Apr 30, 2024, 09:04 IST

ସ୍ତ୍ରୀ ର ଯୌ-ନାଂ-ଗ ରେ ଲଙ୍କା ଗୁଣ୍ଡ ପୁରେଇ ଦେଲା ସ୍ବାମୀ..କଷ୍ଟରେ ଛଟପଟ ହୋଇ ସ୍ତ୍ରୀ କଲା ଏମିତି..

Jj

ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ନିଜ ସ୍ତ୍ରୀ କୁ ଜୀବନ ରୁ ମା-ରିଦେବା ପାଇଁ ଚେଷ୍ଟା କରୁଥିଲା ସ୍ଵାମୀ।ନୃ-ଶଂ-ସ ସ୍ଵାମୀ ଜଣକ ଯାହାକୁ ପ୍ରେମ କରି ବିବାହ କରି ଥିଲା ଶେଷ ରେ ତା ସହିତ ଏପରି କିଛି କରି ଦେଇଚି।
ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ଵାସ କରି ପାରିବେ ନାହିଁ।ଯେ କେହି ଏହି ଘଟଣା ବିଷୟ ରେ ଶୁଣିଛି ତାର ଆଖିରୁ ଲୁହ ଆସି ଯାଉଚି।ଗୋଟିଏ ମାସ ଧରି ନିଜ ସ୍ତ୍ରୀ କୁ ଦୁ-ଷ୍କ-ର୍ମ କରି ଆସୁ ଥିଲା ସ୍ଵାମୀ।ଶେଷ ରେ ରାଗ ରେ ପଡ଼ି ନିଜ ସ୍ତ୍ରୀ ର ଯୌ-ନାଂ-ଗ ରେ ଲଙ୍କା ଗୁଣ୍ଡ ଭର୍ତି କଲା ସ୍ଵାମୀ।
Jh
ସୂଚନା ଅନୁସାରେ ଗତ କିଛି ଦିନ ହେବ ଜଣେ ମହିଳା ପ୍ରେମ କରି ବିବାହ କରି ଥିଲେ।ବିବାହ ପରେ ସବୁ କିଛି ଠିକ୍ ଥିଲା।ତାଙ୍କ ସ୍ଵାମୀ ହେଉଛନ୍ତି ଜଣେ ଗୁଣ୍ଡା।ସେଥିପାଇଁ ପରିବାର ଲୋକେ ତାଙ୍କୁ ବାରମ୍ବାର ମନା କରି ଥିଲେ ତୁ ତାକୁ ବିବାହ କରିବୁନି।
ହେଲେ ଯୁବତୀ ଜଣକ କାହାରି କଥା ଶୁଣି ନ ଥିଲେ।ବିବାହ ର କିଛି ଦିନ ପରେ ଆରମ୍ଭ ହୋଇ ଥିଲା ଅତ୍ୟାଚାର।ନିଜ ସ୍ତ୍ରୀ କୁ ଜୋର୍ ଜବରଦସ୍ତି ଦୁ-ଷ୍କ-ର୍ମ କରୁ ଥିଲେ।ତାଙ୍କ ଯୌ-ନାଂ-ଗ ରେ ଲଙ୍କା ଗୁଣ୍ଡ ପୁରାଉ ଥିଲେ।ଯୁବତୀ ଜଣକ ଜୋର୍ ରେ ଚିତ୍କାର କରି କହୁଥିଲେ ମୋତେ ବଞ୍ଚାଅ।
ହେଲେ ତାଙ୍କ ସ୍ଵାମୀ ତାଙ୍କ ମୁହଁ ରେ ଫେବି କୁଇକ ଅଠା ଲଗାଇ ଦେଉ ଥିଲେ।ଏହା ପରେ ମଧ୍ୟ ସେହି ନୃ-ଶଂ-ସ ସ୍ଵାମୀ କୁ ଶାନ୍ତି ମିଳୁ ନ ଥିଲା।ସେ ପୁଣି ଥରେ ତାଙ୍କ ସ୍ତ୍ରୀ ର ଗୋଡ ହାତ ବାନ୍ଧି ତାଙ୍କୁ ପିଟି ଥିଲେ।
Bj
ଯୁବତୀ ଜଣକ ନିଜ କଷ୍ଟ କୁ ସହି ପାରୁ ନ ଥିଲେ।ଏହା ପରେ ସେଠାରେ ଥିବା କିଛି ଲୋକ ମାନେ ତାଙ୍କୁ ସାହାର୍ଯ୍ୟ କରି ମେଡିକାଲ ନେଇ ଯାଉ ଥିଲେ।ସେଠାରେ ସେ ଏବେ ଚିକିତ୍ସିତ ହେଉଛନ୍ତି।ଅନ୍ୟପଟେ ତାଙ୍କ ସ୍ଵାମୀ ଙ୍କୁ ପୋଲିସ ଘରୁ ଉଠାଇ ନେଇ ଥିଲା।
ନିଜ ସ୍ତ୍ରୀ ପ୍ରତି ଏଭଳି କାମ କରିବା ପାଇଁ ଆଜି ସେ ଜେଲ ରେ ଅଛନ୍ତି।ତାଙ୍କ ସ୍ତ୍ରୀ ମଧ୍ୟ ସ୍ଵାମୀ ବିରୋଧ ରେ ଥାନା ରେ ଅଭିଯୋଗ କରିଛନ୍ତି।ଯାହାକୁ ଭଲ ପାଇ ବିବାହ କରି ଥିଲେ।
ଶେଷ ରେ ସେହି ଦିନେ ତାଙ୍କ ସହିତ ଏପରି କରିବ ବୋଲି ସେ କେବେ ବି ଭାବି ନ ଥିଲେ।ଏହି ଘଟଣା ଟି ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement