Updated: Aug 7, 2023, 21:52 IST

ବାର କୁ ନେଇ ଆସିଲା ବଡ ଖବର ଦେଖନ୍ତୁ ଟଙ୍କାରେ ଦବିଯିବ କି ଶୁଭଲକ୍ଷ୍ମୀଙ୍କ କେସ ସାମ୍ନାକୁ ଆସିଲା।ନୂଆ ମୋଡ଼

Viral news

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଲକ୍ଷ୍ମୀସାଗର କଟକ ରୋଡ୍ ଦୀପାଳି ବାରେର ଥିବା ଲଜ ରୁମ୍ ଭିତରୁ ଝୁଲନ୍ତା ମୃ-ତ-ଦେ-ହ ଉଦ୍ଧାର ହୋଇଥିଲା। ମୃ-ତ-କ ହେଲେ ଭଦ୍ରକ କୁଆବାଗ ସାହିର ଶୁଭଲକ୍ଷ୍ମୀ ସାହୁ।
ଦୀପାଲି ବାର୍ ‍ରେ ଥିବା ଲଜର ୨୦୫ ନମ୍ୱର ଶୁଭଲକ୍ଷ୍ମୀଙ୍କର ଝୁଲନ୍ତା ଅବସ୍ଥାରେ ମୃ-ତ-ଦେ-ହ ଉଦ୍ଧାର ହୋଇଥିଲା। ଶୁକ୍ରବାର ସକାଳ ୩ଟା ୨୦ ସମୟରେ ଗେଷ୍ଟ ହିସାବରେ ରେଜିଷ୍ଟର୍‍ରେ ଏଣ୍ଟ୍ରି କରିଥିଲେ। ରୁମ୍ ଭିତରୁ ମୃ-ତ-ଦେ-ହ ଉଦ୍ଧାର ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। 
Viral news
ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି। ତେବେ ବନ୍ଧୁଗଣ ପୁଣି ଏକ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି, ଯାହାକି ଶୁଭଲକ୍ଷ୍ମୀଙ୍କ ବାପାଙ୍କୁ ଚୁପ ହେବା ପାଇଁ କହିକି ଟଙ୍କା ଦିଆଯାଉଛି।
ଆଉ ଟଙ୍କା ଦେଉଛନ୍ତି ଖୋଦ୍ ଦିପାଲି ବାର୍ ର ମ୍ୟାନେଜର। ପକେଟ୍ ରେ ୫୦ ହାଜର ତାଙ୍କ ଦେଇ ଚାଲି ଯାଉଛନ୍ତି ମ୍ୟାନେଜର ଆଉ ଅସହାୟ ବାପା ଜଣକ ମଧ୍ୟ ନେଉଛନ୍ତି। ହେଲେ ସେ ଜାଣିନଥିଲେ କି କିସ୍ କୁ ଚପାଇ ଦେବା ପାଇଁ ତାଙ୍କୁ ଟଙ୍କା ଦିଆଯାଇଛି ବୋଲି। 
Viral
ବନ୍ଧୁଗଣ ଏହି ବାର୍ ମ୍ୟାନେଜର କେସକୁ ଚପାଇବା ପାଇଁ ଯାଚୁଛନ୍ତି ପୁଳା ପୁଳା ଟଙ୍କା। ଦିପାଲି ବାରରେ ସୁଭଲକ୍ଷ୍ମୀଙ୍କ ମୃ-ତ୍ୟୁକୁ ନେଇ ଏବେ ଗୋଟିଏ ପରେ ଗୋଟିଏ ରହସ୍ୟ ସାମ୍ନାକୁ ଆସୁଛି।
ତେବେ ବନ୍ଧୁଗଣ ଏହି ବାର୍ ମ୍ୟାନେଜରଙ୍କର ଏଥିରେ କିଛି ହାତ ନାହିଁ ତ? ସୁଭଲକ୍ଷ୍ମୀଙ୍କ ସହ ବାର୍ ମ୍ୟାନେଜରଙ୍କର କଣ ରହିଛି ସଂପର୍କ? ଦୁହିଁଙ୍କ ମଧ୍ୟରେ କିଛି ଗୁପ୍ତ ସମ୍ପର୍କ ରହିଥିଲା କି? ଯାହାକୁ ଚପାଇବେଦ ପାଇଁ ଚେଷ୍ଟା କରୁଛନ୍ତି ଦିପାଲି ବାର୍ ର ମ୍ୟାନେଜର। 
Viral
ତେବେ ଏମିତି ସବୁ ପ୍ରଶ୍ନ ନେଇ ଏବେ ଜନସାଧାରଣରେ ଉଙ୍କି ମାରିଛି ଯେତେବେଳେ ଦିପାଲି ବାର୍ ର ମ୍ୟାନେଜର ସୁଭଲକ୍ଷ୍ମୀଙ୍କ ବାପାଙ୍କୁ ଦେଇଛନ୍ତି ୫୦ ହଜାର ଟଙ୍କା। ସେପଟେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି।
ଦିପାଲି ବାର୍ ର ୧୦ ଜଣ କର୍ମଚାରୀଙ୍କୁ ନେଇ ଜେରା କରିଛି ପୋଲିସ। ମ୍ୟାନେଜରଙ୍କର ମଧ୍ୟ ଏଥିରେ କଣ ରୋଲ୍ ରହିଛି ତାହା ମ୍ୟାନେଜର ବାବୁଙ୍କୁ ଜେରା କରିଲା ପରେ ଜଣାପଡ଼ିବ।

Advertisement