Updated: May 5, 2024, 01:16 IST

ବିଜେଡ଼ି ଉପରେ ରାଗି ନିଆଁ ହେଲେ ସିଦ୍ଧାନ୍ତ..ଆଗକୁ ଆସିବ ମୋ ଜେ-ଲ୍ ଯୋଜନା..

Bb

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ୍ ସମୟ ରେ ରାଜନୀତି କୁ ନେଇ ସବୁଆଡେ ଖୁବ୍ ଚର୍ଚ୍ଚା କରା ଯାଉଛି।ସମସ୍ତ ରାଜନେତା ମାନେ ନିଜ ନିଜ ମତ ପ୍ରକାଶ କରୁଛନ୍ତି।
ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ରାଜନେତା ଙ୍କ ବିଷୟ ରେ କହିବାକୁ ଯାଉଛୁ।ପ୍ରଥମ ଥର ପାଇଁ ଗଣ ମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ତଥା ନେତା ସିଦ୍ଧାର୍ଥ ମହାପାତ୍ର।ତାଙ୍କ କଥା କୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Bn
ସୂଚନା ଅନୁସାରେ ଆସନ୍ତା ମେ ମାସ ୨୦ ତାରିଖ ରେ ରାଜ୍ୟ ରେ ଅଧିକାଂଶ ସ୍ଥାନ ରେ ନିର୍ବାଚନ ହେବାକୁ ଯାଉଛି।ନିର୍ବାଚନ ପୂର୍ବ ରୁ ଅନେକ ରାଜନୈତିକ ଦଳ ର ନେତା ମାନେ ପ୍ରଚାର ପ୍ରସାର କରୁଛନ୍ତି।
ଗତ କାଲି ଏ ନେଇ ମୁହଁ ଖୋଲିଛନ୍ତି ସିଦ୍ଧାର୍ଥ ମହାପାତ୍ର।ସେ ଆଗରୁ ବିଜୁ ଜନତା ଦଳ ରେ ରହିଥିଲେ।କିନ୍ତୁ ବର୍ତ୍ତମାନ ସେ ଭାରତୀୟ ଜନତା ପାର୍ଟି ର ସଦସ୍ୟ ଅଟନ୍ତି।ସେ କହିଥିଲେ କି ବିଜୁ ଜନତା ଦଳ କୁ କେବଳ କଥା କହି ଆସେ।
କାମ ରେ କିଛି ନ ଥାଏ।ଚୋରି ଡକାୟତି ପଇସା ଲୁଟ ଏହି ସବୁ କାମ ତାଙ୍କୁ ଜଣା।ଓଡ଼ିଶା ବାସୀ ଙ୍କ ଟଙ୍କା କୁ ସେ ମାରି ଖାଉଛନ୍ତି।ଆମ ଲୋକେ ଏବେ ସଚେତନ ହେଲେଣି।
Hh
ଏଥର ସେମାନେ କାହାକୁ ଭୋଟ ଦେବେ ତାହା ଆଗକୁ ଜଣା ପଡ଼ିବ।ତେବେ ଓଡ଼ିଶା ର ବିକାଶ କେବଳ ଭାଜପା ଦଳ କରି ପାରିବ।ସେମାନେ କେବଳ ଟଙ୍କା ଲୁଟ କରି ଖାଇବା ଜାଣି ଛନ୍ତି।
ଦୁର୍ନୀତି କୁ ବିଜେପି ସବୁବେଳେ ବିରୋଧ କରିଚି।ଲୋକେ ଏଥର ପରିବର୍ତନ ଚାହୁଁ ଛନ୍ତି।ତେବେ ଏଥର ଭୋଟ ଦେଇ ବିଜେପି ଦଳ କୁ ଜିତାଇ ଦିଅନ୍ତୁ। ଏଥର ଆମେ ସମସ୍ତେ ଓଡ଼ିଶାକୁ ବିକାଶ ପଥ ରେ ଆଗେଇ ନେବା।
ତେବେ ସିଦ୍ଧାର୍ଥ ମହାପାତ୍ର ଙ୍କ ଏଭଳି କଥାକୁ ନେଇ ଏବେ ସମସ୍ତେ ଚର୍ଚ୍ଚା କରୁଛନ୍ତି।ତେବେ ଦେଖିବାକୁ ବାକି ରହିଲା ଏଠାରେ କେଉଁ ଦଳ ବିଜୟ ହାସଲ କରୁଚି।

Advertisement