Mar 9, 2024, 11:38 IST

ସ୍ତ୍ରୀ ର ଚୋରା ପିରତି ଦେଖିଦେଲା ସ୍ବାମୀ...ରାଗରେ ମୁଣ୍ଡ ଖିନ ଭିନ୍ନ କରି କା-ଟି-ଦେଲା..

Huu

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
6y
ସ୍ବାମୀ ଜଣଙ୍କ ଅନ୍ୟ ଜଣେ ଯୁବତୀଙ୍କ ସହିତ ପରକୀୟାପ୍ରତି ରଖିବା ଦେଖି ସ୍ତ୍ରୀ ଜଣଙ୍କ ସହି ପାରିଲାନି। ପ୍ରଥମେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁକିଛି ଠିକଠାକ ଚାଲିଥିଲା। ସୁଖର ସଂସାର କିଛିଦିନ ଚାଲିବା ପରେ ସ୍ବାମୀ ରମେଶ ଅନ୍ୟ ଜଣେ ଝିଅଙ୍କ ପ୍ରେମ ସମ୍ପର୍କରେ ଆସିଥିଲେ।
ଏହି କଥାକୁ ସ୍ତ୍ରୀଜାଣିବା ପରେ ବାରମ୍ଵାର ବାରମ୍ଵାର ସେଥିରୁ ନିବୃତ୍ତ ନରହିବା ପାଇଁ ସ୍ବାମୀଙ୍କୁ କହିଥିଲେ। ଆଉ ଯେଉଁଥି ପାଇଁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିଲା। 
Gh
ସୂଚନା ଅନୁସାରେ ପୁରୀ ଜିଲ୍ଲା ଅନ୍ତର୍ଗତ ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଜିଅଳ ଗ୍ରାମର ରମେଶ ଗାନ୍ଧୀ କିଛିବର୍ଷ ତଳେ ଭଦ୍ରକ ଜିଲ୍ଲା ପାଟକୁରା ଗ୍ରାମର ପ୍ରତିମାଙ୍କୁ ଭଲ ପାଇ ବିବାହ କରିଥିଲେ। ଉଭୟ ମନ୍ଦିରରେ ବିବାହ କରିଥିଲେ।
କିନ୍ତୁ ତାପରେ ସ୍ଵାମୀ ରମେଶଙ୍କ ମନ ବଦଳିଗଲା ଅନ୍ୟ ଜଣେ ଝିଅକୁ ଭଲ ପାଇବା ଖବର ସ୍ତ୍ରୀ ଜାଣିବାକୁ ପାଇବା ପରେ। ସ୍ତ୍ରୀ ସ୍ବାମୀଙ୍କୁ ସେଥିରୁ ନିବୃତ୍ତ ରହିବା ପାଇଁ କହୁଥିଲେ। ସ୍ତ୍ରୀ ବିରୋଧ କରିବାକୁ ରମେଶ ରାଗି ଯାଇ ସ୍ତ୍ରୀକୁ ଆ-କ୍ର-ମ-ଣ କରିଥିଲେ। 
ସ୍ବାମୀ ରମେଶ ନିଶାସକ୍ତ ଅବସ୍ଥାରେ ମଧ୍ୟ ଅନେକ ମାଡ଼ ମାରନ୍ତି ସ୍ତ୍ରୀ ପ୍ରତିମାଙ୍କୁ। ଏନେଇ ଶେଷଥର ପାଇଁ ବାପ ଘରକୁ ଫୋନ କରି ଜଣାଇଥିଲେ ପ୍ରତିମା।ଗତ ଗୁରୁବାର ଦିନ ରମେଶ ସ୍ତ୍ରୀକୁ ବାଡେଇ ମାରି ଦେଇଛନ୍ତି।
ହ-ତ୍ୟା କରିବା ପରେ ପ୍ରତିମାଙ୍କୁ ମୃ-ତ ଶରୀରକୁ ନେଇ ମଶ୍ମାନରେ ପୋଡ଼ିବାକୁ ଯାଉଥିବା ବେଳେ ଏହାର ଖବର ପାଇ ଅସ୍ତରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଶରୀରକୁ ବ୍ୟବଚ୍ଛେଦ କରିବା ପାଇଁ ପଠେଇଥିଲା। ଆଉ ଅନ୍ୟପଟେ ସ୍ବାମୀ ରମେଶକୁ ପୋଲିସ ଅଟକ ରଖି ପଚରା ଉଚରା ଜାରି ରଖିଛି।

Advertisement