Apr 11, 2024, 10:54 IST

ପୋ-ଲି-ସ୍ କୁ କାମୁଡି ର-କ୍ତ ରେ ବୁଡ଼େଇ ଦେଲା ମହିଳା

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଅଭିଯୁକ୍ତ ଙ୍କୁ ଗିରଫ କରିବା ସମୟରେ ପୋଲିସ କୁ ଅଭିଯୁକ୍ତ ଜଣକ କାମୁଡି ରକ୍ତାକ୍ତ କରି ଦେଇଛି।
ହ-ତ୍ୟା ଉଦ୍ୟମ କରି ଏହି ଅଭିଯୁକ୍ତ ଜଣକ ଅନେକ ଦିନ ଧରି ଫେରାର ହୋଇ ଯାଇଥିଲେ।ହେଲେ ଯେତେବେଳେ ତାଙ୍କୁ ପୋଲିସ ଧରି ପକାଇ ଥିଲା ସେତେବେଳେ ପୋଲିସ ସହ ଅଭିଯୁକ୍ତ ଜଣକ ଏଭଳି କିଛି କରୁଥିବା ଜଣା ପଡ଼ିଛି।
Vb
ଦୀର୍ଘଦିନ ଧରି ଫେରାର ଥିବା ଏହି ଅଭିଯୁକ୍ତ ଜଣକୁ ଅନେକ ଦିନ ପରେ ପୋଲିସ ତାକୁ ଗିରଫ କରିଥିଲା। ଆଉ ଏହାପରେ ପୋଲିସ କୁ କାମୁଡି ଅପରାଧୀ ଜଣକ ରକ୍ତାକ୍ତ କରିବା ପରେ ଅପରାଧୀ ଜଣକ ଫେରାର ହୋଇ ଯାଇଥିବା ଜଣା ପଡ଼ିଛି।
ତେବେ ଏହି ଘଟଣା ଜଣା ପଡ଼ିବା ପରେ କେନ୍ଦ୍ରାପଡା ଜିଲ୍ଲା ଆନନ୍ଦପୁର ଠାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଅଭିଯୁକ୍ତ ଫେରାର ହେବା ପରେ ପରିବାର ଲୋକେ ପୋଲିସ କୁ ସଂଘବଦ୍ଧ ଭାବରେ ଆକ୍ରମଣ,
Bb
କରିବା ପାଇଁ ମଧ୍ୟ ଉଦ୍ୟମ କରିଥିଲେ। ଏହାପରେ ଆନନ୍ଦପୁର ପୋଲିସ ଅଭିଯୁକ୍ତଙ୍କ ମାଆ ଛବି ଲତା ବରାଳ କୁ ଗିରଫ କରିଛି।ରାମଚନ୍ଦ୍ରପୁର ଗ୍ରାମର ପ୍ରଦ୍ୟୁଷ ବରାଳ ଙ୍କ ନାମରେ ମକୋଦ୍ଦମା ହୋଇଥିଲା।
ଦୀର୍ଘଦିନ ଧରି ସେ ଫେରାର ଥିବା ବେଳେ ସେ ଗାଁ କୁ ଫେରିଥିବା ନେଇ ମଧ୍ୟ ଏହା ଖବର ପାଇଥିଲା ପୋଲିସ। ଏହାପରେ ପୋଲିସ ତାଙ୍କ ଉପରେ ଚଢ଼ାଉ କରି ତାଙ୍କୁ କାବୁ ମଧ୍ୟ କରି ନେଇଥିଲେ।
ମାତ୍ର ଠିକ୍ ଏତିକି ବେଳେ ହିଁ ପୋଲିସ ଙ୍କୁ ଆକ୍ରମଣ କରିବା ସହ ଫାଣ୍ଡି ଅଧିକାରୀଙ୍କ ଡାହାଣ ହାତକୁ କାମୁଡ଼ି ଦେଇ ରକ୍ତାକ୍ତ କରି ଫେରାର ହୋଇ ଯାଇଛି ଅଭିଯୁକ୍ତ।
ପରେ ପରିବାର ଲୋକେ ପୋଲିସ କୁ ଆକ୍ରମଣ କରିବାରୁ ଘଟଣା ସ୍ଥଳରୁ ଅଭିଯୁକ୍ତ ର ମାଆ କୁ ଉଠାଇ ନେଇ ପୋଲିସ କୋର୍ଟ ଚାଲାଣ କରିଛି। ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ଏହି ଘଟଣା ସଂପର୍କରେ ଆପଣଙ୍କ ମତାମତ ଦେବାକୁ ଭୁଲି ଯିବେ ନାହିଁ।

Advertisement