Apr 21, 2024, 08:57 IST

ପରିସ୍ରା ଆସିଥିବା ଝିଅ କୁ... ଜବରଦସ୍ତି ଟେକି ନେଇ ଧ-ର୍ଷ-ଣ..

Bh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୋଲିସ୍ ଗାଡ଼ି ଭିତରେ ହିଁ ମହିଳା କଏଦୀ ଙ୍କୁ ଦୁ-ଷ୍କ-ର୍ମ କରିଦେଲେ। ଜଣେ ମହିଳା କଏଦୀ ଙ୍କୁ ଦୁ-ଷ୍କ-ର୍ମ କରିଥିଲେ ଅନ୍ୟ ଦୁଇଜଣ କଏଦୀ।
ପୋଲିସ ଗାଡି ଭିତରେ ମହିଳା ଜଣକ ଚିତ୍କାର କରୁଥିଲେ। ଆଉ ସେପଟେ ଦୁଇଜଣ ଯୁବ କଏଦୀ ମହିଳା ଜଣକୁ ଦୁ-ଷ୍କ-ର୍ମ କରି ଚାଲିଥିଲେ। ଶୁଣିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି ଘଟଣାଟି କିନ୍ତୁ ହେଉଛି ସଂପୂର୍ଣ୍ଣ ଭାବରେ ସତ।
Hh
ପୋଲିସ ଗାଡ଼ି ଭିତରେ ଦୁଇଜଣ ମହିଳା କଏଦୀ ଙ୍କୁ ଆଜି ଦୁ-ଷ୍କ-ର୍ମ କରାଯାଇଅଛି। ଜଣେ ମହିଳାଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ହସ୍ପିଟାଲ ନେଇ ଯାଉଥିଲା।
ଏହି ସମୟରେ ମଧ୍ୟ ଗାଡ଼ି ଭିତରେ ମହିଳା ଜଣକ ବସି ଥାଆନ୍ତି। ମହିଳା ଙ୍କ ସହ ଆଉ ଦୁଇଜଣ କଏଦୀ ମଧ୍ୟ ସେମିତି ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ଯାଇଥାନ୍ତି। ଯେତେବେଳେ ପୋଲିସ ଗାଡ଼ି ରୁ ଓହ୍ଲାଇ କାଗଜ ପତ୍ର ଯାଞ୍ଚ ପାଇଁ ହସ୍ପିଟାଲ କୁ ଚାଲି ଯାଇଥିଲା,
ସେତେବେଳେ ପୋଲିସ ଗାଡ଼ି ଭିତରେ ଆରମ୍ଭ ହୋଇ ଯାଇଥିଲା ସେହି ମହିଳାଙ୍କୁ ଦୁ-ଷ୍କ-ର୍ମ କରିବାର ଯୋଜନା। ମହିଳା ଜଣକୁ ଦୁଇଜଣ ଯୁବ କଏଦୀ ତାଙ୍କୁ କିଛି ଏପଟ ସେପଟ କଥା କହି କିଛି ଜିନିଷ ଖାଇବାକୁ ଦେଇଥିଲେ।
Bh
ମହିଳା ଜଣକ ମଧ୍ୟ ତାଙ୍କୁ ବିଶ୍ବାସ କରି ସେହି ଯୁବକଙ୍କ ହାତରୁ ନେଇ ଖାଇ ଦେଇଥିଲେ। ସେହି ଖାଇବା ଖାଉ ଖାଉ ମହିଳା ଜଣକ ପୋଲିସ ଗାଡ଼ି ଭିତରେ ବେହୋସ୍ ହୋଇ ପଡି ଯାଇଥିଲା।
ଏହାପରେ ଦୁଇଜଣ ଯୁବକ ମହିଳାଙ୍କୁ ଜଣେ ଜଣେ କରି ଦୁ-ଷ୍କ-ର୍ମ କରି ଚାଲିଥିଲେ। ତାଙ୍କର ହୋସ ନଥିଲା ହେଲେ ତାଙ୍କ ସହ କଣ ହେଉଥିଲା ସେ ଜାଣି ପାରୁଥିଲେ।
ଯେତେ ଚେଷ୍ଟା କଲେ ମଧ୍ୟ ସେମାନଙ୍କ କବଳରୁ ଆଦୌ ହେଲେ ମଧ୍ୟ ମୁକୁଳି ପାରୁ ନଥିଲେ। ଏଭଳି ଏକ ଅଭାବନୀୟ ଘଟଣା ହରିୟଣା ଠାରେ ଘଟି ଯାଇଛି। ଆଉ ମହିଳା ଜଣକ ମଧ୍ଯ ଏବେ ଏନେଇ ଏଭଳି କିଛି ଅଭିଯୋଗ କରିଥିବା ଜଣା ପଡ଼ିଛି।

Advertisement