ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭୁବନେଶ୍ୱର କଟକ ରୋଡରେ ଥିବା ଦିପାଲୀ ବାର୍ ର ୨୦୫ ନମ୍ବର ରୁମରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଜଣେ ଯୁବତୀଙ୍କ ମୃ-ତଦେ-ହ। ମୃ-ତକ ହେଉଛନ୍ତି ଭଦ୍ରକ କୁଆବାଗ ସାହିର ଶୁଭଲକ୍ଷ୍ମୀ ସାହୁ।
ସେ ଭୁବନେଶ୍ୱର ସ୍ଥିତ ରମାଦେବୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳା ପାଠ ପଢୁଥିବା ଜଣାପଡ଼ିଛି। ଶୁଭଲକ୍ଷ୍ମୀ ଭଦ୍ରକରେ ଥିବା ନିଜ ମେସ୍ ଘରୁ ଆସି ଗତ ୪ ତାରିଖ ଦିନ ଉକ୍ତ ହୋଟେଲରେ ରହିଥିଲେ।
କିନ୍ତି ଶନିବାର ସକାଳୁ ସଂଧ୍ୟା ଯାଏଁ ସେ ତାଙ୍କ ରୁମ୍ ରୁ ବାହାରକୁ ବାହାରି ନଥିବା କାରଣରୁ ହୋଟେଲ ମ୍ୟାନେଜରଙ୍କ ସନ୍ଦେହ ହୋଇଥିଲା। ବାରମ୍ବାର ଡାକିବା ପରେ ମଧ୍ୟ ଶୁଭଲକ୍ଷ୍ମୀ ରୁମ୍ କବାଟ ନ ଖୋଲିବାରୁ ହୋଟେଲ କର୍ତୁପକ୍ଷ କବାଟ ଭାଙ୍ଗି ରୁମ ଭିତରକୁ ପଶିଥିଲେ।
ରୁମ ଭିତରେ ପଶିବା ପରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃ-ତଦେ-ହ ଦେଖିବାକୁ ମିଳିଥିଲା। ଏ ଘଟଣାକୁ ନେଇ ଲକ୍ଷ୍ମୀସାଗର ଥାନା ପୋଲିସ ଏକ ଅ-ପ-ମୃ-ତ୍ୟୁ ମାମଲା ରୁଜୁ କରିଛି।
ତେବେ ବନ୍ଧୁଗଣ ଗଣମାଧ୍ୟମ ନିକଟରେ ସଞ୍ଜୟ କହିବା ଅନୁଯାୟୀ ଶୁଭଲକ୍ଷ୍ମୀ ଦୀପାଲି ବାରରେ ଜଣେ ବାର ଗର୍ଲ ଭାବେ କାର୍ଯ୍ୟ କରୁଥିଲେ ଯାହା ତାଙ୍କ ପରିବାରରକୁ ଅଜଣା ଥିଲା। ତେବେ ସେଠାରେ ହିଁ ଶୁଭଲକ୍ଷ୍ମୀ ଓ ସଞ୍ଜୟଙ୍କ ମଧ୍ୟରେ ପ୍ରେମ ସର୍ମ୍ପକ ଗଢି ଉଠିଥିଲା।
କାରଣ ସଞ୍ଜୟ ମଧ୍ୟ ସେଠାରେ କାମ କରୁଥିଲେ। ତେବେ ସବୁ ଠିକ୍ ଠାକ୍ ଚାଲୁଥିବା ବେଳେ ହଠାତ୍ ଦୁହିଁଙ୍କ ପ୍ରେମରେ ତୃତୀୟ ବ୍ୟକ୍ତି ଅନିଲଙ୍କ ପାଇଁ ଉଭଙ୍କର ବ୍ରେକଅଫ୍ ହୋଇଥିଲା।
ତେବେ ବନ୍ଧୁଗଣ ୨୦ଦିନ ହେଲାଣି ନା ମୁଁ ତା ସହ କଥା ହୋଇଛି ନା ଦେଖା କରିଛି ବୋଲି ସଞ୍ଜୟ କହିଛନ୍ତି। ଆଉ ତାଙ୍କ ଘରକୁ ସଞ୍ଜୟ ଯାଇଥିଲେ କିନ୍ତୁ ଶୁଭଲକ୍ଷ୍ମୀଙ୍କ ବାପା ମା ଶୁଭଲକ୍ଷ୍ମୀଙ୍କ ସହ ଦେଖା କରେଇ ଦେଇନଥିଲେ।
ତେବେ ବ୍ରେକଅଫ୍ର ଠିକ୍ ୨୦ ଦିନ ପରେ ହିଁ ଦୀପାଲି ବାରରୁ ଶୁଭଲକ୍ଷ୍ମୀଙ୍କ ଝୁଲନ୍ତା ମୃ-ତ-ଦେ-ହ ମିଳିଛ। ଯାହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି। ତେବେ ଶୁଭଲକ୍ଷ୍ମୀଙ୍କୁ ବାରକୁ ସେଦିନ କିଏ ଡାକିଥିଲେ ଅନିଲ ନା ସଞ୍ଜୟ ତାକୁ ନେଇ ତଦନ୍ତ କରୁଛି ପୋଲିସ।