Mar 29, 2024, 10:10 IST

ସ୍କୁଲ କୁ ମଦ ପିଇ ଆସିଥିଲେ ମାଷ୍ଟର..ପିଲା ଚପଲ ଖୋଲି ପିଟିଲେ, ଟେକା ପକେଇ ବିଦା କରିଦେଲେ..

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ତେବେ ବନ୍ଧୁଗଣ ବର୍ତମାନ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି। ଯାହାକି ଗୋଡେଇ ଗୋଡେଇ ଚପଲ ଫିଙ୍ଗିଲେ ପିଲା ଫଳରେ କାନମୁଣ୍ଡା ଆଉଁସି ଦୌଡିଲେ ସାର। 
ବନ୍ଧୁଗଣ ମଦ ପାଇଁ ହଟହଟା ହେଇଗଲେ ସାର। ସ୍କୁଲକୁ ମଦ ପିଇ ଆସିବାରୁ ଛାତ୍ରଛାତ୍ରୀ ସାରଙ୍କ ଏମିତି ଅବସ୍ଥା କରିଛନ୍ତି ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ସାର ମଦ ପିଇ ଆସିଥିବା ଜାଣିବା ପରେ ତାଙ୍କ ଉପରେ ଚପଲ ପକାଇ ଛାତ୍ରଛାତ୍ରୀମାନେ।
Gg
ଏବଂ ତାଙ୍କୁ ସ୍କୁଲ ପରିସର ବାହାରକୁ ପଠାଇ ଦେଇଥିଲେ। ମାଡ଼ ଖାଇବା ଭୟରେ ଶିକ୍ଷକ ଜଣକ ଅନ୍ୟ ଉପାୟ ନପାଇ କାନମୁଣ୍ତା ଆଉଁସି ବାଧ୍ୟ ହୋଇ ପଳାଇଥିଲେ।ତେବେ ଏହି ଭିଡ଼ିଓଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
ଏହି ଘଟଣାଟି ଛାତିଶଗଡ଼ ବସ୍ତର ଅଞ୍ଚଳରେ ଥିବା ଏକା ପ୍ରାଥମିକ ବିଦ୍ୟାଳୟର ବୋଲି ଜଣା ପଡିଛି। ତେବେ ମଦୁଆ ଶିକ୍ଷକ ଜଣକ ବିଦ୍ୟାଳୟକୁ ପ୍ରତିଦିନ ମଦ ପିଇ ଆସୁଥିବା ଅଭିଯୋଗ ହୋଇଛି।
ପାଠ ପଢେଇବା ବଦଳରେ ଶିକ୍ଷକ ଜଣକ ପ୍ରାୟ ସମୟରେ ଖଟ ଉପରେ ଶୋଇରହୁଥିବା ଛାତ୍ର ଛାତ୍ରୀ କହିଛନ୍ତି। ତେବେ ବନ୍ଧୁଗଣ ବର୍ତମାନ ଏହି ଘଟଣା ଟି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Advertisement