Nov 3, 2023, 10:46 IST

ନିଜ ପ୍ରେମିକ ଶୁଭମନ ଶତକ ନ କରି ଆଉଟ୍ ହେବା ଦେଖି କାନ୍ଦି ଗଡ଼ିଲେ ସଚିନ ଙ୍କ ଝିଅ ସାରା

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଶୁଭମନ ଗିଲ ଙ୍କ ବିଷୟ ରେ ଭଲ ଭାବେ ଜାଣି ଥିବେ।ସେ ଭାରତୀୟ କ୍ରିକେଟ ଦଳ ର ଆଗ ଧାଡ଼ି ର ବ୍ୟାଟସ ମ୍ୟାନ।ତାଙ୍କ ଖେଳ କୁ ଦେଖି ଅନେକ ତାଙ୍କର ଖୁବ୍ ପ୍ରଶଂସା କରନ୍ତି।
Special report
ନିକଟ ରେ ଭାରତୀୟ ଦଳ ର ପୂର୍ବତନ ଖେଳାଳି ସଚିନ ତେନ୍ଦୁଲକର ତାଙ୍କ ବିଷୟ ରେ ଏକ କଥା କହିଛନ୍ତି।ତାଙ୍କ କହିବା ଅନୁଯାୟୀ ଶୁଭମନ ଗିଲ ହେଉଛନ୍ତି ଭାରତୀୟ ଦଳ ର ଭବିଷ୍ୟତ।ଆପଣ ମାନେ ସମସ୍ତେ ଦେଖିବେ ସେ ଆଗକୁ ଆହୁରି ଭଲ ଖେଳିବେ।ଓ ଆମ ଦେଶ ର ନାମ ରଖିବେ।
ସୂଚନା ଅନୁସାରେ ଶୁଭମନ୍ ଗିଲ ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।ସୋସିଆଲ ମିଡିଆରେ ତାଙ୍କ ବିଷୟ ରେ ସବୁବେଳେ ଚର୍ଚ୍ଚା ଜୋର ଧରି ଥାଏ।କୁହା ଯାଏ ଯେ ସେ ସଚିନ ତେନ୍ଦୁଲକର ଙ୍କ ଝିଅ ସାରା ତେନ୍ଦୁଲକର ଙ୍କ ପ୍ରେମ ରେ ପଡ଼ି ଯାଇଛନ୍ତି।
Special report
କିନ୍ତୁ ଏ ବିଷୟ ରେ ଉଭୟ ଆଜି ଯାଏଁ ମୁହଁ ଖୋଲି ନାହାନ୍ତି।ଅନେକ ସ୍ଥାନ ରେ ସେମାନଙ୍କୁ ଏକାଠି ଦେଖା ଯାଇଥାନ୍ତି।ଏ ପ୍ରେମ ସମ୍ପର୍କ ରେ ଉଭୟ ଙ୍କ ପରିବାର ଲୋକେ ମଧ୍ୟ ସମର୍ଥନ କରୁଥିବାର ସୂଚନା ରହିଛି।
 ନିକଟ ରେ ସାରା ତେନ୍ଦୁଲକର କିଛି ଏପରି କରିଥିଲେ।ଯେଉଁ ଥିରୁ ଆପଣ ମାନେ ଜାଣିବେ ସେ ଶୁଭମନ ଗିଲ ଙ୍କୁ ପ୍ରେମ କରୁଛନ୍ତି।ଆପଣ ମାନେ ଜାଣି ଥିବେ ଯେ ଭାରତ ଓ ଶ୍ରୀଲଂକା ମଧ୍ୟ ରେ ଏକ ମ୍ୟାଚ୍ ଖେଳା ଯାଇଥିଲା।
Special report
ଏହି ମ୍ୟାଚ୍ ରେ ଶୁଭମନ ଗିଲ ଶତକ ଠାରୁ ଆଉ ଅଳ୍ପ ଦୂର ରେ ଥିଲେ।ହେଲେ ସେ ହଟାତ ଆଉଟ୍ ହୋଇ ଯାଇଥିଲେ।ସେ ମାତ୍ର ୯୨ ରନ କରିଥିଲେ।ଓ ଭଲ ଖେଳୁ ଥିଲେ।ସମସ୍ତଙ୍କ ର ଆଶା ଥିଲା ସେ ଆହୁରି ଭଲ ଖେଳିବେ।ହେଲେ ସେ ଆଉଟ୍ ହେବା ପରେ ସାରା ତେନ୍ଦୁଲକର ମୁଣ୍ଡ ରେ ହାତ ଦେଇଥିବାର ନଜର ଆସିଥିଲେ।
ଶୁଭମନ ଗିଲ ପାଭିଲିୟନ୍ କୁ ଫେରୁ ଥିବା ସମୟ ରେ ସାରା ବହୁତ ଚିନ୍ତା ରେ ଥିବାର ନଜର ଆସି ଥିଲେ।ଏହା ପରେ କ୍ରିକେଟ ପ୍ରଶଂସକ ମାନେ ଜୋର୍ ରେ ଚିତ୍କାର କରି କହିଥିଲେ କି ହମାରେ ଭାବି କେସି ହୋ ସାରା ଭାବି ଜେସୀ ହୋ।ଏ କଥା କୁ ଶୁଣି ସମସ୍ତେ ହସିବାକୁ ଲାଗିଲେ।

Advertisement