May 8, 2024, 08:56 IST

ଘରେ କେହି ନ ଥିବା ର ସୁଯୋଗ ନେଇ..ଭାଊଜ ଦେହ ସହ ଏମିତି କାଣ୍ତ କରିଦେଲା କାମୁକ ଦିଅର

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଆମ ସମାଜର କିଭଳି ଘଟଣା ମାନ ଘଟିବାରେ ଲାଗିଛି। ଦିନକୁ ଦିନ ଆମ ସମାଜ ମଧ୍ୟ ଖୁବ କଳୁଷିତ ହେବାରେ ଲାଗିଲାଣି।
କାରଣ ଲୋକମାନେ ଦିନକୁ ଦିନ ଏଭଳି କାର୍ଯ୍ୟ କରି ବସୁଛନ୍ତି ଯାହାକି କେବଳ ନିନ୍ଦା ହେବାର ଯୋଗ୍ୟ ଅଟେ। ସେମାନଙ୍କ ପାଇଁ ମଧ୍ୟ ଅନ୍ୟ ଲୋକ ମାନେ ଲଜ୍ୟା ରେ ବାଟ ରେ ମୁଣ୍ଡ ଟେକି ଚାଲି ପାରୁ ନାହାଁନ୍ତି।
Hh
ତେବେ ଆମେ ଆପଣଙ୍କୁ ଏବେ ଏଭଳି ଏକ ଘଟଣା ସଂପର୍କରେ କହିବାକୁ ଯାଉଛୁ। ଆପଣ ମାନେ ଜାଣିଥିବେ କି ଭାଉଜ ଦିଅର ର ସମ୍ପର୍କ ଏକ ମାଆ ପୁଅ ର ସମ୍ପର୍କ ଭଳି ପବିତ୍ର ହୋଇ ଥାଏ। ହେଲେ କିଛି ଲୋକଙ୍କ ପାଇଁ ଏବେ ଏହା ଅପବିତ୍ର ସାବ୍ୟସ୍ତ
ହୋଇଛି।
କାରଣ ବର୍ତ୍ତମାନ୍ ସମୟରେ ଏଭଳି ହିଁ କିଛି ଘଟଣା ଘଟିଛି। ଆଜ୍ଞା ହଁ ଏଭଳି ଏକ ଅଭାବନୀୟ ଓ ଘୃଣ୍ୟ ଘଟଣା ଉତ୍ତରପ୍ରଦେଶ ଠାରେ ଘଟି ଯାଇଛି। ଯାହାକୁ କି ତୀବ୍ର ନିନ୍ଦା କରାଯାଉଛି।
ସେଠାରେ ଜଣେ ବିବାହିତ ମହିଳା ତାଙ୍କ ପରିବାର ସହ ରହୁଥିଲେ। ପରିବାର କହିଲେ ତାଙ୍କର ସ୍ୱାମୀ, ଶାଶୂ, ଶଶୁର ଓ ଦିଅର ରହୁଥିଲେ। ହେଲେ ସ୍ୱାମୀ ବାହାରେ କାମ କରୁଥିବାରୁ ସ୍ୱାମୀ ବାହାରେ ରହୁଥିଲେ।
ଏହାର ସୁଯୋଗ ପାଇ ତାଙ୍କ ଦିଅର ଭାଉଜ ଉପରେ ଲୋଲୁପ ଦୃଷ୍ଟି ପକାଇ ଆସୁଥିଲା। ଆଉ ଦିନେ ସୁଯୋଗ ପାଇ ଯେତେବେଳେ ଏକୁଟିଆ ଭାଉଜକୁ ଦେଖିଥିଲା ସେତେବେଳେ ଜୋର ଜବରଦସ୍ତି ଦୁ-ଷ୍କ-ର୍ମ ମଧ୍ୟ କରି ଦେଇଥିଲା।
Jj
ଯେତେବେଳେ ଭାଉଜ ଜଣକ ଗ-ର୍ଭ-ବ-ତୀ ହେଲେ ଆଉ ଏହି ଘଟଣା ପଛର ସତ ସମସ୍ତଙ୍କୁ ଜଣାଇ ଥିଲେ ସେତେବେଳେ ତାଙ୍କ ସ୍ୱାମୀ, ଶାଶୁ ଏବଂ ଶ୍ୱଶୁର ଏକ ହୋଇଗଲେ।ଆଉ ପିଲାଟିକୁ ଗ-ର୍ଭ-ପା-ତ କରିବା ପାଇଁ ତାଙ୍କ ଉପରେ ଚାପ ପ୍ରୟୋଗ କଲେ।
ଏହାପରେ ମହିଳା ଜଣକ ଥାନାରେ ଏନେଇ ଅଭିଯୋଗ କରିଥିଲେ। ଆଉ ପୋଲିସ ଏବେ ଦିଅର କୁ ଗିରଫ କରିଥିବା ବେଳେ ସମସ୍ତଙ୍କ ବିରୁଦ୍ଧରେ ମାମଲା ମଧ୍ୟ ରୁଜୁ କରିଛି।

Advertisement