Apr 29, 2024, 01:08 IST

ନିଜ ପ୍ରେମିକା ସହ ସମ୍ପର୍କ ରଖିଲା ବେଳେ ଭୁଲ୍ ରେ... ଫେସବୁକ୍ ରେ ଲାଇଭ ହେଇଗଲା ଯୁବକ...

Hh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟ ରେ କାହାକୁ ବିଶ୍ଵାସ କରିବା ଠିକ୍ ନୁହେଁ।ସେ ସାଙ୍ଗ ହୁଅନ୍ତୁ କି ଅନ୍ୟ କେହି।ସାଙ୍ଗ ହୋଇ ଗଲା ଶତ୍ରୁ।ଆମେ ଆଜି ସେଭଳି ଏକ ଘଟଣା
ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଯେଉଁ ସାଙ୍ଗ ସହିତ ମିଶି ମ-ଦ୍ୟ-ପା-ନ କରୁଥିଲେ।ଶେଷ ରେ ତାଙ୍କ ଜୀବନ ନେଇ ଗଲେ।ଯାହାର ଭିଡିଓ ଏବେ ସୋସିଆଲ ମିଡିଆ ଆକାଉଣ୍ଟ ରେ ଖୁବ୍ ଭାଇରାଲ ହେଉଚି।ଏହାକୁ ଦେଖି ଅନେକ ଲୋକ ନିଜ ମତ ପ୍ରକାଶ କରିଛନ୍ତି।
Jj
ସୂଚନା ଅନୁସାରେ ଚାରି ଜଣ ସାଙ୍ଗ ଗୋଟିଏ ସ୍ଥାନରେ ବସି ମ-ଦ୍ୟ-ପା-ନ କରୁ ଥିଲେ।ଜଣେ ସାଙ୍ଗ ଏହାର ଭିଡିଓ କରୁଥିଲା।ଫେସ୍ ବୁକ୍ ରେ ଲାଇଭ ଭିଡିଓ କରି ସେଥିରେ ସେ ସମସ୍ତଙ୍କୁ ଦେଖାଉ ଥିଲା।
ଅନ୍ୟ ଦୁଇ ଜଣ ସାଙ୍ଗ ନିଜ ପ୍ୟାକେଟ ରୁ ଦୁଇ ଟି ବନ୍ଧୁକ ବାହାର କରି ଥିଲେ।ସେଥିରେ ଗୁଳି ଭର୍ତି କଲେ।ଭିଡିଓ କରୁଥିବା ବ୍ୟକ୍ତି ଜଣକ ଏହାକୁ ମଜାକ ରେ ନେଇ ଥିଲେ।ସେହି ଦୁଇ ବ୍ୟକ୍ତି ପ୍ରଥମେ ଉପରକୁ ଗୁଳି ଫୁଟାଇ ଥିଲେ।ପ୍ରଥମେ ସେଠାରେ ଥିବା ଅନ୍ୟ ଦୁଇ ଜଣ ଡରି ଯାଇ ଥିଲେ।
ଏହା ପରେ ଯିଏ ଭିଡିଓ କରୁଥିଲେ ତାଙ୍କ ଉପରକୁ ଗୁଳି ଚାଳନା କରା ଯାଇ ଥିଲା।ଫେସ୍ ବୁକ୍ ରେ ସେ ଲାଇଭ ଥିଲେ।ତାଙ୍କ ମୋବାଇଲ ତଳେ ପଡି ଯାଇ ଥିଲା ସତ ହେଲେ ଭିଡିଓ ବନ୍ଦ ହୋଇ ନ ଥିଲେ।
Bb
ତାଙ୍କ ସାଙ୍ଗ ମାନଙ୍କ କଥା ସବୁ ଲାଇଭ ଭିଡିଓ ରେ କଏଦ ହୋଇ ଯାଇ ଥିଲା।ଏହା ପରେ ସେଠାରୁ ଅନ୍ୟ ତିନି ଜଣ ସାଙ୍ଗ ଫେରାର ହୋଇ ଯାଇ ଥିଲେ।ପୋଲିସ କିଛି ସମୟ ପରେ ଘଟଣା ସ୍ଥଳ ରେ ପହଞ୍ଚି ଥିଲା।ଏହା ପରେ ପୋଲିସ ଉକ୍ତ ବ୍ୟକ୍ତି ଙ୍କୁ ମୃ-ତ ବୋଲି ଘୋଷଣା କରି ଥିଲେ।
ଲାଇଭ ଭିଡିଓ ମାଧ୍ୟମ ରେ ପୋଲିସ ତାଙ୍କର ସବୁ ସାଙ୍ଗ ଙ୍କୁ ଏବେ ଖୋଜୁଛି।ଖୁବ୍ ଶୀଘ୍ର ସେହି ଅଭିଯୁକ୍ତ ମାନଙ୍କୁ ଧରା ଯାଇ କୋର୍ଟ ଚାଲାଣ କରା ଯିବ ବୋଲି କୁହା ଯାଉଚି।
ତେବେ ନିଜ ସାଙ୍ଗ ସହ ଏପରି କରିବା କେତେ ଦୂର ଠିକ୍ ତାହା ଆପଣ ମାନେ ବିଚାର କରନ୍ତୁ।ସାମାନ୍ୟ ଭୁଲ୍ ପାଇଁ ଆଜି ଏତେ ବଡ ଶାସ୍ତି ମିଳିଚି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement