May 4, 2024, 01:54 IST

ଟିଉସନ୍ କରିବାକୁ ଆସି ମାଷ୍ଟର ଜଣକ..ଦେହସୁଖ ନେଇ ଛାତ୍ରୀ ଙ୍କୁ କଲା କଲବଲ...

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସ୍ଲିପର ବସ୍ ଭିତରେ ନାବାଳିକା ଝିଅକୁ ଦୁ-ଷ୍କ-ର୍ମ କରିଦେଲା ଯୁବକ। ସେପଟେ ବସ୍ ଚାଲୁଥିଲା ଆଉ ଏପଟେ ବସ୍ ଭିତରେ ଥିବା ଡୋର ସ୍କ୍ରିନ ଟାଣି ନାବାଳିକା ଝିଅକୁ ଯୁବକ ଦୁ-ଷ୍କ-ର୍ମ କରିଦେଲା।
ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ଝିଅଟିକୁ ମାତ୍ର ୧୪ ବର୍ଷ ବୟସ। ହେଲେ ଏହି ଝିଅକୁ କୁଆଡେ ଚାରି ଚାରି ଥର ଦୁ-ଷ୍କ-ର୍ମ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି କି ଏହି ୧୪ ବର୍ଷ ଝିଅକୁ ଦୁ-ଷ୍କ-ର୍ମ କରିଛି ଜଣେ ୧୮ ବର୍ଷ ପୁଅ।
Hh
ଏହି କାହାଣୀ ମଧ୍ୟ ଆରମ୍ଭ ହୋଇଥିଲା ଗତ ଦେଢ଼ ବର୍ଷ ତଳେ। ଏହି ଝିଅକୁ ଯେତେବେଳେ ୧୨ ବର୍ଷ ହୋଇଥିଲା ସେତେବେଳେ ଅନିଲ ନାମକ ଯୁବକ ତାଙ୍କ ଗାଁ ରେ ଥରେ ଲସି ରେ ନିଶା ମେଡିସିନ ଦେଇ ପ୍ରଥମେ ଦୁ-ଷ୍କ-ର୍ମ କରି ଦେଇଥିଲା।
ସେତେବେଳେ ମଧ୍ୟ ଯୁବକ ଜଣକ ଝିଅର ଅ-ଶ୍ରି-ଳ ଫଟୋ ଓ ଭିଡିଓ ଉଠାଇ ଝିଅକୁ କୁଆଡେ ବ୍ଲାକ ମେଲ କରିଥିଲା। ସେହି ଦିନଠୁ ଏହି ନାବାଳିକା ଝିଅକୁ ଅନିଲ ନାମକ ଜଣେ ଯୁବକ ସେହି ଅ-ଶ୍ରି-ଳ ଫଟୋ ଭିଡିଓ କୁ ଭାଇରାଲ୍ କରିବାକୁ ଝିଅକୁ ଧମକ ଦେଉଥିଲା।
ଏଭଳି କି କାହାକୁ କହିଲେ ଝିଅକୁ ଜୀବନରୁ ମାରି ଦେବା ସହ ତାର ବାପା ମାଆଙ୍କୁ ମଧ୍ୟ କହି ଦେବାକୁ ବାର୍ ବାର୍ ଧମକ ଦେଉଥିଲା। ଶେଷରେ ମଧ୍ୟ ଝିଅକୁ ପୁଣି ଥରେ ଧମକ ଦେଇ ଜୋର୍ ଜବରଦସ୍ତି ତାର ସାଙ୍ଗରେ ନେଇ ଯିବା ପାଇଁ କହିଥିଲା।
Hu
ଆଉ ଏପଟେ ମଧ୍ୟ ଫଟୋ ଭାଇରାଲ୍ ହୋଇଯିବା ଡରରେ ଝିଅଟି କାହାକୁ କିଛି ହେଲେ ମଧ୍ୟ କହି ନଥିଲା। ଶେଷରେ ଅନିଲ ନାମକ ଯୁବକ ନାବାଳିକା କୁ ବସ୍ ରେ ବସାଇ ଦୁହେଁ ଫେରାର ହୋଇ ଯିବାକୁ କହିଥିଲା।
ଝିଅ ଭାବିଥିଲେ ପୁଅ ସହ ଗଲେ ସେ ତାକୁ ବିବାହ କରି ତା ପାଖରେ ରଖିବ ବୋଲି। ସେଥିପାଇଁ ଝିଅ ଘରେ କାହାକୁ କିଛି ନକହି ସେହି ଅନିଲ ନାମକ ଯୁବକ ସହ ଶେଷରେ ଫେରାର ହୋଇ ଯାଇଥିଲା।
ହେଲେ ଏହି ଝିଅକୁ ପୁଅ ନେଇ ମନ୍ଦିରରେ ବିବାହ କରିବା ବଦଳରେ ସେହି ସ୍ଲିପର ବସ୍ ଭିତରେ ହିଁ ପୁଣିଥରେ ଦୁ-ଷ୍କ-ର୍ମ କରି ଦେଇଥିଲା। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଆଉ ଏହି ଘଟଣା ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

Advertisement