Updated: Mar 6, 2024, 10:42 IST

ମାର୍କେଟ ଭିତରେ ଖୁବ୍ ଜୋର୍ ରେ ବାଜୁଥିଲା ଡିଜେ ସାଉଣ୍ଡ,ପାନ ଖାଉଥିବା ବେଳେ ଛଟପଟ ହୋଇ ମ-ରି-ଗଲେ ବୃଦ୍ଧ..

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
Hhj
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତମାନ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। 
ଡିଜେ ସାଉଣ୍ଡରେ ବୃଦ୍ଧଙ୍କ ଜୀବନ ଯାଇଥିବା ଅଭିଯୋଗ। ଭଦ୍ରକ ସହରାଞ୍ଚଳ ୩୦ ନମ୍ବର ୱାର୍ଡ ବାରିପାଟଣା ଗାଁ ରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଲେ ବାରିପାଟଣା ଗାଁ ର ସନାତନ ରାଉତ।
Hu
ସନାତନ ରାତିରେ ବାହାରକୁ ଯାଇଥିବା ବେଳେ ଏକ ବାହାଘର ଶୋଭା ଯାତ୍ରା ଯାଉଥିଲା। ତେବେ ଡିଜେ ସାଉଣ୍ଡ ଶୁଣି ସନାତନ ସେଠି ଟଳି ପଡ଼ିଥିଲେ। ତେବେ ସନାତନ ଙ୍କ ମୃତ୍ୟୁ ରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇପଡିଥିଲା।
ପୋଲିସ ର ନିଷ୍କ୍ରିୟତା ଯୋଗୁଁ ଏଭଳି ଘଟିଛି ଅଭିଯୋଗ ହୋଇଛି। ଅନ୍ୟପଟେ ମେଡିକାଲ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ।
ତେବେ ବନ୍ଧୁଗଣ ନିୟମକୁ ଖୋଲାଖୋଲି ଉଲଂଘନ କରି ସବୁଠି ଚାଲିଛି ଡିଜେ। ତେବେ ଆଗାମୀ ଦିନରେ ପ୍ରଶାସନ ଏଥିପ୍ରତି କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା।

Advertisement