Updated: Apr 11, 2024, 19:29 IST

ସ୍ତ୍ରୀ ଆଖି ସାମ୍ନାରେ ପୋ-ଲି-ସ ବାବୁ କରୁଥିଲେ ଏମିତି କାମ ଦେଖନ୍ତୁ ପଦାରେ ପଡ଼ିଲା ସବୁ ସତ

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ତେବେ ବନ୍ଧୁଗଣ ଆଜିକାଲି ସବୁସ୍ଥାନରେ ପରକୀୟାପ୍ରୀତି ଘଟଣା ଦେଖିବାକୁ ମିଳୁଛି। 
Gv
ଘରେ ସ୍ତ୍ରୀକୁ ଛାଡ଼ି ବାହାରେ ପ୍ରେମ ସମ୍ପର୍କ ବଢ଼ାଉଛନ୍ତି ସ୍ୱାମୀ। କେବଳ ପୁରୁଷ ନୁହେଁ, କେତେକ ସ୍ଥାନରେ ମହିଳା ମଧ୍ୟ ବାହାରେ ପ୍ରେମ ସମ୍ପର୍କ ରଖୁଥିବା ଖବର ପ୍ରତିଦିନ ଶୁଣିବାକୁ ମିଳୁଛି।
କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତମାନ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି। ପରକୀୟା ପ୍ରୀତିରେ ମସଗୁଲ ହୋଇ ଯାଇଛନ୍ତି ପୋଲିସ ବାବୁ।
Tt
ସ୍ତ୍ରୀକୁ ମାରୁଛନ୍ତି ମାଡ଼, ଏବଂ ଅନ୍ୟ ଯୁବତୀ ମାନଙ୍କ ସହ ଅନୈତିକ ସମ୍ପର୍କ ରଖୁଛନ୍ତି। ଏବେ ପୋଲିସ ବାବୁ ଘରୁ ବାହାର କରି ଦେଇଛନ୍ତି ସ୍ତ୍ରୀକୁ। ଏନେଇ ଥାନାର ଦ୍ଵାରସ୍ଥ ହୋଇଛନ୍ତି ସ୍ତ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅଧୀନସ୍ଥ ପାଳସିଆ ଗ୍ରାମରେ। 
ଉଭୟ ସ୍ୱାମୀ ସ୍ତ୍ରୀ ପ୍ରେମ କରି ବିବାହ କରିଥିଲେ। ତାଙ୍କର ଗୋଟିଏ ଛୁଆ ମଧ୍ୟ ଅଛି। ଅନ୍ନପୂର୍ଣ୍ଣାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି କି ତାଙ୍କ ଠାରୁ ବିଜୟ ଲକ୍ଷାଧିକ ଟଙ୍କା ନେଇଯାଇଛି।
ସବୁଠାରୁ ବଡ କଥା ହେଉଛି ଅନ୍ନପୂର୍ଣ୍ଣା ନିଜେ ପୋଲିସ ଚାକିରୀ କରିଥିଲେ ସୁଦ୍ଧା ସେ ନ୍ୟାୟ ପାଇ ପାରୁନାହାଁନ୍ତି ବୋଲି କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା ବାଲେଶ୍ଵର ପୋଲିସ ଅନ୍ନପୂର୍ଣ୍ଣାଙ୍କୁ କେବେ ନ୍ୟାୟ ଦେଉଛି।

Advertisement