Apr 9, 2024, 08:44 IST

ବିରାଟ କୋହଲି ପିନ୍ଧୁ ଥିବା ଘଣ୍ଟା ର ମୂଲ୍ୟ ୯୮୭ କୋଟି ଲୋକେ କହିଲେ, କୋହଲି ଗର୍ବୀ ବୋଲି ଦେଖେଇ ହଉଚି

Bh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଭାରତୀୟ କ୍ରିକେଟ ଦଳର ଜଣେ ଷ୍ଟାର ଖେଳାଳୀ ବିରାଟ କୋହଲି ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ବିରାଟ କୋହଲି ଭାରତୀୟ କ୍ରିକେଟ୍ ଦଳର ଜଣେ ଜଣାଶୁଣା ଖେଳାଳି।
ତାଙ୍କ ବ୍ୟାଟିଂ କୁ ନେଇ ସର୍ବଦା ସେ ଚର୍ଚ୍ଚାରେ ରୁହନ୍ତି ଲୋକମାନେ ମଧ୍ୟ ତାଙ୍କର ବ୍ୟାଟିଂ ର ଖୁବ ପ୍ରଶଂସା କରୁଥିବା ର ଦେଖିବାକୁ ମିଳିଥାଏ। ସେ ଭାରତୀୟ କ୍ରିକେଟ ଦଳର ଏକ ଖୁବ ବଡ ନାମ ମଧ୍ୟ ଅଟନ୍ତି।
Vh
ହେଲେ ଏବେ ସେ ଗଣମାଧ୍ୟମରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କାରଣ କୋହଲି ପିନ୍ଧିଥିବା ଏକ ଘଣ୍ଟା ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି। ସମସ୍ତଙ୍କ ନଜର ସେହି ଘଣ୍ଟା ଉପରେ ହିଁ ରହିଛି।
ଏହି ଘଣ୍ଟା ସମସ୍ତଙ୍କୁ ପସନ୍ଦ ଆସିଥିବା ବେଳେ ଏବେ ଏହାର ଦାମ୍ ଉପରେ ସମସ୍ତଙ୍କ ନଜର। ଏହି ଘଣ୍ଟା ଟି ଖୁବ୍ ଦାମୀ ଘଣ୍ଟା ବୋଲି ମଧ୍ୟ ସୁଚନା ମିଳିଛି।କୋହଲିଙ୍କର ନିକଟରେ ଘଣ୍ଟା ରୋଲକ୍ସ ଡେଟଜଷ୍ଟ କମ୍ପାନୀର ୪୧ମିଲିମିଟର ସ୍ଲେଟ୍ ଡାଏଲ୍ ଅଛି।
ଯାହାର ମୂଲ୍ୟ ହେଉଛି ସାତ ଲକ୍ଷ ଟଙ୍କା। ତାଙ୍କର ଏଭଳି ମହଙ୍ଗା ଘଣ୍ଟା ସଂଗ୍ରହରେ ଆଉ ଏକ ଘଣ୍ଟା ମଧ୍ୟ ରହିଛି , ଯାହାକି ପାଟେକ ଫିଲିପେ ନାଟିଲସ୍ ଏହାର ମୂଲ୍ୟ ରହିଛି ୫୭ ଲକ୍ଷ ଟଙ୍କା।
Gh
ଏହା ବ୍ୟତିତ ବିରାଟ କୋହଲି ଙ୍କ ନିକଟରେ ଆହୁରି ଅଧିକ ଦାମୀ ଘଣ୍ଟା ମଧ୍ୟ ରହିଛି। ବିରାଟ ଙ୍କ ନିକଟରେ ସବୁଠାରୁ ଦାମୀ ଘଣ୍ଟା ମଧ୍ୟ ରହିଛି ଯାହାର ନାମ ରେନ୍ ବୋ ଏଭରେଜ୍ ଗୋଲ୍ଡ ରୋଲକ୍ସ ଡାଏଟୋନା ଏହାର ମୂଲ୍ୟ ହେଉଛି ୪.୬ କୋଟି ଟଙ୍କା ର।
ଏହା ବ୍ୟତିତ ୩୬ ଟି ବ୍ୟାଗେଟ କଟ ହୀରା ସହିତ ଏକ ସ୍ବତନ୍ତ୍ର ଘଣ୍ଟା ମଧ୍ୟ ରହିଛି। ଏହାର ମୂଲ୍ୟ ରହିଛି ୧.୨୩ କୋଟି ଟଙ୍କା। କୋହଲି ଙ୍କ ଏହି ସବୁ ଘଣ୍ଟା ସମ୍ପର୍କରେ ଜାଣିବା ପରେ ଆପଣ ମାନେ ବେଶ ଭଲ ଭାବରେ ଜାଣି ପାରୁଥିବେ କି କୋହଲି କେତେ ମାତ୍ରାରେ ଘଣ୍ଟା ପ୍ରେମୀ ଅଟନ୍ତି।
Gh
ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ତାଙ୍କର ଏହି ଘଣ୍ଟା ଦାମ୍ ଶୁଣିବା ପରେ ସଂପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

Advertisement