May 2, 2024, 01:43 IST

ମା ମାଙ୍କଡ ପାଖକୁ ଫେରିଲା ଛୁଆ...ଖୁସି ରେ କାନ୍ଦିଲା ମା ମାଙ୍କଡ

Gh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଗତ କିଛି ଦିନ ତଳେ ପୁରୀ ଠାରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା।ସବୁ ମା ଏକାପରି।ସେ ମଣିଷ ହୁଅନ୍ତୁ କି ପଶୁ।ମା ନିଜ ପିଲା କୁ କେବେ ନିଜ ଠାରୁ ଅଲଗା ହେବାକୁ ଦିଏ ନାହି।
ଆପଣ ମାନେ ସମସ୍ତେ ଦେଖି ଥିବେ କିଛି ଦିନ ତଳେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇ ଥିଲା।ଏହି ଭିଡିଓ ରେ ଗୋଟିଏ ମାଙ୍କଡ ଛୁଆ କୁ ଜଣେ ବ୍ୟକ୍ତି ଧରି ଘର କୁ ନେଇ ଯାଇ ଥିଲେ।ଏହା ପରେ ସେହି ମାଙ୍କଡ ଛୁଆ ର ମା ଟି ତା ଛୁଆ କୁ ଅପେକ୍ଷା କରି ସେପରି ସେହି ଦୋକାନ ସାମ୍ନା ରେ ପଡ଼ି ରହି ଥିଲା।
Bh
କିଛି ଲୋକ ମାନେ ମାଙ୍କଡ ଛୁଆ କୁ ଖୋଜି ବାହାର କରିବା ପାଇଁ ଚେଷ୍ଟା କରିଥିଲେ।ଓ ଶେଷ ରେ ନିଜ ଛୁଆ କୁ ଖୋଜି ପାଇ ଥିଲେ।ଗୋଟିଏ ମା ନିଜ ଛୁଆ ଠାରୁ କେବେ ଅଲଗା ରହି ପାରିବନି।
ଗର୍ଭ ରେ ରଖି ଯେଉଁ ପିଲା କୁ ଛାତି ଚିରି ଜନ୍ମ ଦେଇଚି ତା ଠାରୁ ସେ କିଭଳି ଅଲଗା ହୋଇ ପାରିବ।ଜଣେ ବ୍ୟକ୍ତି ତା ର ଛୁଆ ର ଫଟୋ କୁ ମୋବାଇଲ ରେ ଦେଖାଉ ଥିଲା।ଏହା ଦେଖି ମା ମାଙ୍କଡ ତାକୁ ଗେଲ କରି ପକାଉ ଥିଲା।ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉ ଥିଲା।
Hh
ଏହା ପରେ କିଛି ଲୋକ ମାନେ ଏହାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।ଯିଏ ବି ସେହି ମାଙ୍କଡ ଛୁଆ କୁ ନେଇଛି।ତାକୁ ଫେରାଇ ଦେବାକୁ ଅନୁରୋଧ କରି ଥିଲେ।ଶେଷ ରେ ସେହି
ବ୍ୟକ୍ତି ଜଣକ ନିଜ ଭୁଲ ବୁଝି ପାରି ମାଙ୍କଡ ଛୁଆ କୁ ଆଜି ଫେରାଇ ଦେଇଚି।ଦୀର୍ଘ ତିନି ଦିନ ଧରି ମା ନିଜ ଛୁଆ କୁ ହରାଇ ଦୁଃଖ ରେ ଭାଙ୍ଗି ପଡ଼ି ଥିଲା।ଆଜି ତାକୁ ତାର ଛୁଆ ମିଳି ସାରିଛି।ତାକୁ ପ୍ରଥମେ ଦେଖି ସେ ବହୁତ ଖୁସି ହୋଇ ଯାଇ ଥିଲା।
ମାଆ ନିଜ ଛୁଆ କୁ ବଞ୍ଚାଇବା ପାଇଁ ସବୁ କିଛି କରି ଥିଲା।ଆଜି ସେ ତାକୁ ତା ପାଖରେ ଦେଖି ଥିଲା।ଏହା ଦେଖି ସମସ୍ତେ ଖୁବ୍ ଖୁସି ହୋଇ ଯାଇଛନ୍ତି।ଗୋଟିଏ ମା ଆଜି ତା ଛୁଆକୁ ପାଇ ଯାଇଚି।ଏହା ପରେ ସେ ଉକ୍ତ ସ୍ଥାନ ରୁ ନିଜ ପିଲା କୁ ନେଇ ଚାଲି ଯାଇ ଥିଲା।

Advertisement