Mar 26, 2024, 12:01 IST

ବୋହୂ ପେଟରେ ପିଲା ଥିଲା ଆଉ ଜବରଦସ୍ତି ବୋହୂ କୁ ଧରି ବାରମ୍ବାର ଶା-ରୀ-ରି-କ ସମ୍ପର୍କ ରଖି ଚାଲିଲା କାମୁକ ଶଶୁର...

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ତେବେ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି।
Gh
ବନ୍ଧୁଗଣ ନିଲୁ ବୋଲି ଜଣେ ଯୁବତୀ ଗତ ପାଞ୍ଚମାସ ତଳେ ଉଜାହିଜ୍ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର କିଛିଦିନ ପରେ ଉଜାହିଜ ଚାକିରୀ କରିବାକୁ ବାହାରକୁ ଚାଲିଯାଇଥିଲେ। ପୁଅ ଘରେ ରହୁନଥିବାର ସୁଯୋଗ ଉଠାଇ ଶଶୁର ଅନେକ ସମୟରେ ନିଜ ବୋହୁ ଉପରେ ଅ-ତ୍ୟା-ଚା-ର କରୁଥିଲେ।
ଆଉ ଜିନିଷକୁ ନେଇ ଶଶୁର ବୋହୂକୁ ନି-ର୍ଯା-ତ-ନା ମଧ୍ୟ କରୁଥିଲେ। ନିଲୁ ଜଣେ ମଧ୍ୟମିତ ପରିବାର ହୋଇଥିଲେ ମଧ୍ୟ ତାଙ୍କ ବାପା ନିଲୁଙ୍କୁ ଯଥାସମ୍ଭବ ଯୌତୁକ ଦେଇଥିଲେ। ନିଲୁଙ୍କ ବାପା ବାହାଘରର ପାଞ୍ଚମାସ ପରେ ଆଉ ଯୌତୁକ ଦେଇପାରିବେ ନାହିଁ ବୋଲି ମନା କରିଥିଲେ। 
ବାହାଘର ପରଠୁ ନିଲୁକୁ ଶାଶୁଘର ଲୋକେ ଅନେକ ସମୟରେ ନି-ର୍ଯା-ତ-ନା ଦେଇ ଆସୁଥିବା ବେଳେ ଏବେ ନିଲୁ ୪ମାସର ଗର୍ଭବତୀ ଥିବା ସମୟରେ ତାଙ୍କୁ ହ-ତ୍ୟା କରାଯାଇଥିଲା।
Bhhh
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ହବିବ ଗ୍ରାମରେ ଦେଖିବାକୁ ମିଳିଥିଲା। ନିଲୁଙ୍କ ମୃ-ତ-ଦେ-ହ ଘର ଭିତରୁ ପୋଲିସ ଉଦ୍ଧାର କରାଯାଇଥିଲା। ନିଲୁଙ୍କୁ ହ-ତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଘର ଲୋକେ ଥାନାରେ ଅଭିଯୋଗ କରିଥିଲେ। 
ସୂଚନାମୁତାବିକ ପାଞ୍ଚମାସ ତଳେ ନିଲୁ ଉଜାହିଜଙ୍କୁ ବିବାହ କରିଥିଲେ। ଆଉ ତାପରେ ଉଜାହିଜ ଚାକିରୀ କରିବାକୁ ହାଇଦ୍ରାବାଦ ଚାଲି ଯାଇଥିଲେ। ହେଲେ ନିଲୁଙ୍କୁ ଶଶୁରଘର ଲୋକେ ନି-ର୍ଯା-ତ-ନା ଦେଇଆସୁଥିଲେ।
କିନ୍ତୁ ତାଙ୍କୁ ଶାଶୂଘର ଲୋକେ ମାରିଦେଇଥିବା ନେଇ ନିଲୁଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଶଶୁରଙ୍କୁ ଅଟକ ରଖି ପଚରାଉଚରା କରିଛି।

Advertisement