Mar 16, 2024, 10:39 IST

ଲଗାତାର ୩ ଜଣ ଝିଅ ଙ୍କ ସହ...ଅ-ନୈ-ତି-କ ସଂପର୍କ ରଖିଲା ସ୍ବାମୀ..

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି।
ଯୁବକ ଜଣଙ୍କ ତିନିଜଣ ତିନିଜଣ ଯୁବତୀଙ୍କ ସହିତ ସଂପର୍କ ରଖିଥିଲା। ଶେଷରେ ଜଣେ ବିଧବା ମହିଳାଙ୍କୁ ମିଛ ପ୍ରଲୋଭନ ଦେଖାଇ ତାଙ୍କ ସହିତ ଶା-ରୀ-ରି-କ ସଂପର୍କ ରଖିଥିଲା ଯୁବକ ଜଣଙ୍କ। ଯୁବକଙ୍କ ନାଁ ହେଉଛି ଉତ୍କଳ କେଶରୀ।
Jj
ମହିଳାଙ୍କୁ ମିଛ କହି ତାଙ୍କ ସହିତ ଶା-ରି-ରୀ-କ ସମ୍ପର୍କ ରଖୁଥିଲା। ଆଉ ମନ ବୁଝିଗଲା ପରେ ସେହି ମହିଳାଙ୍କୁ ଛାଡି ଅନ୍ୟ ଏକ ମହିଳାଙ୍କୁ ଧରୁଥିଲେ ଯୁନକ ଜଣଙ୍କ। ଯୁବକ ଜଣଙ୍କ ଏକାଥରେ ତିନି ତିନିଜଣଙ୍କ ସହିତ ରଖିଥିଲା ଖରାପ ସମ୍ପର୍କ।
ଆଉ ଶେଷରେ ସେହି ତିନି ନମ୍ବର ମହିଳାଙ୍କ ସହିତ କିଛିଦିନ ସମ୍ପର୍କ ରଖି ତାଙ୍କୁ ମଧ୍ୟ ଛାଡ଼ି ଦେଇଥିଲା। ବିଧବା ମହିଳା ଜଣଙ୍କର ଏକ ନାବାଳକ ଶିଶୁ ମଧ୍ୟ ଅଛି। ସ୍ବାମୀ ମରିଗଲା ପରେ ବିଧବା ଜଣଙ୍କ ପୁଅକୁ ଧରି ସୁଖେ ଦୁଃଖେ ଦିନ କାଟୁ ଥିଲେ।
Ji
କିନ୍ତୁ ଶେଷରେ ଉତ୍କଳ କେଶରୀ ଏହି ବିଧବା ମହିଳାଙ୍କୁ ମଧ୍ୟ ନିଜର ପ୍ରେମ ଜାଲରେ ଫସେଇ ଦେଇଥିଲା। ମିଛସତ କହି ଏହି ବିଧବା ମହିଳାଙ୍କ ସହିତ ଶାରିରୀକ ସଂପର୍କ ରଖିଲା ଉତ୍କଳ କେଶରୀ।
କିନ୍ତୁ ଏବେ ଶେଷରେ ଏହି ବିଧବା ମହିଳାଙ୍କୁ ମାରପିଡ କରି ଛାଡ଼ି ଦେଇଥିଲା। ଉତ୍କଳ କେଶରୀ କିଛିଦିନ ତଳେ ବିଧାନ ମହିଳାଙ୍କୁ ରାସ୍ତାକଡ଼ରେ ଏକା ଦେଖି ତାଙ୍କ ଫୋନ ଭାଙ୍ଗିବା ସହିତ ତାଙ୍କୁ ମ-ର-ଣା-ତ୍ମ-କ ଆ-କ୍ର-ମ-ଣ କରିଥିବା ମଧ୍ୟ ମହିଳା ଜଣଙ୍କ ନିନେ ଅଭିଯୋଗ କରିଛନ୍ତି।
Yu
ତେଣୁ ଉତ୍କଳ କେଶରୀଙ୍କ ବିରୋଧରେ ଅସହାୟ ମହିଳା ଜଣଙ୍କ ରାସଗୋବିନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ତେବେ ଥାନାରେ ଅଭିଯୋଗ ସତ୍ବେ ପୋଲିସ ୧୦ ଦିନଧରି ମାମଲା ରୁଜୁ ନକରି ବିଧବାଙ୍କୁ ବସ୍ତା ଥାନାରେ କେସ କରିବାକୁ କହିଥିଲେ।
ତେବେ ମହିଳା ଜଣଙ୍କ ମୟୂରଭଞ୍ଜ ଏସପିଙ୍କ ଅବଗତ ପରେ ରାସଗୋବିନ୍ଦପୁର ପୋଲିସ ମହିଳା ଦେଇଥିବା ଏଫାୟାରକୁ କୌଶଳ କର୍ମେ ବଦଳାଇ ଘଟଣାକୁ ଦୁର୍ବଳ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ମହିଳା ଜଣଙ୍କ।

Advertisement