May 1, 2024, 16:57 IST

ଚତୁର୍ଥୀ ରାତିରେ ସ୍ଵାମୀ ସ୍ତ୍ରୀ ସହ କରିଦେଲା ଏମିତି କାମ ଦେଖନ୍ତୁ ସକାଳ ହେଉ ହେଉ ସ୍ତ୍ରୀ ମାଗିଲେ ଛାଡପତ୍ର

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Kj
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟିଥିଲା ସେ ବିଷୟରେ ସହଜରେ ଜାଣି ପାରିନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ବିବାହ ହେଉଛି ସାତଜନ୍ମର ବନ୍ଧନ। 
ବନ୍ଧୁଗଣ ଆଜିକାଲି ବିବାହରେ ବହୁତ ସମସ୍ୟା ଦେଖିବାକୁ ମିଳୁଛି। ଏବେ ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି। ସ୍ବାମୀଙ୍କର ସାମାନ୍ୟ ଭୁଲ ପାଇଁ ବିବାହର ପରଦିନ ଛା-ଡ଼-ପ-ତ୍ର ମାଗିଥିଲେ ସ୍ତ୍ରୀ। ଉଭୟ ପରିବାରଙ୍କ ବୁଝାସୁଝା ପରେ ବି ସ୍ତ୍ରୀ ସ୍ବାମୀକୁ ଛାଡ଼ିବା ପାଇଁ ଜିଦ୍ ଧରି ବସିଛନ୍ତି।
Hj
ସ୍ତ୍ରୀ କହିଛନ୍ତି ଯେ, ବିବାହ କରି ତାଙ୍କର ବହୁତ ବଡ ଭୁଲ ହେଇଯାଇଛି ତାଙ୍କୁ ଏଥିରୁ ମୁକ୍ତି ଦରକାର। ସ୍ତ୍ରୀଙ୍କ କହିବା ଅନୁସାରେ ତାଙ୍କର ଏଇ ବିବାହ କରିବାର ଜମା ଇଚ୍ଛାନଥିଲା। ଖାଲି ବୟଫ୍ରେଣ୍ଡଙ୍କ ଜିଦି ଯୋଗୁଁ ସେ ବିବାହ କରିବାକୁ ରାଜି ହେଇଥିଲେ। 
ଉଭୟ ମିଶି ଅଧା ଅଧା ଖର୍ଚ୍ଚ ତୁଲେଇବେ ବୋଲି ମଧ୍ୟ ପରସ୍ପର କଥା ଦେଇଥିଲେ। ଶେଷରେ ବିବାହ ମଧ୍ୟ ସଂପୂର୍ଣ୍ଣ ହେଲା। ମାତ୍ର ସ୍ତ୍ରୀଙ୍କ କହିବା ଅନୁସାରେ ସେ ଏକ ରୋଗରେ ପଡ଼ିତ ଅଟନ୍ତି। ସେଥିପାଇଁ ସେ କୌଣସି ପ୍ରକାର ଜବରଦସ୍ତି ସହିପାରନ୍ତି ନାହିଁ, ଏହା ଜାଣି ମଧ୍ୟ ତାଙ୍କ ସ୍ଵାମୀ ବିବାହ ଦିନ ତାଙ୍କ ମୁହଁରେ କେକ୍ ଲଗାଇ ଦେଇଥିଲେ।
ଆଉ ତାଙ୍କ ମୁଣ୍ଡଧରି ମଧ୍ୟ କେକରେ ପାସାଇ ଦେଇଥିଲେ। ଯାହାକୁ ଦେଖି ସ୍ତ୍ରୀ ଜଣଙ୍କ ଡରି ଯାଇ ସାରା ରାତି କାନ୍ଦି ଥିଲେ। ତାଙ୍କ ସ୍ଵାମୀ ସବୁ ଜାଣି ମଧ୍ୟ ତାଙ୍କ ସହିତ ଏଭଳି କାମ କରିଥିଲେ। ଆଉ ସ୍ତ୍ରୀ ଜଣଙ୍କ କହିଥିଲେ "ଏଭଳି ସ୍ବାମୀଙ୍କ ସହିତ ରହିବା ମୋ ପାଇଁ ଅସମ୍ଭବ ଅଟେ"। ଶେଷରେ ସ୍ତ୍ରୀ ଜଣଙ୍କ କହିଥିଲେ ତାଙ୍କୁ ଛା-ଡ-ପ-ତ୍ର ଦରକାର ବୋଲି।

Advertisement