Updated: Apr 3, 2024, 12:15 IST

ପ୍ରେମିକ ସହ ରାତି କାଟୁଚି ସ୍ତ୍ରୀ..ଏପଟେ ମୁଣ୍ଡ ପିଟି କାନ୍ଦୁଚି ସ୍ବାମୀ...

Gh

ନମସ୍କାର ପାଠକ ବନ୍ଧୁ।ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ସ୍ଵାମୀ ଥାଉ ଥାଉ ପର ପୁରୁଷ ଙ୍କ ସହିତ ଫେରାର ହୋଇ ଯାଉଛନ୍ତି ମହିଳା।ଆଜି ଆମେ ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଯେ କେହି ଏହି ଘଟଣା ବିଷୟ ରେ ଶୁଣିଛି ମୁଣ୍ଡ ରେ ହାତ ଦେଇ ବସୁଛି।ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ରେ।ନିଜର ସବୁ ସମ୍ପର୍କ କୁ ଭୁଲି ପ୍ରେମିକ ସହିତ ଫେରାର ହୋଇ ଯାଇଚି ସ୍ତ୍ରୀ।ଏ କଥା ଶୁଣି ବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ।
Kju
ସୂଚନା ଅନୁସାରେ ପ୍ରତିମା ନାମକ ଜଣେ ଯୁବତୀ ଗତ କିଛି ବର୍ଷ ତଳେ ତାଙ୍କ ନିଜ ଅଞ୍ଚଳ ର କୀର୍ତ୍ତନ ନାମକ ଙ୍କୁ ବିବାହ କରି ଥିଲେ।ପ୍ରତିମା ଦେଖିବାକୁ ଖୁବ୍ ସୁନ୍ଦର ଥିଲେ।ସେଥିପାଇଁ କୀର୍ତ୍ତନ ତାଙ୍କୁ ଖୁବ୍ ଭଲ ପାଉ ଥିଲେ।ଉଭୟ ହାଇଦ୍ରାବାଦ୍ ରେ କାମ କରିବାକୁ ଚାଲି ଯାଇଥିଲେ।
ସେଠାରେ ପ୍ରତିମା ଓ କୀର୍ତ୍ତନ ଙ୍କ ଦୂରତା ବଢ଼ିବାକୁ ଲାଗିଲା।ପ୍ରତିମା ଙ୍କ ଜୀବନ କୁ ଚାଲି ଆସି ଥିଲେ ସୁରଜ୍ ପାତ୍ର ନାମକ ଅନ୍ୟ ଜଣେ ଯୁବକ।ଘରେ ସ୍ଵାମୀ ନ ଥିବା ସମୟ ରେ ସୁରଜ୍ ସବୁଦିନ ତାଙ୍କ ଘର କୁ ଆସନ୍ତି।
Uu
ଏ କଥା କୀର୍ତ୍ତନ ଜାଣି ଥିଲେ ସୁଦ୍ଧା କିଛି କହି ନ ଥିଲେ।ଏହା ପରେ ହଟାତ ଦିନେ ପ୍ରତିମା ନିଜ ସ୍ଵାମୀ କୀର୍ତ୍ତନ ଙ୍କୁ ଛାଡି ସୁରଜ୍ ସହ କେଉଁ ଆଡ଼େ ଚାଲି ଯାଇ ଥିଲେ।ଏହା ପରେ କୀର୍ତ୍ତନ ତାଙ୍କ ସ୍ତ୍ରୀ ଙ୍କୁ ପର ପୁରୁଷ ସହିତ ସୋସିଆଲ ମିଡ଼ିଆ ରେ ଭିଡିଓ କରୁ ଥିବାର ଦେଖି ଥିଲେ।
ସେ ସଙ୍ଗେ ସଙ୍ଗେ ଏ ନେଇ ଥାନା ରେ ଅଭିଯୋଗ କରି ଥିଲେ।ତାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ପ୍ରତିମା ଓ ତାଙ୍କ ପ୍ରେମିକ ସୁରଜ୍ କୁ ଧରି ଥାନା କୁ ଆଣି ଥିଲେ।ତାଙ୍କ ସ୍ଵାମୀ କୀର୍ତ୍ତନ ମଧ୍ୟ ଥାନା ରେ ଅଛନ୍ତି।
ତେବେ ସେମାନଙ୍କ ଭିତରେ କି ସମାଧାନ ହେବ ତାହା ଏ ପର୍ଯ୍ୟନ୍ତ ମଧ୍ୟ ଜଣା ପଡି ନାହିଁ।ନିଜ ସ୍ଵାମୀ ପରିବାର କୁ ଛାଡ଼ି ପ୍ରତିମା ପର ପୁରୁଷ ର ହାତ ଧରିଛି।
ତେବେ ଆଗକୁ ଏହି ଘଟଣା କିଭଳି ସମାଧାନ ହେଉଚି ତାହା ଦେଖିବାକୁ ବାକି ରହିଲା।ଯାହାକୁ ନେଇ ଏବେ ସେ ଅଞ୍ଚଳ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement