Mar 6, 2024, 09:53 IST

ବାପା ମା ଙ୍କୁ ହେମଦସ୍ତା ରେ ଛେଚି, ପ୍ରେମିକ ସହ ସେ-କ୍ସ୍ କଲା ଝିଅ...

Tt

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ତେବେ ବନ୍ଧୁଗଣ ବାପା ମା ଝିଅକୁ କୋଳେଇ କାଖେଇ ଛୋଟରୁ ବଡ କଲେ କିନ୍ତୁ ସେହି ଝିଅ ଆଜି ନିଜ ପ୍ରେମିକ କୁ ପାଇବା ପାଇଁ ନିଜ ବାପା ମାଆଙ୍କୁ ମାରି ଦେଲା।
Bh
ସୂଚନା ଅନୁସାରେ କୋମଲ ଆଉ ତାଙ୍କ ଭାଇ ଅନୁପ ଏବଂ ବାପା ମା ଙ୍କ ସହିତ ରହୁଥିଲା। ଦିନେ ରାତିରେ ଶୋଇବା ଅବସ୍ଥାରେ ହଠାତ ଦିନେ କୋମଲ ଅନୁପ କୁ ଚିତ୍କାର କରି ଡାକିଥିଲା।
ଆଉ କହିଥିଲା "ଭାଇ ଆମ ବାପା ମାଆଙ୍କୁ କିଏ ଜୀବନରୁ ମାରି ଦେଇଛି। " ଆଉ ଅନୁପ ଆସି ଦେଖିଲା ବେଳକୁ ତାଳେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ ବାପା ମାଆ। ଏହାପରେ ଉଭୟ ଭାଇ ଭଉଣୀ ମିଶି ପୋଲିସକୁ ଖବର ଦେଇଥିଲେ।
Gu
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ପଚରା ଉଚରା କରିବା ବେଳେ କିଛି ସତ ଜଣା ପଡ଼ିନଥିଲା। ଏହାପରେ ଲାଗିଥିବା ସିସିଟିଭି ରେ ପୋଲିସ ଦେଖିବାକୁ ପାଇଥିଲା ଯେ, କେହି ଜଣେ ବ୍ୟକ୍ତି ଖାଲି ହାତରେ ଆସୁଛି।
ଆଉ ଗୋଟେ ଘଣ୍ଟା ପରେ ବାହାରକୁ ଯାଉଛି। ଏହାପରେ ପୋଲିସ ର ସନ୍ଦେହ ସେହି ଲୋକ ଉପରେ ସନ୍ଦେହ କରିଥିଲା। ତାପରେ ପୋଲିସ କୋମଲ ଆଉ ଅନୁପ ର କଲ ଡିଟେଲସ ଦେଖିଥିଲେ।
ଆଉ ଜାଣିବାକୁ ପାଇଥିଲେ ଯେ କୋମଲ କେହି ଜଣେ ଅଜଣା ବ୍ୟକ୍ତିଙ୍କୁ ଫୋନ କରି କହୁଛି, " ସେମାନେ ଶୋଇଯାଇଛନ୍ତି ଏବେ ତୁମେ ଆସ। ଏହାପରେ ପୋଲିସ କୋମଲ କୁ ଜେରା କରି ପଚାରା ଉଚରା କରିବା ପରେ ସତ ଜଣାପଡିଥିଲା ଯେ, କୋମଲ ତା ପ୍ରେମିକ ସହ ମିଶି ବାପା ମାଆଙ୍କୁ ମାରି ଦେଇଛି।
ତେବେ ବନ୍ଧୁଗଣ ଏଭଳି ଏକ ଘଟଣା ଉତ୍ତରପ୍ରଦେଶ ରେ ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ଏହା ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାର ଲାଗିଁଛି।

Advertisement