Apr 15, 2024, 16:24 IST

କୋଟି କୋଟି ଟଙ୍କାର କାର ଛାଡି ବସ ଚଳାଇଲେ ଲୋକପ୍ରିୟ କ୍ରିକେଟର ରୋହିତ ଶର୍ମା ଦେଖନ୍ତୁ ଦୃଶ୍ୟ ହେଲା VIRAl

Bh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । କ୍ରିକେଟ ଜଗତକୁ ନେଇ ଆସିଥିବା ଖବର ଆପଣମାନେ ପାଇପାରିବେ ।
କ୍ରିକେଟ ଜଗତର ଟିକନିକ ସବୁ ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ କ୍ରିକେଟର ରୋହିତ ଶର୍ମାଙ୍କୁ ଜାଣିଥିବେ । ଏହି କ୍ରିକେଟର ଜଣଙ୍କୁ ନେଇ ଏବେ କିଛି ଖବର ଆସିଛି । ଏହି କ୍ରିକେଟର ଜଣକ ଏବେ ବସ୍ ଚଲାଉଛନ୍ତି ।
Hh
ଏହି କ୍ରିକେଟର ଜଣକ ଏବେ ଚର୍ଚ୍ଚାକୁ ଆସିଛନ୍ତି । କୋଟି କୋଟି ଟଙ୍କାର କାର ଛାଡ଼ି ବସ୍ ଡ୍ରାଇଭର ହେଲେ ରୋହିତ ଶର୍ମା । ଏହି କ୍ରିକେଟର ଜଣକ ବସ୍ ଚଲାଇବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।
ଏହାକୁ ଦେଖି ମୁଣ୍ଡରେ ହାତ ଦେଲେ ସାଥୀ ଖେଳାଳି ଏବଂ ଫ୍ୟାନ୍ସ । ଏବେ ଏହି ବସ୍ ଚଲାଇବାର ଭିଡିଓ ଜୋରସୋରରେ ଭାଇରାଲ ହେଉଛି । ଏବେ ଆଇପିଏଲ ଖେଳ ଚାଲିଛି । ଆଉ ଏବେ ମୁମ୍ବାଇ ଇଣ୍ଡିଆନ୍ସ ତାର ପ୍ରଦର୍ଶନ କରୁଛି । 
ତିନୋଟି ମ୍ୟାଚରେ ଲଗାତାର ହାରିଛି ମୁମ୍ବାଇ ଇଣ୍ଡିଆନ୍ସ ଆଉ ଏହାପରେ ଦୁଇଟି ଖେଳରେ ବିଜୟ ହାସଲ କରିଛି । ଆଜି ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଲଢିବ ଚେନ୍ନାଇ ସୁପରକିଙ୍ଗସ୍ । ଆଉ ଏହି ଦୁଇ ଦଳକୁ ଦେଖିବାକୁ ଏବେ ସମସ୍ତଙ୍କର ଅପେକ୍ଷା ରହିଛି ।
Gh
ଏହି ମ୍ୟାଚ୍ ପୂର୍ବରୁ ରୋହିତ ଶର୍ମା ଏକ ଅନ୍ଦାଜରେ ନଜର ଆସିଛନ୍ତି । ଏହି କ୍ରିକେଟର ଜଣକ ବସ୍ ଚଲାଉଥିବାର ନଜର ଆସିଛନ୍ତି । ଏବେ ତାଙ୍କ ଏହି ରୂପକୁ ନେଇ ଚର୍ଚ୍ଚା ହେଉଛି । ମୁମ୍ବାଇ ଇଣ୍ଡିଆନ୍ସର ବସ୍ ଡ୍ରାଇଭର ସିଟରେ ଏବେ ଏହି କ୍ରିକରରଙ୍କୁ ଦେଖିବାକୁ ମିଳିଛି ।
ଚଳିତ ବର୍ଷ ସେ କେବଳ ଖେଳାଳି ହୋଇ ଖେଳୁଛନ୍ତି । ରୋହିତ ଶର୍ମାଙ୍କୁ ବସ୍ ଚଲାଉଥିବାର ଭିଡିଓ ଆଉ ଫଟୋ ଏବେ ସାମ୍ନାକୁ ଆସିଛି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି । କ୍ରିକେଟର ରୋହିତ ଶର୍ମା କାର ଛାଡ଼ି ବସ୍ ଚଲାଉଥିବାର ଫଟୋ ଏବେ ସାମ୍ନାକୁ ଆସିବା ପରେ ଅନେକ କଥା ଆସୁଛି ।
ସେମାନେ ମ୍ୟାଚ ଖେଳିବା ପାଇଁ ଯେତେବେଳେ ବସରେ ଯାଉଥିଲେ ସେତେବେଳେ ଡ୍ରାଇଭର ନଥିବା ସମୟରେ ରୋହିତ ଶର୍ମା ତାଙ୍କ ସିଟରେ ବସିଥିଲେ । ଏବେ ଏହାକୁ ନେଇ ଫଟୋ ଆଉ ଭିଡିଓ ଆସିଛି ।

Advertisement