Mar 7, 2024, 10:16 IST

ମିଠା ମିଠା କଥ କହି ରୋଗୀ ଙ୍କୁ ଦେଖୁଥିଲେ ନର୍ସ ଦିଦି ହେଲେ ପରେ ଜଣା ପଡିଲା କି ୟେ ନକଲି ନର୍ସ. ..

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।ତେବେ ବନ୍ଧୁଗଣ ରାଉରକେଲା ସରକାରୀ ଡାକ୍ତରଖାନା ରେ ନକଲି ନର୍ସ ରାକେଟ୍‌। ଜଣେ କି ଦୁଇ ଜଣ ନୁହନ୍ତି, ଏକାଧିକ ଯୁବତୀ ନର୍ସ ବେଶରେ କାମ କରୁଥିବା ଜଣାପଡ଼ିଛି।
Bh
ସୋମବାର ଦିନ ଜଣେ ନକଲି ନର୍ସ ପୋଷାକଧାରୀ ଯୁବତୀ ଚମ୍ପଟ ମାରିବାପରେ ଏମିତି ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଚମ୍ପଟ ମାରିଥିବା ଯୁବତୀର ନାମ ଏସ୍. ଖାଲ୍‌କୋ।
ମିଳିଥିବା ସୂଚନା ଅନୁସାରେ, ମାତୃଶିଶୁ ହସ୍ପିଟାଲର ପ୍ରସୂତି ପ୍ରକୋଷ୍ଠର ନବଜାତଶିଶୁଙ୍କୁ କ୍ୟାବିନ୍‌କୁ ଆଣିବାକୁ ଦାୟିତ୍ବରେ ଥିବା ଅଧିକାରୀ କ୍ୟାବିନ୍‌ ସହାୟକଙ୍କୁ କହିଥିଲେ। ହେଲେ, ଏହି ନକଲି ନର୍ସ ଜଣକ ନବଜାତକକୁ ଆଣିବାକୁ ବାହାରିଥିଲେ। ମାତ୍ର, କ୍ୟାବିନ୍‌ ଆଟେଣ୍ଡାଣ୍ଟ ବାସନ୍ତୀ ଏହାର ବିରୋଧ କରିଥିଲେ।
Tt
ଯାହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବାସନ୍ତୀ ନକଲି ନର୍ସଙ୍କୁ ତାଙ୍କ ପରିଚୟପତ୍ର ମାଗିଥିଲେ। ମାତ୍ର, ଯୁବତୀ ଜଣକ ପରିଚୟପତ୍ର ଦେଖାଇ ପାରିନଥିଲେ।
ବାସନ୍ତୀ ଏ ସମ୍ପର୍କରେ ନର୍ସିଂଅଫିସର ଅଧୀକ୍ଷକ ଲଳିତା ଖାଲ୍‌କୋଙ୍କୁ ଜଣାଇଥିଲେ। ଅଧୀକ୍ଷକ ଖାଲ୍‌କୋ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଯୁବତୀ ଜଣକ ସେଠାରୁ ଚମ୍ପଟ ମାରିଥିଲେ।
ଏହି ଘଟଣା ପ୍ରଚାର ହେବାପରେ ମାତୃଶିଶୁ ହସ୍ପିଟାଲରେ ଡାକ୍ତର ଓ ନର୍ସିଂଅଫିସର୍‌ଙ୍କ ଭିଡ଼ ଜମିଥିଲା। ଖବରପାଇ ଆର୍‌ଜିଏଚ୍‌ ଅଧୀକ୍ଷକ ଡା. ଗଣେଶ ପ୍ରସାଦ ଦାସ ଓ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

Advertisement