Nov 3, 2023, 10:50 IST

ସ୍ଵାମୀ କୁ ଖରାପ ବ୍ୟବହାର ଦେଖେଇ ଅଧ ରାତି ରେ ପ୍ରେମିକ ସହ ଫେରାର ହୋଇଗଲା ବିବାହିତା ମହିଳା..

Special report

ନମସ୍କାର ପାଠକ ବନ୍ଧୁ।ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ମହିଳା ମାନେ ନିଜ ସ୍ଵାମୀ ଓ ପିଲା ମାନେ ଥାଉ ଥାଉ ଅନ୍ୟ ପୁରୁଷ ଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଛନ୍ତି।
Special report
ଶେଷ ରେ ସମସ୍ତ ଙ୍କୁ ଛାଡି ପର ପୁରୁଷ ଙ୍କ ସହିତ ଚାଲି ଯାଉଛନ୍ତି।ଆଜି ଆମେ ସେହିଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏହି ଘଟଣା ଟି କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଥାନା ଅଧୀନରେ ଘଟିଛି।ସେଠାରେ ପ୍ରବିଣା ମଲ୍ଲିକ ନାମକ ଜଣେ ମହିଳା ୧୭ ବର୍ଷ ତଳେ ବିବାହ କରିଥିଲେ।
ତାଙ୍କ ସ୍ଵାମୀ ଙ୍କ ନାମ ହେଉଛି ରଞ୍ଜନ ମଲ୍ଲିକ।ବିବାହ ପରେ ସେମାନେ ବହୁତ ଖୁସି ରେ ଥିଲା।ତାଙ୍କ ର ଦୁଇ ଟି ସନ୍ତାନ ମଧ୍ୟ ଅଛନ୍ତି।ପ୍ରବିଣା କୌଣସି ଏକ ସଂସ୍ଥା ର ସଭାପତି ଥିଲେ।ସେଥିପାଇଁ ସେ ସବୁବେଳେ ବାହାର କୁ କାମ ଅଛି ବୋଲି କହି ଥାଆନ୍ତି।
Special report
ସେଠାରେ ତାଙ୍କ ର ଜଣେ ପୋଲିସ କନେଷ୍ଟବଳ କଣା ମାଝୀ ଙ୍କ ସହିତ ଦେଖା ହୁଏ।ଉଭୟ ପରସ୍ପର କୁ ପ୍ରେମ କରି ବସିଲେ।ଶା-ରୀ-ରି-କ ସମ୍ପର୍କ ମଧ୍ୟ ରଖିଥିଲେ।ଅନେକ ଦିନ ପରେ ରଞ୍ଜନ ଜାଣିବାକୁ ପାଇଲେ।
ଏହା ପରେ ପ୍ରବିଣା କଣା ଙ୍କ ସହିତ ହଟାତ ଦିନେ ଘରୁ କୁଆଡେ ଚାଲି ଗଲେ।ଏହାର କିଛି ଦିନ ପରେ ସେ ପୁଣି ଥରେ ଫେରିଲେ।ଓ ନିଜ ପରିବାର ସହିତ ରହିବେ ବୋଲି କହିଥିଲେ।
ଏହା ପରେ ତାଙ୍କ ସ୍ଵାମୀ ଓ ଶଶୁର ତାଙ୍କୁ ଘରେ ପୁରାଇ ଦେଇ ନ ଥିଲେ।ପ୍ରବିଣା ଏଥିରେ ବହୁତ ରାଗି ଯାଇଥିଲେ।ସେ ରାସ୍ତା ରୁ ନିଜ ଝିଅ ସ୍କୁଲ ଯାଉଥିବା ବାଟ ରୁ ତାକୁ ନେଇ ଗଲେ।ଏହା ପରେ ରଞ୍ଜନ ଓ ତାଙ୍କ ବାପା ଥାନା ରେ ଅଭିଯୋଗ କଲେ।
ଜଣେ ମହିଳା ପର ପୁରୁଷ ସହିତ ରାତି କାଟି କରି ଆସିଚି ।ତାକୁ କଣ ପାଇଁ ଘରେ ପୁରାଇ ଦିଆ ଯିବ । ଏବଂ ତାଙ୍କ ଝିଅ ଙ୍କୁ ଫେରାଇ ଦିଆ ଯାଉ ବୋଲି ସେ ଅନୁରୋଧ କରିଛନ୍ତି।ପୋଲିସ ଏବେ ଘଟଣା ସମ୍ପର୍କ ରେ ତଦନ୍ତ ଆରମ୍ଭ କରିଛି।ଓ।ଖୁବ୍ ଶୀଘ୍ର ତାଙ୍କ ଝିଅ କୁ ଧରା ଯିବ ବୋଲି କୁହା ଯାଇଛି।

Advertisement