Updated: Apr 19, 2024, 01:23 IST

ପ୍ରବଳ ଖରା ରେ ମନ୍ଦିର ଉପରକୁ ଚଢ଼ିଗଲା ଯୁବକ..ଆଉ ବଞ୍ଚିବାକୁ ଚାହୁଁନି, ମନ୍ଦିର ଉପରୁ ଡେଇଁ ମ-ରି-ବି..

Gh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଯୁବକ ମାନେ କିଭଳି କାଣ୍ଡ ଘଟାଉ ଅଛନ୍ତି ତାହା ଆପଣ ମାନେ ଭଲ ଭାବେ ଜାଣି ଥିବେ।ସାମାନ୍ୟ କଥା କୁ କେନ୍ଦ୍ର କରି ସେମାନେ ଆ-ତ୍ମ-ହ-ତ୍ୟା ଭଳି ଚରମ ପଦକ୍ଷେପ ନେଉ ଛନ୍ତି।
ଆମେ ଆଜି ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏଭଳି ଘଟଣା ଟି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ସୁକିନ୍ଦା ଅନ୍ତର୍ଗତ ହାତିବଡି ଗାଁ ରେ।ସେଠାରେ ଜଣେ ୨୦ ବର୍ଷୀୟ ଯୁବକ ଆ-ତ୍ମ-ହ-ତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ।
Bb
ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ସୂଚନା ଅନୁସାରେ ସେହି ଅଞ୍ଚଳ ର ଜଣେ ୨୦ ବର୍ଷୀୟ ଯୁବକ ଗତ କାଲି ଜଗନ୍ନାଥ ଙ୍କ ମନ୍ଦିର ଉପରେ ଚଢ଼ି ଯାଇ ଆ-ତ୍ମ-ହ-ତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ।ଯାହାକୁ ଧରି ପକାଇ ଥିଲେ ଗ୍ରାମ ବାସି ମାନେ।
ସେମାନେ ଯୁବକ କୁ ଆ-ତ୍ମ-ହ-ତ୍ୟା କରିବା ରୁ ଅଟକାଇ ଥିଲେ।ଏହା ପରେ ସେମାନେ ତାଙ୍କୁ ପୋଲିସ ହାତରେ ଦେଇ ଦେଇ ଥିଲେ।ପୋଲିସ ଯୁବକ ଙ୍କୁ ନେଇ ଡାକ୍ତରୀ ପରୀକ୍ଷା କରାଇ ଥିଲେ।ଏହା ପରେ ସେଠାରେ ଲୋକ ଙ୍କ ଭିଡ ଜମିବାକୁ ଲାଗି ଥିଲା।
Hh
ସେହି ଯୁବକ ଜଣକ ହେଉଛନ୍ତି ବାବୁ ରାଉତ।ଯିଏ କି ନିକଟସ୍ଥ ଗ୍ରାମ ର ଅଧିବାସୀ।କୌଣସି ଏକ କାରଣ ପାଇଁ ସେ ଗତ କାଲି ଗ୍ରାମ ର ମନ୍ଦିର ଉପରକୁ ଚଢ଼ି ଯାଇ ଥିଲେ।ଏହା ପରେ ସେଠାରେ ଠିଆ ହୋଇ ଆ-ତ୍ମ-ହ-ତ୍ୟା କରିବା ପାଇଁ ଚିତ୍କାର କରୁ ଥିଲେ।
ଲୋକ ମାନେ ପ୍ରଥମେ ଯେତେ ବୁଝାଇ ଥିଲେ ତାହାକୁ ଶୁଣି ନ ଥିଲେ।ଏହା ପରେ କିଛି ଲୋକ ମାନେ ପଛ ପାଖରୁ ଯାଇ ସେମାନଙ୍କୁ ଉଦ୍ଧାର କରି ଥିଲେ।ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ଥିଲା।
ପୋଲିସ ଯୁବକ ଙ୍କ ସହିତ କଥା ହୋଇ ଡାକ୍ତର ଖାନା କୁ ନେଇ ଥିଲା।ତାଙ୍କର ସେଠାରେ ବିଭିନ୍ନ ପ୍ରକାର ପରୀକ୍ଷା କରା ଯାଇ ତାଙ୍କୁ ଛାଡି ଦିଆ ଯାଇ ଥିଲା।ଏଭଳି କାମ ଆଉ କେବେ ନ କରିବା ପାଇଁ ପରାମର୍ଶ ଦିଆ ଯାଇ ଥିଲା।

Advertisement