Mar 11, 2024, 10:11 IST

ଦୁଇ ପ୍ରେମିକ ଙ୍କୁ ଧରି ଖେଳ କରୁଥିଲା ଝିଅ..ପଡିଆ ମଝି ରେ ଗୋଡେଇ ଗୋଡେଇ ଧରିଲେ ବାପା ମା...

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Gg
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି।ବନ୍ଧୁଗଣ ଦୁଇ ପ୍ରେମିକକୁ ନେଇ ଖେଳ କରୁଥିଲା ଝିଅ ସନ୍ଧ୍ୟା। ସୂଚନା ଅନୁସାରେ ସନ୍ଧ୍ୟା କୁଆଡେ ନିଜର ସୁନ୍ଦର ଚେହେରା ଦେଖାଇ ଦର ବୁଢ଼ା ମାନଙ୍କୁ ଫସାଉଥିଲା।
ବୁଢ଼ା ମାନଙ୍କୁ ମିଠା ମିଠା କଥା କହି ସେମାନଙ୍କୁ ମଧ୍ୟ ବାହା ହେଉଥିଲା। ବାହା ହେବାର ଠିକ୍ ମାସକ ଭିତରେ ବୁଢ଼ା ମାନଙ୍କୁ ଠାରୁ ପଇସା ପତ୍ର, ସୁନାଗହଣା ସବୁ ନେଇ ଚଂପଟ୍ ମାରିଥିଲା ସନ୍ଧ୍ୟା। 
Gg
ସବୁଦିନ ଭଳି ସନ୍ଧ୍ୟା ଯୁବକ ମାନଙ୍କ ସହିତ ମିଶି ବିବେକ ତିୱାରୀ ନାମକ ଜଣେ ଯୁବକଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଥିଲା। ଏହାପରେ ବାହା ହେବାକୁ କହି ତାଙ୍କ ସହିତ ମିଠା ମିଠା କଥା ମଧ୍ୟ କହୁଥିଲା।
ବାହା ହେବାର ଠିକ୍ କିଛିଦିନ ପୂର୍ବରୁ ସନ୍ଧ୍ୟା ବିବେକକୁ ଘରର କିଛି ଲୋକଙ୍କ ଦେହ ଅସୁସ୍ଥ ଅଛି କହି ଏକ ଲକ୍ଷ ଟଙ୍କା ମାଗିଥିଲେ। ଆଉ ବିବେକ ବାହାଘର ଦିନ ହିଁ ସନ୍ଧ୍ୟାକୁ ଏକ ଲକ୍ଷ ଟଙ୍କା ଦେଇଥିଲା। ତା'ପରେ ଦୁହିଁଙ୍କର ବିବାହ ସଂପୂର୍ଣ୍ଣ ହୋଇଥିଲା। 
ତାପରେ ବାହାଘର ଠିକ୍ ଦୁଇଦିନ ପରେ ସନ୍ଧ୍ୟା ବିବେକ ଘରେ ଖେଳ କରିବା ଆରମ୍ଭ କରିଦେଇଥିଲା। ସନ୍ଧ୍ୟା ବିବେକ ଘରେ ଥିବା ସମସ୍ତ ସୁନାଗହଣାକୁ ନେଇ ଚମ୍ପଟ ମାରିବାକୁ ଯାଉଥିଲା ଠିକ୍ ସେତିକିବେଳେ ବିବେକ ଧରିନେଇଥିଲା। ତାପରେ ପୋଲିସ ଡାକି ବିବେକ ସବୁକଥା କହିଦେଇଥିଲା।
ପୋଲିସ ଆସି ସନ୍ଧ୍ୟାକୁ ଗିରଫ କରିବା ସହିତ ତା ସାଥୀ ମାନଙ୍କୁ ମଧ୍ୟ ଗିରଫ କରିବା ପରେ ସଂପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା। ତେବେ ଏଭଳି ଘଟଣା ଝାନ୍ସିରେ ଦେଖିବାକୁ ମିଳିଥିବା ବେଳେ, ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisement