Sep 14, 2023, 18:20 IST

ସ୍ଵାମୀ ପିଇଲେ ମ-ଦ ପଛରେ ନିଆଁ ଲଗେଇଦେଲେ ସ୍ତ୍ରୀ ଦେଖନ୍ତୁ ଆସିଲା ସାଙ୍ଘାତିକ ଦୃଶ୍ୟ !

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିନକୁ ଦିନ ସମାଜରେ ଅଜବଗଜବ ଘଟଣା ସବୁ ଘଟିଚାଲିଛି। ଦୁନିଆ ଯେତେ ଆଗାଉଛି। ସେତିକି ସେତିକି ମଣିଷ ନିଷ୍ଠୁର ପାଲଟି ଯାଉଛି। ସମସ୍ତେ ନିଜସୁଖ ସୁବିଧା ପାଇଁ ମନ୍ଦ କାର୍ଯ୍ୟ କରିବା ପାଇଁ ପଛଉନାହାନ୍ତି।
Special report
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ସ୍ୱାମୀ ଜଣକ ୧୦୦ ଟଙ୍କା ପତ୍ନୀଙ୍କୁ ମାଗିଥିଲେ। ପତ୍ନୀ ଜଣକ ଏହି କଥାରେ ରାଗିଯାଇ ପେଟ୍ରୋଲ ଢାଳି ଜାଳି ଦେଇଥିଲେ ସ୍ବାମୀଙ୍କୁ। ଆଉ କିଛି ସମୟପରେ ସ୍ଵାମୀଙ୍କ ଉପରେ ରାଗି ନିଆଁ ଲଗାଇଥିଲେ। 
ଆଉ ପରେ ନିଜ ସ୍ୱାମୀଙ୍କୁ ପତ୍ନୀ ଜଣକ ସିଧା ଡାକ୍ତରଖାନା ନେଇଥିଲେ। ସ୍ୱାମୀ ଅନନ୍ତପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ଅନନ୍ତପୁର ଜିଲ୍ଲାର କୋଟମା ପୋଲିସ ଷ୍ଟେସନ ଅଞ୍ଚଳ ବୋଲି ଜଣାପଡିଛି।
୩୨ ବର୍ଷୀୟ ଅଙ୍ଗନ୍ଦ ପ୍ରସାଦ ଚୌଧୁରୀ ମାନମାରିର ବାସିନ୍ଦା। ତେବେ ଅଙ୍ଗନ୍ଦ ପ୍ରସାଦ ଖଣି ଶ୍ରମିକ ଭାବରେ କାମ କରନ୍ତି। ଯେତେବଳେ ଅଙ୍ଗନ୍ଦ ପ୍ରସାଦ ତାଙ୍କ ପତ୍ନୀଙ୍କୁ ୧୦୦ ଟଙ୍କା ମାଗିଲେ ସେତେବେଳେ ତାଙ୍କ ପତ୍ନୀ ଭାବିଲେ ପୁଣି ମ-ଦ୍ୟ-ପା-ନ କରିବାକୁ ଟଙ୍କା ମାଗୁଛନ୍ତି। 
Special report
ସ୍ୱାମୀ ଟଙ୍କା ମାଗିବା ମାତ୍ରେ ସ୍ଵାମୀ ରହିଯାଇଥିଲେ। ଏବଂ ପତ୍ନୀ ଟଙ୍କା ବଦଳରେ ଏପରି ଦଣ୍ଡ ଦିଆଯାଇଛି ବୋଲି କୁହାଯାଇଛି। ସ୍ଵାମୀ ବାହାରକୁ ଯିବା ବଦଳରେ ଡାକ୍ତରଖାନା ସିଧା ଯାଇଥିଲେ। ପତ୍ନୀ ସ୍ଵାମୀଙ୍କ ଉପରେ ପେଟ୍ରୋଲ ଢାଳି ଜାଳି ଦେଇଥିଲେ।
ଯାହାଫଳରେ ଅଙ୍ଗନ୍ଦ ପ୍ରସାଦ ଅତ୍ୟଧିକ ଜଳିପୋଡ଼ି ଯାଇଥିଲେ। ତେବେ ପତ୍ନୀ ଅଭିଯୋଗ କରିଛନ୍ତି ଯେ, ସ୍ଵାମୀ ନିଜେ ନିଜ ଦେହରେ ପେଟ୍ରୋଲ ଲଗେଇ ଦେଇଥିଲେ। ଅନ୍ୟପଟେ ପତ୍ନୀ ଅଙ୍ଗନ୍ଦ ପ୍ରସାଦଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ଵାମୀ ସବୁବେଳେ ନିଶାରେ ଥାଆନ୍ତି। 
ଏବଂ ନିଶା ଯୋଗୁଁ ନିଜେ ନିଜ ଦେହରେ ପେଟ୍ରୋଲ ଢାଳିଛନ୍ତି ବୋଲି ତାଙ୍କ ପତ୍ନୀ କହିଛନ୍ତି। ଅଙ୍ଗନ୍ଦ ପ୍ରସାଦ ମ-ଦ ପିଇବାକୁ ୧୦୦ ଟଙ୍କା ମାଗୁଥିଲେ ପତ୍ନୀକୁ। ଯେତେବେଳେ ପତ୍ନୀ ୧୦୦ ଟଙ୍କା ଦେବାକୁ ମାନେ କଲେ
ସେତେବେଳେ ଅଙ୍ଗନ୍ଦ ପ୍ରସାଦ ନିଜେ ଦେହରେ ପେଟ୍ରୋଲ ଢ଼ାଳି ଦେଇଥିଲେ ବୋଲି ଏଭଳି ଅଭିଯୋଗ ଦେଇଛନ୍ତି ପତ୍ନୀ ଜଣକ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement