Mar 12, 2024, 09:11 IST

କଲେଜ୍ ଯାଉଥିବା ବେଳେ ଝିଅ ସହ ଘଟିଲା ଏମିତି...ମୁଣ୍ଡ ଉପରେ ଚଢ଼ିଗଲା କାର, ବାହାରିଗଲା ଦହି

Hh

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।କଲେଜ ଯିବା ବେଳେ ଛାତ୍ରୀ ଙ୍କ ଉପରେ ଚଢ଼ି ଗଲା କାର।ଯୁବତୀ ଜଣଙ୍କ ମା ଙ୍କୁ କହି କଲେଜ ବାହାରି ଥିଲେ।କିନ୍ତୁ କେହି ଜାଣି ନଥିଲେ ଯେ ମା ଙ୍କ ସହ ସେହି ଦେଖା ହିଁ ଝିଅ ପାଇଁ ହେବ ଶେଷ ଦେଖା।
ଯୁବତୀ ଜଣଙ୍କ ଯୁକ୍ତ ଦୁଇ ରେ ପଢୁଥିଲେ।ଯୁବତୀ ଙ୍କ ନାମ ହେଉଛି ପ୍ରଭାସିନୀ ନାୟକ।ଆଜି କଲେଜ ଯିବା ସମୟରେ ନନ୍ଦପୁର ଛକ ନିକଟରେ ଏକ ଦ୍ରୁତ ଗତିରେ କାର ଆସି ସାମ୍ନା ପଟ ରୁ ଧକ୍କା ଦେଇଥିଲା।ତେବେ ଘଟଣା ସ୍ଥଳ ରେ ଛାତ୍ରୀ ଙ୍କ ମୃ-ତ୍ୟୁ ହୋଇଥିବା ବେଳେ ଲୋକମାନେ ରାଗି ଯାଇ କାର ଭାଙ୍ଗିବା ସହିତ ଟାୟାର ଜାଳି ରାସ୍ତା ରୋକ୍ କରିଛନ୍ତି।
Bh
ସେଠାରେ ଅନେକ ଲୋକମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି।ଯୁବତୀ ପ୍ରଭାସିନୀ ନାୟକ ଙ୍କ ମୃ-ତ୍ୟୁ ଖବର ଶୁଣିବା ପରେ ପରିବାର ଲୋକ ମାନେ ଦୁଃଖ ରେ ଭାଙ୍ଗି ପଡିଛନ୍ତି।ଯୁବତୀ ଙ୍କ ମା କାନ୍ଦି କାନ୍ଦି ପାଗଳି ପରି ହୋଇ ଯାଇଛନ୍ତି।
କାନ୍ଦ ବୋବାଳି ରେ ଫାଟି ପଡୁଛି ପୁରା ଗାଁ।ଜଣେ ବ୍ୟକ୍ତି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ଏଭଳି ଘଟଣା ଘଟିବା ପରେ ରାସ୍ତା ରୋକ୍ କରାଯାଇଛି। କ୍ଷତି ପୂରଣ ନ ଦେବା ଯାଏଁ ଏଭଳି ରହିବ ବୋଲି କହିଛନ୍ତି।ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାର ଓ ଡ୍ରାଇଭର ଙ୍କୁ ଥାନା କୁ ନେଇ ଯାଇଛନ୍ତି।
Hh
ମୃତ୍ୟୁ କେତେବେଳେ ଆସିଥାଏ ତାହା କେହି ଜାଣି ନଥାନ୍ତି।ବର୍ତମାନ ମଧ୍ୟ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି।ବାପା ମା ମାନେ ପିଲା ମାନଙ୍କୁ ପାଠ ପଢ଼ି ନିଜ ଗୋଡ଼ ରେ ଛିଡ଼ା ହୁଅନ୍ତୁ ବୋଲି ଅନେକ ସ୍ବପ୍ନ ଦେଖିଥାନ୍ତି।
ବାପା ମା ଙ୍କ ନାଁ ରଖିବେ,ଭଲ ଶିକ୍ଷା ଲାଭ କରିବେ।ଏବଂ ନିଜ ଗୋଡ଼ ରେ ଛିଡ଼ା ହେବେ।କିନ୍ତୁ ବର୍ତମାନ ନିଜ ଝିଅ କୁ ହରାଇ ବାପା ମା ଦୁହେଁ ଦୁଃଖ ରେ ଭାଙ୍ଗି ପଡିଛନ୍ତି।

Advertisement