Apr 6, 2024, 03:02 IST

ବିଲ ମଝିରେ ବଢ଼ିଲା ଝିଅ ରଖୁଥିଲା ପ୍ରେମିକ ସହ ସମ୍ପର୍କ..ଗାଆଁ ଲୋକେ ଦେଖି ବାପା ମା ଙ୍କୁ ଦେଲେ ଖବର

Bh

ନମସ୍କାର ପାଠକ ବନ୍ଧୁ।ନିଜ ଜନ୍ମ କଲା ଝିଅ କୁ ବିବାହ କରିଛି ବାପା।ଅଷ୍ଟମ ଶ୍ରେଣୀ ରେ ପଢୁଥିବା ଝିଅ ସହ ଏଭଳି କିଛି କାମ କରି ଦେଇଛି ବାପା ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ତେବେ ଏଭଳି ଘଟଣା କେଉଁ ଠାରେ ଘଟିଛି ତାହା ଏ ଯାଏଁ ଜଣା ପଡି ନାହିଁ।
ବାପା ଝିଅ ଭିତରେ ସବୁବେଳେ ପବିତ୍ର ସମ୍ପର୍କ ରହି ଥାଏ।ହେଲେ ବର୍ତ୍ତମାନ ସମୟ ରେ ଏହି ସମ୍ପର୍କ କୁ ନୀଚ ଦୃଷ୍ଟି ରେ ଦେଖା ଯାଉଚି।ନିଜ ଝିଅ ସହିତ ଏଭଳି କିଛି କାର୍ଯ୍ୟ କରା ଯାଇଛି ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ।
Gh
ସୂଚନା ଅନୁସାରେ ଝିଅ ଟି ଅଷ୍ଟମ ଶ୍ରେଣୀ ରେ ପଢ଼ୁଛି।ତାର ବାପା ପ୍ରଥମେ ଯାହାକୁ ବିବାହ କରି ଥିଲେ ତାଙ୍କର ମୃ-ତ୍ୟୁ ହୋଇ ଯାଇ ଥିଲା।ଏହା ପରେ ସେ ଦ୍ଵିତୀୟ ବିବାହ କରିଥିଲେ।ଦ୍ୱିତୀୟ ଥର ଯାହାକୁ ବିବାହ କରି ଥିଲେ ତାଙ୍କର ଗୋଟିଏ ଝିଅ ଜନ୍ମ ହୋଇ ଥିଲା।
ହେଲେ ଖୁବ୍ କମ୍ ସମୟ ଭିତରେ ତାଙ୍କ ଦ୍ୱିତୀୟ ପତ୍ନୀ ଅନ୍ୟ ଜଣକ ସହିତ ଫେରାର ହୋଇ ଯାଇ ଥିଲା।ଏହାକୁ ଝିଅ ର ବାପ ସହି ପାରି ନ ଥିଲା।ସେ ସେଥିପାଇଁ ନିଜ ଝିଅ ଉପରେ ଖରାପ ନଜର ପକାଇ ଥିଲା।
Hh
ନିଜ ଝିଅ ର ଖାଦ୍ୟ ରେ ନିଶା ଔଷଧ ଦେଇ ତା ସହ ପ୍ରତିଦିନ ଶା-ରୀ-ରି-କ ସମ୍ପର୍କ ରଖିଥିଲା।ଏବଂ ଶେଷ ରେ ନିଜ ଝିଅ କୁ ମନ୍ଦିର ରେ ଯାଇ ବିବାହ କରିଛନ୍ତି।ପଡୋଶୀ ଘର ର ଲୋକ ମାନେ ଯେତେ ବିରୋଧ କରି ଥିଲେ ମଧ୍ୟ ସେ ଶୁଣି ନ ଥିଲେ।
ଝିଅ ସହିତ ପ୍ରତିଦିନ ସେ ଖରାପ ସମ୍ପର୍କ ରଖିଥିଲେ।ଏହାକୁ ନେଇ ଝିଅ ଟି ଥାନା ରେ ଅଭିଯୋଗ କରିଛି।ଅଷ୍ଟମ ଶ୍ରେଣୀ ରେ ପଢୁଥିବା ଝିଅ ଟି ର ଅଭିଯୋଗ ଅନୁଯାୟୀ ତା ବାପା ତା ସହିତ ଜୋର୍ ଜବରଦସ୍ତି କରୁ ଥିଲେ।
ଖାଦ୍ୟ ରେ ନିଶା ଔଷଧ ମିଶାଇ ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲା।ତାଙ୍କୁ ବିବାହ କରିବା ପୂର୍ବ ରୁ ଖୁବ୍ ପିଟି ଥିଲେ।ଗୋଟେ ବାପ ର ଏଭଳି କାର୍ଯ୍ୟ କୁ ସମସ୍ତେ ଖୁବ୍ ନିନ୍ଦା କରିଛନ୍ତି।ତାଙ୍କୁ ଉପଯୁକ୍ତ ଦଣ୍ଡ ଦିଆ ଯିବା ଦରକାର ବୋଲି ଗ୍ରାମ ର ଲୋକ ମାନେ କହିଛନ୍ତି।

Advertisement