Updated: Mar 15, 2024, 10:55 IST

ଟ୍ରେନ୍ ଭିତରେ ଝିଅ ର ଓଠ ଖାଇଲା ଯୁବକ..ପାଖରେ ଥିବା ଲୋକେ କଲେ ଭିଡିଓ ରେକର୍ଡ..

Ty

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଟ୍ରେନ ଭିତରେ ଯୁବତୀ ଙ୍କୁ ଆଲିଙ୍ଗନ କରୁଥିବାର ଜଣେ ଯୁବକ ଦେଖିବାକୁ ମିଳିଛି।ଟ୍ରେନ ଚାଲୁଛି, ଲୋକମାନେ ମଧ୍ୟ ବସିଛନ୍ତି।
ଆଉ ସେହି ଲୋକ ମାନଙ୍କ ଭିତରେ ଦୁଇ ପ୍ରେମୀ ଯୁଗଳ ଗୋଟିଏ ଜାଗାରେ ଠିଆ ହୋଇ ପ୍ରେମ କରୁଛନ୍ତି। ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବାରେ ଲାଗିଛନ୍ତି।ଟ୍ରେନ ଭିତରେ ଚାଲିଛି ପ୍ରେମ।
Rr
ଏତେ ଲୋକ ଙ୍କ ଭିତରେ ଦୁଇ ଜଣ ପୁଅ ଝିଅ ଠିଆ ହୋଇ ପ୍ରେମ କରୁଛନ୍ତି।ଆଉ ଆଲିଙ୍ଗନ କରୁଛନ୍ତି।ଦୁଇ ଜଣ ପ୍ରେମୀ ଯୁଗଳ ପ୍ରେମରେ ଏତେ ପାଗଳ ହୋଇ ଯାଇଛନ୍ତି ଯେ ତାଙ୍କ ଆଖପାଖ ରେ ଏତେ ଲୋକ ଅଛନ୍ତି ବୋଲି ସେମାନେ ଭୁଲି ଯାଇଛନ୍ତି।
ସେଥିପାଇଁ ଏତେ ଲୋକ ଟ୍ରେନ ରେ ବସିଥିଲେ ମଧ୍ୟ ଦୁହେଁ ପ୍ରେମ କରୁଛନ୍ତି।ଆପଣମାନେ ଜାଣିଥିବେ ଆଜିକାଲି ପିଲାମାନେ ବାପା ମା ଙ୍କୁ ମିଛ କହି ଘରୁ ଚାଲି ଆସୁଛନ୍ତି।
Hh
ସେମାନଙ୍କ ପାଖରେ ବାପା ମା ସମାନ ର ଲୋକମାନେ ବସିଛନ୍ତି। ସାନ ଭାଇ ,ବଡ଼ ଭାଇ ,ତାଙ୍କ ବୟସ ର ଯୁବକ ଆଉ ଯୁବତୀ ପାଖାପାଖି ଠିଆ ହୋଇଛନ୍ତି।ଆଉ ଅନେକ ଝିଅ ମାନେ ମଧ୍ୟ ଟ୍ରେନ ଭିତରେ ଛିଡ଼ା ହୋଇ ଯାତ୍ରା କରୁଛନ୍ତି।
ଏହି ଦୁଇ ଜଣ ପ୍ରେମୀ ଯୁଗଳ ଙ୍କୁ ଏଭଳି ଅବସ୍ଥା ରେ ଯେଉଁ ମାନେ ଦେଖୁଛନ୍ତି ସେମାନେ ଲାଜ ରେ ମୁଣ୍ଡ ତଳକୁ କରି ଦେଉଛନ୍ତି।ସେଠାରେ ବସିଥିବା ଲୋକ ମାନେ ମୁହଁ ଖୋଲି କିଛି କହି ପାରୁ ନଥିଲେ।
ଏହି ଘଟଣା ଟି କେଉଁଠି ଘଟିଛି ତାହା ଜଣା ପଡିନାହିଁ।ଏହି ଦୁଇ ପ୍ରେମୀ ଯୁଗଳ ଙ୍କ ଏମିତି ଚଳନ୍ତା ଟ୍ରେନ ରେ ଅସଭ୍ୟ ଭିଡିଓ ଚାରିଆଡ଼େ ଘୁରି ବୁଲୁଛି।
ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

Advertisement