୋଷଣା କରିଦେଇଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ମାଣ୍ଡସାଉର ଜିଲ୍ଲା ଅନ୍ତର୍ଗତ
ଭବଗଡ ପୋଲିସ ଷ୍ଟେସନ କରଜ ଗାଁରେ। ଝିଅ ଟିନାର ବୟସ ହେଉଛି ୨୦ ସେ ଚାଲିଯିବାର ଅନେକ ଦିନ ହେଇଗଲାଣି ହେଲେ ପରିବାର ଲୋକେ ଟିନାକୁ ଭାବି ଭାବି ଦିନ ବିତାଉଛନ୍ତି।

Advertisement