Updated: Apr 22, 2024, 08:49 IST

ଦୁଇ ଦୁଇଟା ବାହା ହେଇ ନିର୍ଦ୍ଧୁମ ଖେଳ କରୁଛି ଯୁବକ...

Gy

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ପ୍ରଥମ ସ୍ତ୍ରୀ ଥାଉ ଥାଉ ସ୍ଵାମୀ କଲା ଦ୍ୱିତୀୟ ବିବାହ।ବର୍ତ୍ତମାନ ସମୟ ରେ ପୁରୁଷ ମାନେ ନିଜ ଇଚ୍ଛା ରେ ଥରେ ବିବାହ କରୁଛନ୍ତି ଓ ପରେ ପୁଣି ପରିବାର ଇଚ୍ଛା ରେ ବିବାହ କରୁଛନ୍ତି।
ସେହି ଭଳି ସ୍ଵାମୀ ମାନଙ୍କୁ କଠିନ ରୁ କଠିନ ଦଣ୍ଡ ଦିଆ ଯିବା ଆବଶ୍ୟକ ବୋଲି କୁହା ଯାଇଛି।ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଥାନା ଅଞ୍ଚଳ ରେ।ସେଠାରେ ଜଣେ ମହିଳା ଏବେ ନିଜ ସ୍ଵାମୀ ଙ୍କୁ ପାଇବା ପାଇଁ ଦ୍ଵାର ଦ୍ଵାର ଘୁରି ବୁଲୁଛନ୍ତି।
Uu
ମହିଳା ଜଣକ କେତେ ଆଶା ନେଇ ସି ଆର୍ ଏଫ୍ ବିଭାଗ ରେ ଚାକିରି କରିଥିବା ସୁଧୀର ପାତ୍ର ଙ୍କୁ ବିବାହ କରି ଥିଲେ।ସେମାନଙ୍କର ବିବାହ ଫେବୃଆରୀ ୧୪ ତାରିଖ ରେ ହୋଇ ଥିଲା।
ହେଲେ ଏହାର ଠିକ୍ ଏକ ମାସ ପରେ ସୁଧୀର ନିଜ ପରିବାର କଥା ରେ ପଡ଼ି ଅନ୍ୟତ୍ର ବିବାହ କରି ଥିଲେ।ତାଙ୍କ ପ୍ରଥମ ପତ୍ନୀ ଙ୍କୁ ସେ ମୋବାଇଲ ରୁ ବ୍ଲକ କରି ଦେଇ ଥିଲେ।ପୂର୍ବ ନମ୍ବର କାଟି ଦେଇ ଥିଲେ।ପତ୍ନୀ ଯେତେଥର ଫୋନ୍ କରୁ ଥିଲେ ବି ଫୋନ୍ ଅଫ ଥିଲା।
ତେବେ ଏହି ସମୟ ମଧ୍ୟ ରେ ସୁଧୀର ତାଙ୍କ ପରିବାର କଥାରେ ପଡ଼ି ମାର୍ଚ୍ଚ ମାସ ରେ ଅନ୍ୟତ୍ର ବିବାହ କରି ଥିଲେ।ଏ ସବୁ ଘଟଣା ତାଙ୍କ ପ୍ରଥମ ପତ୍ନୀ ଙ୍କୁ ଜଣାଯିବା ପରେ ସେ ପ୍ରଥମେ ରେଙ୍ଗାଲି ଥାନା ରେ ଅଭିଯୋଗ କରି ଥିଲେ।
Yh
ହେଲେ ତାଙ୍କୁ କିଛି ବି ସୁଫଳ ମିଳି ପାରି ନ ଥିଲା।ସମସ୍ତେ କହୁଥିଲେ ତଦନ୍ତ ଜାରି ରହିଛି।ଏଥିପାଇଁ ମହିଳା ଜଣକ କଟକ ଏସପି ଙ୍କ ପାଖରେ ତାଙ୍କ ଅଭିଯୋଗ ଜଣାଇ ଥିଲେ।
ଏବେ ସେ କଣ କରିବେ ସେ ଜାଣି ପାରୁ ନାହାନ୍ତି।
ଯାହାକୁ ବିବାହ କଲେ ସେହି ତାଙ୍କ ହାତ ଅଧା ବାଟ ରେ ଛାଡି ଚାଲି ଗଲା।ପୋଲିସ ଙ୍କୁ ଏ ବିଷୟ ରେ କହିବା ଦ୍ଵାରା ସେମାନେ କହୁଛନ୍ତି ତଦନ୍ତ ଚାଲିଛି।
ତେବେ ଆପଣ ମାନେ କୁହନ୍ତୁ ତାଙ୍କର ଏଥିରେ ଭୁଲ କଣ ରହିଲା।ପ୍ରେମ କରି ବିବାହ କରିବା ତାଙ୍କର ଭୁଲ ଥିଲା କି।ଏବେ ସେ ନିଜେ ନ୍ୟାୟ ପାଇବା ପାଇଁ ଲଢି ଚାଲିଛନ୍ତି।

Advertisement