Apr 25, 2024, 16:08 IST

ବାହା ହେଇ ନୂଆ ବୋହୂ ଥାନାରେ ଦେଲା ମିଛ କେସ ଆଉ ତା ପରେ ଦେଖନ୍ତୁ କିଛି ହେଲା ଏମିତି

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏବେ ଜଣେ ମହିଳାଙ୍କୁ ନେଇ କିଛି ଖବର ଆସିଛି । ମହିଳା ଜଣକ ତାଙ୍କ ଶାଶୁଘର ନାଁରେ ଅଭିଯୋଗ ଆଣିଛନ୍ତି ।ଏହି ମହିଳା ଜଣକ ପ୍ରେମ ବିବାହ କରିଥିଲେ । ତାଙ୍କ ଶାଶୁଘରେ ତାଙ୍କୁ ନୂଆ ବୋହୂ ବୋଲି ଗ୍ରହଣ କରିଥିଲେ କିନ୍ତୁ ତାଙ୍କ ସହିତ କରିଥିଲେ ଏଭଳି କିଛି ।
Hu
ଏହି ମହିଳା ଜଣଙ୍କୁ ଶାଶୁଘରଲୋକେ ବୋହୂ ଭାବରେ ଗ୍ରହଣ ତ କରି ଦେଇଥିଲେ କିନ୍ତୁ ତାଙ୍କୁ ରୋଷେଇ ଘରକୁ ଛାଡ଼ୁ ନଥିଲେ । ଏହି ନୂଆ ବୋହୂ ଜଣଙ୍କର ଶାଶୁଘରଲୋକ ତାଙ୍କୁ ଅଲଗା ଜାତିର କହି ରୋଷେଇ କରିବାକୁ ଦେଉ ନଥିଲେ ।
ଏହାପରେ ଏହି ନୂଆ ବୋହୂ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପରେ ଏବେ ଏହା ମିଥ୍ୟା ବୋଲି ନୂଆବୋହୂ ଜଣକ କହିଛନ୍ତି । ଚାରି କାନ୍ଥ ଭିତରେ , ପରିବାର ଭିତରେ କଣ ହୁଏ ତାହା କେହି ଜାଣିପାରନ୍ତି ନାହିଁ । କିନ୍ତୁ ଏହା ବାହାରକୁ ଆସିଲେ ଚର୍ଚ୍ଚାର ବିଷୟ ପାଲଟି ଯାଏ ।
ଏହି ବୋହୂ ଜଣକ ଥାନାକୁ ଯାଇ ଶାଶୁଘର ନାଁରେ ଅଭିଯୋଗ ଆଣିବା ପରେ ଏହା ଚର୍ଚ୍ଚାକୁ ଆସିଥିଲା ଆଉ ଏବେ ପୁଣି ଏହିସବୁ ମିଥ୍ୟା ବୋଲି କହିଛନ୍ତି ବୋହୂ ଜଣକ । ଥାନାକୁ ଯାଇ କେସ ଉଠାଇ ଆଣିଛନ୍ତି ।
Hj
ଏଭଳି କରିବାର କାରଣ କଣ ତାହା ଜଣାପଡ଼ି ନାହିଁ । ଗଣମାଧ୍ୟମକୁ ଢାଲ କରି ମହିଳା ଜଣକ ଶାଶୁ, ନଣନ୍ଦ ଆଉ ସ୍ବାମୀଙ୍କ ନାଁରେ ଏଭଳି ଅଭିଯୋଗ ଆଣିଥିଲେ । ଶାଶୁଘରଲୋକଙ୍କ ଉପରେ ଜାତିଆଣ ଅଭିଯୋଗ କରିଥିଲେ । ମହିଳା ଜଣକ ରାଗରେ ଏଭଳି କରି ଦେଇଛନ୍ତି ବୋଲି କହିଛନ୍ତି । 
ସୂଚନା ଅନୁସାରେ ଜଳେଶ୍ଵର ଥାନା ଅନ୍ତର୍ଗତ ବାଘାବଳି ଗ୍ରାମର ଭାଗବତ ଜେନାଙ୍କ ସାନ ପୁଅ ଶଶାଙ୍କ ଜେନାଙ୍କୁ ବସ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁରର ପୂର୍ଣ୍ଣିମା ୩ ବର୍ଷ ହେଲା ପ୍ରେମ କରୁଥିଲେ । ଆଉ ଏହାପରେ ତାଙ୍କୁ ବିବାହ କରିଥିଲେ ।
ବିବାହ ପରେ ତାଙ୍କ ଶାଶୂଘରଲୋକେ ତାଙ୍କୁ ରୋଷେଇ କରିବାକୁ ଦେଉ ନଥିଲେ ବୋଲି ଅଭିଯୋଗ ଆଣିଥିଲେ । ଆଉ ଏବେ ମହିଳା ଜଣକ ଏହା ମିଥ୍ୟା ବୋଲି କହିଛନ୍ତି । ଆଗକୁ ସେମାନେ ଭଲରେ ରହିବେ ବୋଲି କହିଛନ୍ତି ।

Advertisement