Apr 22, 2024, 15:48 IST

ସ୍ଵାମୀ ସାମ୍ନାରେ ଆସି ଅଜଣା ଯୁବକ କହିଲେ ୟେ ମୋ ସ୍ତ୍ରୀ ଆଉ ତା ପରେ କଣ ହେଲା ନିଜେ ଦେଖନ୍ତୁ

Yu

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Gh
ତେବେ ବନ୍ଧୁଗଣ ବର୍ତମାନ ଏକ ଖବର ସାମ୍ନାକୁ ଆସିଛି। ଯାହାକି ବନ୍ଧୁଗଣ ପିଙ୍କୁ ସିଂ ଓ ବର୍ଷା ସିଂ ଉଭୟ ଉଭୟକୁ ଭଲ ପାଉଥିଲେ। ତା'ପରେ ଉଭୟ ବିବାହ ମଧ୍ୟ କରିଥିଲେ। ଦୁହେଁ ବେଶ ଖୁସିରେ ରହୁଥିଲେ।
କିନ୍ତୁ ଦିନେ ଅଜଣା ଯୁବକ ଆସି ସ୍ବାମୀ ପିଙ୍କୁ ଆଗରେ ଆସି କହିଥିଲା ଯେ, "ବର୍ଷା ହେଉଛି ମୋ ସ୍ତ୍ରୀ"। ତା'ପରେ ଘଟଣାସ୍ଥଳରୁ ସେହି ଯୁବକ ଜଣଙ୍କ ପଳେଇଥିଲା। କିନ୍ତୁ ସ୍ତ୍ରୀ ବର୍ଷା କହିଥିଲେ କି, "ସେ ଯୁବକକୁ ସେ ଜାଣି ନାହାଁନ୍ତି ବୋଲି"। 
ଏହି କଥାକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ମଧ୍ୟ ହେଉଥିଲା। ପରେ ଜଣାପଡ଼ିଥିଲା ଯେ, ସେହି ଯୁବକ ଜଣଙ୍କ ହେଉଛନ୍ତି ରୁ। ଆଉ ସେହି ଯୁବକ ଜଣଙ୍କ ମଧ୍ୟ ସେହି ଗ୍ରାମର ଅଟନ୍ତି।
Hh
ତେବେ ସ୍ବାମୀ ପିଙ୍କୁ ଓ ସ୍ତ୍ରୀ ବର୍ଷାଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେବାରୁ ସ୍ତ୍ରୀ ନିଜ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। 
ଏବେ ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନରେ ଥିବା ଗୋପବନ୍ଧୁ ଅଞ୍ଚଳରେ। ତେବେ ସେହି ଯୁବକ ଜଣଙ୍କ ମିଛି କହୁଥିଲେ ବୋଲି ଶେଷରେ ଜଣାପଡିଥିଲା।
ତେବେ ସ୍ତ୍ରୀ ବର୍ଷା ଏଭଳି ଚରମ ନିଷ୍ପତ୍ତି ନେଇଯିବା ପରେ ପୁରା ପରିବାର ଲୋକ ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି। ତେବେ ସେହି ଯୁବକର ସାମାନ୍ୟ ଭୁଲ ପାଇଁ ସେହି କଥାକୁ ବର୍ଷା ସହିନପାରି ଏଭଳି ନିଷ୍ପତି ନେଇଯାଇଥିଲେ।

Advertisement