Mar 27, 2024, 10:49 IST

ହୋଲି ରେ ମାତିଥିଲେ ପିଲା ଚୋର ଗୋଡେଇ ଗୋଡେଇ ପଛରୁ ଧରିଲା ପୋଲିସ..

Hhj

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଧରା ପଡ଼ିଛି ପିଲା ଚୋର।ଜଣେ ଚୋର ଛୋଟ ଛୋଟ ପିଲାଙ୍କୁ ଚୋରି କରି ନେଉଥିଲା।ଆଉ ନିରୀହ ପିଲାଙ୍କ ଆଖି ତାଡି ନେଇ ବିକ୍ରି କରୁଥିଲା।
କେଉଁ ପିଲାଙ୍କର କିଡନୀ କଲିଜା କାଢି ବିକ୍ରି କରୁଥିଲା ତ ଆଉ କାହାର ଆଖି କୁ ନେଇ ଲକ୍ଷ ଲକ୍ଷ ଟଙ୍କା ରେ ବିକ୍ରି କରି ଦେଉଥିଲା।ଆଉ ଏମିତି ପିଲାଙ୍କୁ ଚୋରି କରୁ କରୁ ଗ୍ରାମବାସୀ ମାନେ ଧରି ନେଇଛନ୍ତି।
Bb
ବର୍ତମାନ ଧରା ପଡ଼ିଛି ଆଖି ଚୋରି କରୁଥିବା ଚୋର।ପିଲାଙ୍କୁ ଚୋରି କରି ନେଉଥିଲା ଆଉ ଆଖି ଖୋଳି ବିକୁ ଥିଲା।କିନ୍ତୁ ସେହି ଚୋର ଗ୍ରାମବାସୀ ଙ୍କ ହାତ ରେ ଧରା ପଡ଼ିଯାଇଛି।ଚୋରଟି ହିନ୍ଦୀ ଭାଷାରେ କଥା ହେଉଛି।
ବାହାର ରାଜ୍ୟ ରୁ ଆସି ଓଡ଼ିଶା ରୁ ପିଲାଙ୍କୁ ଚୋରି କରି ନେଉଛି।ଏମିତି ପାଗଳ ଙ୍କ ପରି ଗାଁ ଗାଁ ବୁଲୁଥିଲା।ଆଉ ଯେଉଁଥି ଛୋଟ ଛୋଟ ପିଲାଙ୍କୁ ଏକୁଟିଆ ଦେଖୁଥିଲା ତାଙ୍କୁ ଚକୋଲେଟ୍ ଦେଇ ଟେକି ନେଇ ଯାଉଥିଲା।
ଆଉ କେଉଁ ପିଲାଙ୍କୁ ପାଟି କୁ ଚିପି ଧରି ଉଠାଇ ନେଇ ଯାଉଥିଲା।ଏମାନେ ଜଣେ କୀ ଦୁଇ ଜଣ ନୁହଁନ୍ତି ଏମିତି ଅନେକ ଚୋର ଗୋଟିଏ ଗ୍ୟାଙ୍ଗ ହୋଇ ଏମିତି କାମ କରୁଛନ୍ତି।
Uu
ଆଉ ପିଲାଙ୍କୁ ଚୋରି କରି ଆଣି ଗୋଟିଏ ଜାଗାରେ ବାନ୍ଧି କରି ରଖୁଛନ୍ତି।ଆଉ ଏମିତି ଅନେକ ପିଲାଙ୍କର କିଡନୀ କଲିଜା ସହିତ ତାଙ୍କର ଆଖି ଖୋଳି ବିକ୍ରି କରୁଛନ୍ତି।ଆଉ ଆଜି ଏହି ଯୁବକ ଜଣଙ୍କ ଏକ ଗ୍ରାମ ରେ ପଶିଥିଲା।
କେଉଁ ପିଲାକୁ ଦେଖି ଚୋରି କରି ନେବ ବୋଲି ଭାବିଥିଲେ।ଗାଁ ରେ ପସି ପାଗଳ ଙ୍କ ପରି ହେଉଥିଲା।ଆଉ ଗାଁ ରେ ବୁଲୁଥିବା ପିଲାଙ୍କୁ ନଜର ମଧ୍ୟ ପକାଉ ଥିଲା।ଏହାପରେ ଲୋକଙ୍କ ସନ୍ଦେହ ହେବାରୁ ତାଙ୍କୁ ଗୋଟିଏ ଜାଗାରେ ଅଟକାଇ ଗ୍ରାମବାସୀ ପଚରାଉଚରା କରିଥିଲେ।
ଚୋର ଜଣଙ୍କ କିଛି ନ ଜାଣିବାର ଅଭିନୟ କରିଥିଲେ।କିନ୍ତୁ ଭୁଲ ରେ ହିନ୍ଦୀ ଭାଷା କହି ଦେଇଥିଲେ।ଏହାପରେ ଲୋକମାନେ ବାନ୍ଧି ପକାଇଥିଲେ।

Advertisement