Apr 27, 2024, 16:38 IST

ମିଛ କହି You Tube ରୁ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା ଦେଖନ୍ତୁ ସାମ୍ନାକୁ ଆସିଲା ସବୁ ସତ ଦେହରେ ଲାଗୁନି କିଛି ଭୂତ

Ff

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି। 
Hh
ତେବେ ବନ୍ଧୁଗଣ ୨୦୨୪ ହୋଇଗଲା ସହର ସ୍ମାର୍ଟ ହେଲା ଲୋକେ ଚନ୍ଦ୍ର ପୃଷ୍ଠକୁ ଯିବାକୁ ମନ ବଳାଇ ସାରିଲେଣି। ହେଲେ ଏଠି କିନ୍ତୁ ଭୂତ ସମସ୍ୟା ଆଜି ବି ସମାଜରେ ଘୁରି ବୁଲୁଛିI ଏଭଳି କିଛି ଦୃଶ୍ୟ ପ୍ରିୟାରାଜ ଅଫିସିଆଲ ନାମକ ୟୁଟ୍ୟୁବ୍
ଚ୍ୟାନେଲରେ ଦେଖିବାକୁ ମିଳିଥିବା ବେଳେ ଏବେ ପ୍ରିୟାଙ୍କ ଦେହକୁ ସବୁବେଳେ ଆସୁଛି ଭୂତ, ଆଉ ଏପଟେ ୟୁଟ୍ୟୁବ ରୁ ବି ଆସୁଛି ଲକ୍ଷ ଲକ୍ଷ ଟଙ୍କା! ଭୂତ ଦେଉଛି କି ପ୍ରିୟାଙ୍କୁ ଟଙ୍କା? ତେବେ କଣ ରହିଛି ଏହି ଘଟଣା ପଛର ରହସ୍ୟ। 
ପ୍ରିୟାଙ୍କ ଦେହକୁ ଆସୁଛି ଖତରନାକ ଭୂତ ପୁରା ପରିବାରକୁ କନ୍ଦାଇ ଦେଉଛି। କେତେବେଳେ ଜଙ୍ଗଲକୁ ଟାଣି ନେଉଛି ତ କେତେବେଳେ ଛଟପଟ କରି ଗଢ଼ାଇ ଦେଉଛି ହେଲେ ଏକଥାକୁ କିଏ କହୁଛି ମିଛ ୟୁଟ୍ୟୁବରୁ ଅଧିକ ଟଙ୍କା ରୋଜଗାର କରିବା
Hh
ପାଇଁ ସରଳ ବିଶ୍ୱାସୀ ଦର୍ଶକଙ୍କ ସହିତ ଖେଳୁଛନ୍ତି ଆଉ ମିଛ ନାଟକ କରୁଛନ୍ତି ତ କିଏ କହୁଛନ୍ତି ବିଶ୍ୱାସରେ ଭଗବାନଙ୍କୁ ଡାକୁଛନ୍ତି କି ପ୍ରିୟା ଦିଦିଙ୍କୁ ଶୀଘ୍ର ଠିକ କରିଦିଅ। ଆଉ ଏସବୁ ଘଟଣା ଅତି ସୁନ୍ଦର ଭାବେ କ୍ୟାମେରାରେ କଏଦ କରାଯାଉଛି। 
ଆଉ ଏ ଘଟଣାକୁ ଦେଖିଲେ ବହୁତ ଭୟଙ୍କର ଲାଗୁଚି। ସତରେ କଣ ପ୍ରିୟା ନାମକ ଏହି ମହିଳାଙ୍କ ଦେହରେ ଭୂତ ଆସୁଛି ନା ସେ ଲୋକମାନଙ୍କ ସହ ଏମିତି ମିଛ ନାଟକ କରୁଛନ୍ତି। ପ୍ରିୟାଙ୍କ ଦେହରେ କିଭଳି ଭୂତ ଆସୁଛି ଏନେଇ ଆସୁଛି ସବୁ ଅପଡେଟ।
ତାଙ୍କ ଦେହରେ ଭୂତ ଆସିଲେ ସେ କାହାକୁ ଛାଡ଼ୁ ନାହାଁନ୍ତି। ଆଉ ଲୋକମାନେ କମେଣ୍ଟ କରୁଛନ୍ତି କି ପ୍ରିୟା ସମସ୍ତଙ୍କୁ ଯଦି ହଇରାଣ କରୁଛନ୍ତି ତାହେଲେ ସେ କ୍ୟାମେରା ମ୍ୟାନଙ୍କୁ କିଭଳି ଛାଡ଼ି ଦେଉଛନ୍ତି।

Advertisement