ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ସ୍ଵାମୀ ସ୍ତ୍ରୀ ର ସମ୍ପର୍କ ହେଉଚି ସାତ ଜନ୍ମ।ସାତ ଜନ୍ମ ପାଇଁ ସାଥିରେ ରହିବା ପାଇଁ ସେମାନେ ପରସ୍ପର କୁ କଥା ଦେଇ ଥାନ୍ତି।କିନ୍ତୁ ବର୍ତ୍ତମାନ ସମୟ ରେ ଯୁଗ ବଦଳି ଯାଇଛି।ମହିଳା ମାନଙ୍କୁ ତାଙ୍କ ସ୍ବାମୀଙ୍କ ଦ୍ବାରା ଅତ୍ୟାଚାର କରା ଯାଉଛି।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଭଗବାନପୁର ଗାଁ ରେ।ସେଠାରେ ଜଣେ ମହିଳା ଙ୍କୁ ତାଙ୍କ ସ୍ଵାମୀ ବେକ ଚିପି ହ-ତ୍ୟା କରିଛନ୍ତି।ଓ ହ-ତ୍ୟା କରିବା ପରେ ତାଙ୍କ ଶରୀର କୁ କାଟି ନଦୀ ରେ ଭସାଇ ଦେଇଥିଲେ।ଯାହାକି ବହୁତ ବଡ ଦୁଃଖ ର ବିଷୟ।ଏହି ଘଟଣାକୁ ନେଇ ସେ ଅଞ୍ଚଳ ରେ ଏବେ ବହୁତ ଚର୍ଚ୍ଚା ହେଉଛି।
ସୂଚନା ଅନୁସାରେ ମୃ-ତ ମହିଳା ଜଣକ ହେଉଛନ୍ତି ଜାଗିନିପଦା ଗ୍ରାମ ର ବୁଲି ମୂଳି।ସେ ତାଙ୍କ ନିକଟ ବର୍ତ୍ତି ଗାଁ ର ନାରାୟଣ ଙ୍କୁ ଅନେକ ଦିନ ଧରି ପ୍ରେମ କରି ଆସୁଥିଲେ।ପରେ ଉଭୟ ପରିବାର ର ସହମତି ପରସ୍ପର କୁ ବିବାହ କଲେ।ବିବାହ ପରେ ଖୁବ୍ ହସ ଖୁସୀ ରେ ସେମାନେ ସମୟ ଅତିବାହିତ କରିଥିଲେ।
ହେଲେ ହଟାତ ଘଟଣା ଦିନ ରାତିରେ ଦୁଇ ଜଣ ଙ୍କ ମଧ୍ୟ ରେ ଝଗଡ଼ା ଜୋରେ ହୋଇ ଥିଲା।ଏହା ପରେ ନାରାୟଣ ବହୁତ ରାଗୀ ଯାଇଥିଲେ।ନିଜ ବୁଝିବା ଶକ୍ତି ହରାଇ ବସିଲେ।ପାଖରେ ଥିବା ବେଲଟ ରେ ବୁଲି ଙ୍କ ବେକ କୁ ଚାପି ଦେଲେ।
ଏହା ପରେ ବୁଲି ସେହିଠାରେ ମୃ-ତ୍ୟୁ ବରଣ କରିଥିଲେ।ଏବେ ନାରାୟଣ କଣ କରିବେ ଜାଣି ପାରିଲେ ନାହିଁ।ଶେଷ ରେ ତାଙ୍କ ଶବ କୁ ଖଣ୍ଡ ଖଣ୍ଡ କରି କାଟିଲେ।ତାଙ୍କ ହାତ ଗୋଡ ଅଲଗା ହୋଇ ସାରିଲା ପରେ ତାଙ୍କୁ ନଦୀ ରେ ଭସାଇ ଦେଲେ।ବୁଲି ଙ୍କ ବାପ ଘର ଲୋକେ ଏ ବିଷୟ ରେ ପୋଲିସ ଙ୍କୁ ଖବର ଦେଇଥିଲେ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲା ର ଛାନବୀନ କରିଥିଲା।ଶେଷ ରେ ଜାଣିବାକୁ ପାଇଥିଲେ କି ବୁଲି ଙ୍କ ସ୍ଵାମୀ ନାରାୟଣ ହିଁ ବୁଲି ଙ୍କୁ ହତ୍ୟା କରିଛନ୍ତି।ଏହା ପରେ ପୋଲିସ ନାରାୟଣ ଙ୍କୁ ଗିରଫ କରିଥିଲା।
ଯାହାକୁ ବୁଲି ମନ ପ୍ରାଣ ଦେଇ ଭଲ ପାଇଥିଲେ।ଶେଷ ରେ ସେ ହିଁ ତାଙ୍କ ଜୀବନ ନେଇଗଲା।ଏ ଘଟଣା ବିଷୟ ରେ ଯିଏ ବି ଶୁଣିଛି ଆଖିରୁ ଲୁହ ଆସି ଯାଉଛି।ବୁଲି ଙ୍କ ପରିବାର ଲୋକେ ଏବେ ବହୁତ କାନ୍ଦୁଛନ୍ତି ଓ କହିଛନ୍ତି କି ପୋଲିସ ନାରାୟଣ କୁ କଠିନ ରୁ କଠିନ ଦଣ୍ଡ ଦେଉ।