Updated: Apr 26, 2024, 18:54 IST

ସ୍ଵାମୀ ୬ ମାସ ଗ-ର୍ଭବତୀ ସ୍ତ୍ରୀ ସହ କରିଦେଲା ଏମିତି କାଣ୍ଡ ଯିଏ ଦେଖୁଛି କାନ୍ଦି ପକାଉଛି

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
Yy
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ବନ୍ଧୁଗଣ ୬ ମାସର ଗର୍ଭବତୀ ମହିଳାଙ୍କୁ ନିର୍ମମ ଭାବରେ ସ୍ବାମୀ ହ-ତ୍ୟା କରିଥିବା ଜଣାପଡ଼ିଛି। ଏମିତି ଏକ ଘଟଣା ଆସିଛି ଗଞ୍ଜାମର ଅମୃତସରରୁ। ସ୍ଥାନୀୟ ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ଖେଳି ଯାଇଛି। 
ଶୁକ୍ରବାର ଦିନ ଏଭଳି ଏକ ଭୟାନକ ଘଟଣା ଘଟିଯାଇଛି ଅମୃତସରରେ। ଗ-ର୍ଭ-ବ-ତୀ ମହିଳା ନିଜ ସନ୍ତାନକୁ ଗର୍ଭରେ ଧାରଣ କରିଥିବା ବ୍ୟବଚ୍ଛେଦ ରିପୋର୍ଟରେ ଏବେ ଜଣାପଡ଼ିଛି।
Bh
ସୂଚନା ଅନୁସାରେ ଅମୃତସର ନିକଟବର୍ତ୍ତୀ ବୁଲେଟନାଲ୍ଗନ୍ ଗାଁର ସୁଖଦେବ ଗତବର୍ଷ ପିଙ୍କିଙ୍କୁ ବିବାହ କରିଥିଲେ। ପିଙ୍କିଙ୍କ ବୟସ ହେଉଛି ୨୩ ବର୍ଷ। ବିବାହର କିଛିଦିନ ପରେ ଉଭୟଙ୍କ ମଧ୍ୟରେ ମନାନ୍ତର ହେଇଥିଲା। ସେଥିପାଇଁ ସବୁଦିନ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା। 
କିନ୍ତୁ ଶୁକ୍ରବାର ଦିନ ସେହି ଝଗଡ଼ା ଉଗ୍ର ରୂପ ଧାରଣ କରିଥିଲା। ଆଉ ଏଥିରେ ରାଗିଯାଇ ସୁଖଦେବ ନିଜର ପତ୍ନୀଙ୍କୁ ଖଟରେ ବାନ୍ଧି ନିଆଁ ଲଗାଇ ଦେଇଥିଲେ। ଆଉ ଏହି ଘଟଣା ଘଟିବା ପରେ ସେ ତୁରନ୍ତ ଫେରାର ହେଇଯାଇଥିଲେ।
ଶନିବାର ଦିନ ଏହି ଘଟଣାରେ ଜାତୀୟ ମହିଳା କମିଶନ ପୋଲିସ ଠାରୁ ରିପୋର୍ଟ ଜବତ କରିବା ସହିତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଏହାପରେ ସୁଖଦେବଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

Advertisement