Updated: Apr 7, 2024, 12:23 IST

ସ୍ତ୍ରୀ ଆଉ ପ୍ରେମିକା କୁ ଏକା ସାଙ୍ଗରେ କଲା ଗ-ର୍ଭ-ବ-ତୀ.. ପ୍ରେମିକା ଆସି ଘର ଆଗରେ ବସିଲାରୁ ଜଣା ପଡ଼ିଲା ସତ..

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସ୍ୱାମୀ ନିଜ ପ୍ରେମିକା କୁ ଧରି ଘର ଭିତରେ ଥିବା ବେଳେ ସେଠାକୁ ଚାଲି ଆସିଥିଲା ସ୍ତ୍ରୀ। ଦେଖିବା ବେଳକୁ ସ୍ତ୍ରୀ ଯେଉଁ ଖଟକୁ ଯୌତୁକ ରେ ନେଇ ଆସିଥିଲା ସେହି ଖଟରେ ସ୍ୱାମୀ ତାର ପ୍ରେମିକା ସହ ମଜା କରୁଥିଲା।
ସାହି ପଡିଶା ଜମା ହୋଇଥିଲେ ସ୍ତ୍ରୀ ପାଟି କରି ସମସ୍ତଙ୍କୁ ଡାକି ଦେଇଥିଲା। ଶେଷରେ ସ୍ୱାମୀ କହିଥିଲା କି ତାର ଇଚ୍ଛା ସ୍ତ୍ରୀ ଥାଉ ଥାଉ ମଧ୍ୟ ସେ ତାର ପ୍ରେମିକ ସହ ରହିବ ବୋଲି।
Gh
ସ୍ତ୍ରୀ ଜଣେ କବାଡି ପ୍ଲେୟାର ବୋଲି ଜଣା ପଡିଥିଲା। ଏ ସ୍ଥାନ ରୁ ସେ ସ୍ଥାନ କୁ ବୁଲିବୁଲି ସ୍ତ୍ରୀ କବାଡି ଖେଳୁ ଥାଏ। ହେଲେ ସେ ଜାଣି ନଥିଲା କି ତାର ସ୍ୱାମୀ ତା ସହ ଏଭଳି କିଛି କରିବ ବୋଲିସ୍ତ୍ରୀ ବାହରକୁ ଯାଇ ଟଙ୍କା ରୋଜଗାର କରି ଆଣୁଥିଲା।
ଘରେ ସ୍ୱାମୀ ନୂଆ ନୂଆ ପ୍ରେମିକା ମାନଙ୍କୁ ଘରକୁ ଡାକି ଆଣି ସେମାନଙ୍କ ସହ ସବୁ ଅନୈତିକ ସଂପର୍କ ରଖୁଥିଲା। ହେଲେ ଏତିକି ବେଳେ ସ୍ତ୍ରୀ ଘରେ ପହଞ୍ଚି ସ୍ୱାମୀ ର କଳା କାରନାମା ଙ୍କୁ ବାହାରେ ପକାଇ ଦେଇଛି।
ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ସ୍ପୋର୍ଟସ ଡ୍ରେସ ରେ ଦେଖିବାକୁ ମିଳିଥିବା ଏହି ମହିଳା ଜଣକ ହେଉଛନ୍ତି ଜଣେ କବାଡି ପ୍ଲେୟାର। ସେହି ଖେଳ ପାଇଁ ତାଙ୍କୁ ଅନେକ ସମୟରେ ଘରୁ ବାହରକୁ ଯିବାପାଇଁ ପଡ଼ିଥାଏ।
Hh
ଏହି କିଛିମାସ ହେବ ତାଙ୍କର ବିବାହ ହୋଇଥିଲେ ମଧ୍ଯ ସେ ତାଙ୍କର ସ୍ଵାମୀଙ୍କ ସହ ବେଶୀ ସମୟ ମଧ୍ଯ କାଟି ପାରି ନଥିଲେ। ତାଙ୍କର ଏହି ଅବସ୍ଥାର ଫାଇଦା ଉଠାଇଥିଲେ ତାଙ୍କର ସ୍ୱାମୀ।
ସ୍ତ୍ରୀ ବାହରକୁ ଯାଇ କବାଡି ଖେଳି ଟଙ୍କା ରୋଜଗାର କରୁଥିବା ବେଳେ ଏହି ବ୍ୟକ୍ତି ଜଣକ ସ୍ତ୍ରୀ ର ଅନୁପସ୍ଥିତି ରେ ନିଜ ପ୍ରେମିକା କୁ ଘରକୁ ନେଇ ଆସୁଥିଲା। ମହିଳା ଜଣକ କବାଡି ଖେଳି ନିଜ ଘର ଓ ପରିବାର କଥା ଚିନ୍ତା କରୁଥିବା ବେଳେ ତାଙ୍କର ସ୍ୱାମୀ ତାଙ୍କ ସହ ଏଭଳି କିଛି କରୁଥିଲେ।
ଏହି ଘଟଣା ହରିୟଣା ରେ ଘଟି ଯାଇଥିବା ବେଳେ ମହିଳା ଜଣକ ଏନେଇ ହରିୟଣା ପୋଲିସ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି।

Advertisement