Mar 24, 2024, 11:52 IST

ସ୍ବୟଂ ସହାୟିକା ଗ୍ରୁପ ପଇସା ଖାଇ ଦେଇ ଚାଲିଗଲା ସୁନ୍ଦରୀ..ମହିଳା ମାନେ ସବୁ କାନ୍ଦି କାନ୍ଦି ଶେଷରେ କଲେ ଏମିତି..

Hhhh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bb
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟିଥିଲା ସେ ବିଷୟରେ ସହଜରେ ଜାଣି ପାରିନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। 
ଏସଏନଞ୍ଜି ମହିଳା ମାନେ ପ୍ରାଇଭେଟ୍ ଫାଇନାନ୍ସ ଠାରୁ ଋଣ ଆଣି। ସେହି ଋଣ ଟଙ୍କାକୁ ଜଣେ ମହିଳାଙ୍କୁ ଦେଇଥିଲେ। କିନ୍ତୁ ସେହି ମହିଳା ଜଣଙ୍କ ସମସ୍ତଠୁ ଟଙ୍କା ଆଣି ଆଉ ସେହି ଟଙ୍କା ଫେରାଉ ନାହାଁନ୍ତି।
Bh
ଯାହାଫଳରେ ସେହି ମହିଳା ଜଣଙ୍କ ସଠିକ ସମୟରେ ଋଣ କିସ୍ତି ଟଙ୍କା ନସୁଝିବାରୁ ଏସଏନଞ୍ଜି ମହିଳା ମାନେ ଅନାନ୍ଦିତାକୁ ଗିରଫ କରିବା ସହିତ ନେଇଥିବା ଟଙ୍କା ଫେରସ୍ତ ପାଇଁ ଫାଣ୍ଡିରେ ଧାରଣା ଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ଅଧୀନସ୍ଥ ଜାଗୁଲିପଡ଼ା ଅଞ୍ଚଳରେ। 
ସୂଚନା ଅନୁସାରେ ସାଲେପୁର ଥାନା ଅଧୀନସ୍ଥ ଜୁଗୁଲିପଡ଼ାର ଏସଏନଞ୍ଜି ଗ୍ରୁଫର ମହିଳା ମାନେ ପ୍ରାଇଭେଟ୍ ଫାଇନାନ୍ସ କମ୍ପାନୀ ଠାରୁ ଟଙ୍କା ଆଣି ସେହି ଗ୍ରାମର ଆନନ୍ଦିତା ମିଶ୍ର ନାମକ ମହିଳାଙ୍କୁ ଦେଇଥିଲେ। ଯାହାଫଳରେ ପ୍ରାଇଭେଟ୍ ଫାଇନାନ୍ସ କମ୍ପାନୀର ଲୋକ ମାନେ ଏସଏନଞ୍ଜି ମହିଳା ମାନଙ୍କ ଘରକୁ ବାରମ୍ବାର ଯାଇ ଚଢାଉ କରିବା ସହିତ ଟଙ୍କା ମାଗୁଛନ୍ତି।
ଏସଏନଞ୍ଜି ମହିଳା ମାନେ ଟଙ୍କା ମାଗିବାରୁ ଆନନ୍ଦିତା ମିଶ୍ର ଗାଳି ଦେଇ ଧମକ ଦେବାରୁ, ଶେଷରେ ମହିଳା ମାନେ ଜପକୁଦ ଫାଣ୍ଡି ଆଗରେ ଧାରଣା ଦେବା ସହ ଆନନ୍ଦିତା ମିଶ୍ରଙ୍କ ନାଁରେ ଲିଖିତ ଅଭିଯୋଗ ଦେଇଛନ୍ତି।

Advertisement