May 9, 2024, 07:39 IST

ପୁଅ ଦ୍ବିତୀୟ ବିବାହ କଲା ବୋଲି ରାଗରେ ନିଆଁ ହେଲା ବାପା..ଚାଲ ଥାନା କୁ, ଭାବୁଥିଲୁ ଚଉଠି କରିବୁ ନାଇ...

Hh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆମ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ପୁଅ ଦ୍ୱିତୀୟ ବିବାହ କରୁ ଥିବା ସମୟରେ ଧରି ପକାଇଲେ ବାପା।ଗାଁ ରାସ୍ତା ରେ ତାଙ୍କୁ ଧରି ଧରି ନେଇ ଯାଇ ଥିଲେ ପୋଲିସ ଥାନା କୁ।
ଏଭଳି ଶ୍ବଶୁର ଆପଣ ମାନେ କୋଉଠି ହେଲେ ବି ଦେଖି ନ ଥିବେ। ଯିଏ ନିଜ ପୁଅ କୁ ସପୋର୍ଟ ନ କରି ନିଜ ବୋହୂ କୁ ସମର୍ଥନ କରୁଛନ୍ତି।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ର ବାସୁଦେବପୁର ଅଞ୍ଚଳ ରେ।
Yy
ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ସୂଚନା ଅନୁସାରେ ସେହି ଅଞ୍ଚଳ ର ବିଷ୍ଣୁ ମୋହନ ଜେନା ଙ୍କ ପୁଅ ମନୋଜ ଜେନା ଗତ ନଅ ବର୍ଷ ତଳେ ତୁଳସୀ ଙ୍କୁ ବିବାହ କରି ଥିଲେ।ତାଙ୍କର ଏବେ ଆଠ ବର୍ଷ ର ପୁଅ ଟି ଅଛି।
ହେଲେ ମନୋଜ ଘରେ କିଛି ନ କହି ଅନ୍ୟ ଜଣେ ଝିଅ କୁ କୋର୍ଟ ରେ ବିବାହ କରିବା କୁ ଯାଉ ଥିଲେ।ଏହି ସମୟ ରେ ବିଷ୍ଣୁ ତାଙ୍କ ବୋହୂ ଓ ନାତି କୁ ଧରି ମେଡିକାଲ ଯାଇ ଥିଲେ। ସେଠାରେ ଶୁଣି ବାକୁ ପାଇ ଥିଲେ ତାଙ୍କ ପୁଅ ଅନ୍ୟ ଜଣେ ଝିଅ କୁ ବିବାହ କରିବା ପାଇଁ ଆସିଚି।
ଏହ କଥା ଶୁଣି ସେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ସଙ୍ଗେ ସଙ୍ଗେ ସେ ନିଜ ବୋହୂ ଓ ନାତି ଙ୍କୁ ନେଇ ସେହି କୋର୍ଟ ରେ ପହଞ୍ଚି ଯାଇ ଥିଲେ।ସେଠାରୁ ନିଜ ପୁଅ ମନୋଜ ଓ ନବ ବିବାହିତା ବୋହୂ ଙ୍କୁ ଘୋଷାଡି ଘୋଷାଡି ଆଣି ରାସ୍ତା ମଝିରେ ପୋଲିସ ଷ୍ଟେସନ ନେଇ ଯାଇ ଥିଲେ।
Hh
ଏହି ଦୃଶ୍ୟ କୁ ଯେ କେହି ଦେଖି ଥିଲେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ଜଣେ ଶ୍ବଶୁର ନିଜ ବୋହୂ ଙ୍କୁ ଏତେ ସମର୍ଥନ କରୁ ଥିବାର ବହୁତ କମ୍ ଦେଖିବାକୁ ମିଳେ।ତେବେ ସେହି ବୁଦ୍ଧ ଙ୍କ ଏଭଳି କାମ କୁ ସମସ୍ତେ ଖୁବ୍ ପ୍ରଶଂସା କରି ଥିଲେ।
ଏହା ପରେ ପୋଲିସ ମନୋଜ ଓ ନବ ବିବାହିତ ମହିଳା ଙ୍କୁ ପଚରା ଉଚରା ଜାରି ରଖିଛି।ତାଙ୍କର ଆଗରୁ ସ୍ତ୍ରୀ ଓ ପିଲା ଥାଉ ଥାଉ ସେ ଦିତୀୟ ବିବାହ କରିବାକୁ ଯାଉ ଥିଲେ।ତେବେ ଏଭଳି ଲୋକ ଙ୍କୁ ଉପଯୁକ୍ତ ଦଣ୍ଡ ଦିଆ ଯିବା ଉଚିତ ବୋଲି ସମସ୍ତେ କହିଛନ୍ତି।

Advertisement