Apr 23, 2024, 02:52 IST

ଜଙ୍ଗଲ ଭିତରକୁ ଯୁବତୀ କୁ ନେଇ...ଅ-ନୈ-ତିକ ସମ୍ପର୍କ ରଖିଲା ପ୍ରେମିକ..

Fr

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସ୍କୁଲ୍ ଯିବା ବେଳେ ମଝି ରାସ୍ତାରେ ନିଜର ଛାତ୍ରୀ ସହ ରୋମାନ୍ସ କରୁଥିଲେ ସାର। ନିଜ ବୟସର ଅଧା ବର୍ଷର ଛାତ୍ରୀ କୁ ଧରି ତା ସହ ରାସଲୀଳା କରୁଥିଲେ ସାର।
ଏହି ଘଟଣା ଆପଣଙ୍କୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି ଘଟଣାଟି ହେଉଛି ସତ। ବ୍ରିଜ ତଳେ ଦୁଇ ପ୍ରେମୀ ଯୁଗଳ ଜଣେ ଅନ୍ୟ ଜଣକୁ ଧରି ବସିଛନ୍ତି। ତାଙ୍କ ପାଖରେ ଲୋକଙ୍କ ଭିଡ଼ ଲାଗି ରହିଥିଲେ ମଧ୍ୟସବୁକିଛି ଦେଖି ନଦେଖିଲା ଭଳି ଠିଆ ହୋଇଛନ୍ତି।
Gg
ଅନ୍ୟ ପଟେ କିଛି ଦୂରରେ ଜଣେ ଯୁବକ ରହିଥିବା ବେଳେ ନିଜ ଭଉଣୀକୁ ସେ ଜାଗାରୁ ବାହାରକରି ଆଣିବା ପାଇଁ ଲୋକ ମାନଙ୍କୁ କାନ୍ଦି କାନ୍ଦି ସେ ଅନୁରୋଧ ମଧ୍ୟ କରୁଛି।
ତେବେ ଏସବୁ କଥା ଦେଖିବା କରେ କିଛି ଲୋକ ଯେତେବେଳେ ସେ ଜାଗା କୁ ଯାଇଥିଲେ ତାଙ୍କର ମଧ୍ୟ ହୋସ ଉଡ଼ି ଯାଇଥିଲା। କାରଣ ଏଠାରେ ଥିବା ପ୍ରେମୀ ଯୁଗଳ ଅନ୍ୟ କେହି ନୁହେଁ ସେମାନେ ଥିଲେ ଉଭୟ ଶିକ୍ଷକ ଏବଂ ତାଙ୍କର ଛାତ୍ରୀ।
ଏହି ଛାତ୍ରୀ ଜଣକ ନାବାଳିକା ମଧ୍ୟ। ସୁଚନା ମୁତାବକ ଏହି ରସିକିୟା ସାର ଜଣକ ୩୦ ବର୍ଷ ଆଉ ସେ ତାଙ୍କର ଅଧା ବୟସର ଛାତ୍ରୀଙ୍କ ସହ ରାସଲୀଳା କରୁଥିଲେ। ଏହାପରେ ଘର ଲୋକେ ଯେତେବେଳେ ଜାଣିଥିଲେ
Uh
ଏହି ଘଟଣା ସଂପର୍କରେ ସେତେବେଳେ ସେ ଛାତ୍ରୀ ଜଣକୁ ସ୍କୁଲ୍ ଯିବାକୁ ବାରଣ କରି ଦେଇଥିଲେ। କାରଣ ଦୁହେଁ ମିଶି ପୋଲ ତଳେ ପଶି ପ୍ରେମ ଲୀଳା କରିଥିଲେ। ଛାତ୍ରୀ ଜଣକ ଯାହା କହିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ।
ସେ କହିଥିଲେ କି ସାର ଜଣକ ତାଙ୍କୁ ପରୀକ୍ଷା ରେ ପାସ କରିବା ପାଇଁ ତାଙ୍କ ସହ ବୁଲାବୁଲି ଓ ମିଳାମିଶା କରିବାକୁ କହିଥିଲେ। ଏହି ଘଟଣା ସଂପର୍କରେ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ଲୋକମାନେ ଏହି କଥାକୁ ଖୁବ ନିନ୍ଦା ମଧ୍ୟ କରିଛନ୍ତି। ତେବେ ଏହି ଘଟଣା ସଂପର୍କରେ ଜାଣିବା ପରେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement