Updated: Jan 14, 2024, 12:13 IST

ସ୍ଵାମୀ ନଥିଲା ବେଳେ ଦିଅର ସହ ସମ୍ପର୍କ, ଭାଉଜ ଗର୍ଭବତୀ ହେବାରୁ ସବୁ ସତ ଆସିଗଲା ସାମ୍ନା କୁ...

Special Report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ପ୍ରତିଦିନ ଖବର କାଗଜ ରେ ଆପଣ ମାନେ ଦିଅର ଭାଉଜ କଥା ପଢୁ ଥିବେ।ଆଜି ଆମେ ସେହି ଦିଅର ଭାଉଜ ଙ୍କ କଥା କହିବାକୁ ଯାଉଛୁ।
ଜଣେ ଦିଅର ନିଜ ଭାଉଜ ଫୋନ୍ ରୁ ଫଟୋ ନେଇ ତାକୁ ଏଡିଟ କରି ସୋସିଆଲ ମିଡିଆରେ ଅପଲୋଡ଼ କରି ଦେଇଛି।ଯାହାକୁ ନେଇ ଏବେ ସେ ଅଞ୍ଚଳ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏଭଳି ମହାରାଜଗଞ୍ଜ ଅଞ୍ଚଳ ରେ।ଆପଣ ମାନେ ସମସ୍ତେ ଜାଣି ଥିବେ ଦିଅର ଭାଉଜ ସମ୍ପର୍କ ହେଉଚି ପବିତ୍ର ସମ୍ପର୍କ।ଭାଇ ଭଉଣୀ ର ସମ୍ପର୍କ।
Special Report
ହେଲେ ବର୍ତ୍ତମାନ ସମୟ ରେ ଏହି ସମ୍ପର୍କ କୁ ଖରାପ କରି ଦିଆ ଯାଉଛି।ଜଣେ ଭାଉଜ ତାଙ୍କ ସମ୍ପର୍କୀୟ ଦିଅର ଙ୍କ ନାମ ରେ ଥାନା ରେ ଅଭିଯୋଗ କରିଛନ୍ତି।ତାଙ୍କର ଏହି ଅଭିଯୋଗ ଅନୁସାରେ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ ଗତ କିଛି ବର୍ଷ ତଳେ ମହିଳା ଙ୍କ ଘର କୁ ତାଙ୍କ ସ୍ବାମୀ ଙ୍କ ମାଉସୀ ର ପୁଅ ପାଠ ପଢିବା ପାଇଁ ଆସି ଥିଲା।ସେ ଭଲ ପାଠ ମଧ୍ୟ ପଢୁଥିଲା।ସେଥିପାଇଁ ସେ ତାର ମାଉସୀ ଘରେ ରହି ପଢୁୁ ଥିଲା।ଭାଉଜ ମଧ୍ୟ ତାକୁ ସାନ ଭାଇ ଭାବି ବହୁତ ସ୍ନେହ କରୁଥିଲେ।ସେ ସବୁବେଳେ ଭାଉଜ ର ଫୋନ୍ ନେଇ ତାକୁ ଦେଖେ।
ହେଲେ ସେ ତାର ଭାଉଜ ଙ୍କ ର ସବୁ ଫଟୋ ତାଙ୍କ ଫୋନ୍ ରୁ ନେଇ ନିଜ ଫୋନ୍ ରେ ରଖିଥିଲା। ଏବଂ ଆଗକୁ ଅଧିକ ପଢିବା ପାଇଁ ସେ ଭାଉଜ ଙ୍କୁ କହିଥିଲା ଟଙ୍କା ଧାର କରି ଆଣିବା ପାଇଁ।ଭାଉଜ ତାର କଥା ମାନି ୧୭୦୦୦ ଟଙ୍କା ଆଣି ତାଙ୍କୁ ଦେଇଥିଲା।
Special Report
ଏବେ ଭାଉଜ ସେ ଟଙ୍କା ମାଗିବାରୁ ସେ ଦେଉ ନାହାନ୍ତି।ତାଙ୍କ ଫଟୋ କୁ ନେଇ ସେ ଏଡ଼ିଟ କରି ତାକୁ ଖରାପ କରି ଦେଇଛନ୍ତି।ଓ ତାଙ୍କର ସେହି ଫଟୋ ସେ ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରିବା ପାଇଁ ଧମକ ଦେଉଛନ୍ତି।ଟଙ୍କା ମାଗିବାରୁ ସେହି ଦିଅର ଭାଉଜ ଙ୍କ ସହିତ ଏପରି କରିଛି।
ତାକୁ ଯିଏ ଯେତେ ବୁଝାଇଲେ ମଧ୍ୟ ସେ କାହାରି କଥା ଶୁଣି ନାହିଁ।ଏବେ ଭାଉଜ ଏ ନେଇ ଥାନା ରେ ଅଭିଯୋଗ କରିଛନ୍ତି।ତାଙ୍କୁ ଅଭିଯୋଗ କୁ ଭିତ୍ତି କରି ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।
ଏବେ ପୋଲିସ ଦିଅର କୁ ଖୋଜୁଛି।ମହିଳା ଙ୍କ ସହିତ ଏପରି କରି ଥିବାରୁ ତାଙ୍କ ନାମ ରେ ଏକ ଏଫ୍ ଆଇ ଆର କରା ଯାଇଛି।ଖୁବ୍ ଶୀଘ୍ର ଏହି ଘଟଣା ରେ ସମାଧାନ ହେବ ବୋଲି କୁହା ଯାଇଛି।

Advertisement