Updated: Dec 26, 2023, 10:59 IST

ମୁଁ ଆଉ ଯାହା ସହ ସେକ୍ସ କରୁଛି ବୋଲି ମୋ ସ୍ବାମୀ ସନ୍ଦେହ କଲା, ମୁ ସବୁ ବେଳେ ଶୁଣି ଶୁଣି ବିରକ୍ତି ହେଲି.. ଜୀବନ ହାରିଲି

Special Report

ନମସ୍କାର ପାଠକ ବନ୍ଧୁ।ପାରିବାରିକ ବିବାଦ କୁ ନେଇ ଜଣେ ମହିଳା ନିଜ ଜୀବନ ହାରି ଦେଇଛନ୍ତି। ଯାହାକୁ ହାତ ଧରି ବିବାହ କରିଥିଲେ।ଶେଷ ରେ ତାଙ୍କରି ପାଇଁ ମହିଳା ଜଣକ ଆ-ତ୍ମ-ହ-ତ୍ୟା କଲେ।ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅଞ୍ଚଳ ରେ।
Special Report
ଏଠାରେ ଜଣେ ମହିଳା ଙ୍କ ଶ-ବ ବିଲ ମଝିରେ ଥିବା ଗଛ ରୁ ମିଳିଚି।ମହିଳା ଜଣକ ନିଜ ସ୍ଵାମୀ ଙ୍କ କଥା ରେ ଅତିଷ୍ଟ ହୋଇ ଶେଷ ରେ ମୃ-ତ୍ୟୁ କୁ ବାଛି ନେଇ ଥିଲେ।ଶେଷ ରେ ଦିନେ ସକାଳେ ଉଠି ଯାଇ ବେକ ରେ ରଶି ଲଗାଇ ଆ-ତ୍ମ-ହ-ତ୍ୟା କରିଛନ୍ତି।
ସୂଚନା ଅନୁସାରେ ସେହି ଅଞ୍ଚଳ ର ଯମୁନା ମାରାଣ୍ଡି ଗତ ସାତ ବର୍ଷ ତଳେ ଲକ୍ଷ୍ମଣ ମାରାଣ୍ଡି ଙ୍କୁ ପ୍ରେମ କରି ବିବାହ କରିଥିଲେ।ବିବାହ ପରେ ସବୁ କିଛି ଠିକ୍ ଥିଲା।ଉଭୟ ସ୍ବାମୀ ସ୍ତ୍ରୀ ବହୁତ ଖୁସି ରେ ଥିଲେ।ଲକ୍ଷ୍ମଣ ବାଙ୍ଗାଲୋର ରେ କାମ କରୁଥିଲେ।
ଯମୁନା ଙ୍କୁ ମଧ୍ୟ ସେଠାକୁ ନେଇ ଯାଇଥିଲେ କାମ କରିବା ପାଇଁ।ହେଲେ କୌଣସି ଏକ କାରଣ ପାଇଁ ସେ ପୁଣି ଠାରେ ଯମୁନା ଙ୍କୁ ଆଣି ନିଜ ଗାଁରେ ରେ ଛାଡ଼ି ଦେଇ ଯାଇଥିଲେ।ଯମୁନା ଗାଁ ରେ ନିଜ ପରିବାର ସହିତ ରହୁଥିଲେ।
Special Report
ହେଲେ ଲକ୍ଷ୍ମଣ ତାଙ୍କୁ ସବୁବେଳେ ସନ୍ଦେହ ଦୃଷ୍ଟି ରେ ଦେଖୁଥିଲେ।ଯମୁନା ଙ୍କ ର ଆଉ କାହା ସହିତ ସମ୍ପର୍କ ରହିଛି ବୋଲି କହୁଥିଲେ।ଏଥିରେ ଯମୁନା ରାଗି ଯାଉଥିଲେ।ଉଭୟ ଙ୍କ ମଧ୍ୟରେ ଖୁବ୍ ଝଗଡ଼ା ହେଉଥିଲା।
ଦିନେ ହଟାତ ଯମୁନା ଝାଡା ଯିବାକୁ କହି ଯାଇ ବିଲ ପାଖରେ ଥିବା ଗଛ ରେ ରଶି ଲଗାଇ ଆ-ତ୍ମ-ହ-ତ୍ୟା କରି ଦେଇଥିଲେ।ସକାଳୁ ଗାଁ ର ଲୋକ ମାନେ ତାଙ୍କ ମୃ-ତ ଦେହ ଦେଖିଥିଲେ।ସେଠାରେ ପଡ଼ି ଥିବା ଏକ ନୋଟ କୁ ମଧ୍ୟ ଦେଖିଲେ।
ଏହା ପରେ ସେମାନେ ପୋଲିସ କୁ ଖବର ଦେଇଥିଲେ।ପୋଲିସ ଖବର ପାଇଁ ଘଟଣା ସ୍ଥଳ ରେ ପହଞ୍ଚି ଥିଲା।ତାଙ୍କ ମୃ-ତ ଦେହ କୁ ପୋଷ୍ଟ ମର୍ଟମ ପାଇଁ ପଠାଇ ଥିଲା।ପାଖରେ ପଡ଼ି ଥିବା ନୋଟ ରେ ଯମୁନା ଲେଖି ଥିଲେ କି
ମୋ ସ୍ବାମୀ ମୋତେ ସବୁବେଳେ ସନ୍ଦେହ କରୁଥିଲେ।ହେଲେ ମୁଁ ତାଙ୍କୁ ଖୁବ୍ ଭଲ ପାଉ ଥିଲି।ମୁଁ ଏବେ ଆ-ତ୍ମ-ହ-ତ୍ୟା କରୁଚି ସେଥିରେ ମୋ ସ୍ଵାମୀ ଙ୍କ ର କିଛି ବି ଭୁଲ ନାହିଁ।ଏହି ଘଟଣା ଟି ଏବେ ସେ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

Advertisement