Updated: Apr 2, 2024, 12:14 IST

ଅଚାନକ ଏମିତି କଣ ହେଇଗଲା ଯେ ଅଧରାତି ରେ..0Y0 ରୁ ଆସି ଜୀବନ ହାରିଲା କଲେଜ୍ ଯୁବତୀ..

Gg

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ପ୍ରଥମେ ଇଣ୍ଟରଭିଯୁ ନାଁ କହି ଘରୁ ବାହାରି ଯାଇଥିଲେ ଜଣେ ଯୁବତୀ।
କିନ୍ତୁ ଇଣ୍ଟରଭିଯୁ ନ ଦେଇ ସାଙ୍ଗ ଙ୍କୁ ଧରି ପାର୍କ ରେ ବସିଲେ।ଆଉ ପାର୍କ ରୁ ଆସିବା ପରେ ଏପରି କିଛି କରିଦେଲେ ଯେ ଯିଏ ଶୁଣୁଛନ୍ତି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।ଯୁବତୀ ଜଣଙ୍କ ଇଣ୍ଟରଭିଯୁ ଦେବାକୁ କହି ସାଙ୍ଗ ମାନଙ୍କ ସହିତ ଘରୁ ବାହାରି ଯାଇଥିଲେ।
Bb
ଯୁବତୀ ଙ୍କ ବାପା ମା ଏପଟେ ଭାବୁଥିଲେ ଯେ ଝିଅ ତାଙ୍କର ଇଣ୍ଟରଭିଯୁ ଦେଇ ଆସିବେ।ଆଉ ଚାକିରି ଟିଏ ପାଇ ନିଜ ଗୋଡ଼ ରେ ନିଜେ ଛିଡ଼ା ହେବ।କିନ୍ତୁ ଯୁବତୀ ଜଣଙ୍କ ଇଣ୍ଟରଭିଯୁ ଦେବା ଦୂରର କଥା ସାଙ୍ଗ ଙ୍କ ସହିତ ପାର୍କ ଯାଇଥିଲେ।
ହେଲେ ପାର୍କ ରେ ବୁଲୁ ବୁଲୁ ହଠାତ୍ ଏମିତି କଣ ହୋଇଗଲା କେଜାଣି ଘରକୁ ଆସି ଯୁବତୀ ଜଣଙ୍କ ନିଜ ଜୀବନ ହାରି ଦେଲା।ସମୟ ପାଖାପାଖି ଦିନ ୧୧ ଟା ହୋଇଥିଲା।
ସ୍ବପ୍ନା ନାମକ ଏହି ଯୁବତୀ ଜଣଙ୍କ ବାପା ମା ଙ୍କୁ ଭଲ ଚାକିରି ଟିଏ କରିବା ପାଇଁ କହି ଜିଦି କରୁଥିଲେ।ଆଉ ବାପା ମା ଝିଅ ସ୍ଵପ୍ନା ର ଜିଦି ରେ ହାର ମାନିଯାଇ ଶେଷରେ ତାଙ୍କ କଥା ରେ ରାଜି ହୋଇ ଯାଇଥିଲେ।
B
ଏହାପରେ ତାଙ୍କ ସାଙ୍ଗ ମାନଙ୍କ ସହ ମିଶି ଇଣ୍ଟରଭିଯୁ ଦେବା ପାଇଁ ବାହାରି ଯାଇଥିଲେ। ସ୍ୱପ୍ନା ନାମକ ଏହି ଯୁବତୀ ଇଣ୍ଟରଭିଯୁ ନ ଦେଇ ସାଙ୍ଗ ମାନଙ୍କ ସହିତ ମିଶି ମଦ ପିଉ ଥିଲେ।ଆଉ ସେହି ମଦ ନିଶା ରେ ଆସି ପାର୍କ ରେ ବସିଥିଲେ।
ଏପଟେ ଘରେ ବାପା ମା ଝିଅକୁ ଅପେକ୍ଷା କରି କରି ଶେଷରେ ଝିଅର ସାଙ୍ଗ ମାନଙ୍କୁ ଯୋଗାଯୋଗ କରିବାରୁ ଝିଅ ପାର୍କ ରେ ବସିଛି ବୋଲି ଜାଣିବାକୁ ପାଇଥିଲେ।ଯାହା ଶୁଣି ଯୁବତୀ ଙ୍କ ସାନ ଭଉଣୀ ତାଙ୍କୁ ପାର୍କ ରୁ ଘରକୁ ଆଣିଥିଲେ।
କିନ୍ତୁ ଘରକୁ ଆସିବା ପରେ ଯୁବତୀ ଜଣଙ୍କ ନିଜ ଛାତ ରୁ ଡିଆଁ ମାରି ଜୀବନ ହାରି ଦେଲେ।ଏଭଳି ଏକ ଘଟଣା ଦିଲ୍ଲୀ ରେ ଦେଖିବାକୁ ମିଳିଛି।ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Advertisement