Updated: Aug 13, 2023, 08:08 IST

ଖୋଲୁଛି ଶୁଭ ଲକ୍ଷ୍ମୀଙ୍କ ମୃ-ତ୍ୟୁ ରହସ୍ୟ ଦେଖନ୍ତୁ DJ ସହ ଥିଲା ଏମିତି ସମ୍ପର୍କ

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଶୁଭଲକ୍ଷ୍ମୀଙ୍କୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ ।
Viral
ଶୁଭଲକ୍ଷ୍ମୀ ନାମକ ଯୁବତୀ ଭୁବନେଶ୍ଵରର ଏକ ବାରରେ ନାଚ କରୁଥିଲେ । ଏହି ଦିପାଲି ବାରରୁ ତାଙ୍କର ମୃ-ତ-ଦେ-ହ ଉଦ୍ଧାର କରାଯାଇଥିଲା । ଏହି ଯୁବତୀ ଜଣଙ୍କର ମୃ-ତ୍ୟୁକୁ ନେଇ ଏବେ ତଦନ୍ତ କରୁଛି ପୋଲିସ ।
ପୋଲିସ ହାତରେ ଏବେ ଆଉ କିଛି ତଥ୍ୟ ଲାଗିଛି ।ଏବେ ତାଙ୍କ ମୃ-ତ୍ୟୁ ମାମଲାକୁ ନେଇ ଆସିଛି ଏଭଳି କିଛି ତଥ୍ୟ । ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ଡିଜେ ବାଲା ବାବୁଙ୍କ ପାଖକୁ କଲ୍ କରିଥିଲେ ଶୁଭଲକ୍ଷ୍ମୀ ।ଏବେ ଏହି ଖବର ସାମ୍ନାକୁ ଆସିଛି ।
Viral news
ମୃ-ତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀ ଡିଜେ ବାଲା ବାବୁଙ୍କ ସହ ଭିଡିଓ କଲରେ କଥା ହୋଇଥିଲେ । ଆଉ ଅନେକ ସମୟ ଧରି ସେ କଥା ହୋଇଥିଲେ । ଏହାପରେ ତାଙ୍କର ମୃ-ତ୍ୟୁ ହୋଇଥିଲା । ଏବେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରକାରର ତଥ୍ୟ ଏବେ ସାମ୍ନାକୁ ଆସୁଛି । ଦିନକୁ ଦିନ ନୂଆ ନୂଆ ତଥ୍ୟ ମିଳୁଛି ।
ଶୁଭଲକ୍ଷ୍ମୀ ହେଉଛନ୍ତି ଜଣେ ବାର ଡ୍ୟାନ୍ସର । ଆଉ ସେ ଅନେକ ଡିଜେ ବାଲା ବାବୁଙ୍କୁ ଜାଣିଥିବା ଏକ ସ୍ୱାଭାବିକ କଥା ଅଟେ । ଆଉ ଅନେକ ଲୋକଙ୍କୁ ମଧ୍ୟ ସେ ଜାଣିଥିବେ । କିନ୍ତୁ ଏହି ଡିଜେ ବାଲା ବ୍ୟକ୍ତି ଜଣକ କିଏ ଏହାକୁ ନେଇ ଏବେ ପ୍ରଶ୍ନ ଆସୁଛି ? ତାଙ୍କ ସହ କଣ କଥା ହୋଇଥିଲେ ଶୁଭଲକ୍ଷ୍ମୀ ଆଉ ଏଭଳି କାମ କରିଲେ ।
Viral
ଏହାସହ ଆହୁରି ଅନେକ ଆଶ୍ଚର୍ଯ୍ୟକର କଥା ମଧ୍ୟ ସାମ୍ନାକୁ ଆସିଛି । ଶୁଭଲକ୍ଷ୍ମୀଙ୍କର ଦୁଇଟି ଫୋନ ଥିଲା ଆଉ ସେ ମଧ୍ୟ ଦୁଇଟି ଇନଷ୍ଟାଗ୍ରାମ ଚଲାଉଥିଲେ । ଆଉ ସ୍ନାପଚାର୍ଟ , ଇନଷ୍ଟାଗ୍ରାମ, ହ୍ୱାଟସଅପ ରୁ ସେ ଏକାଧିକ ଥର ୮ ଜଣଙ୍କୁ କଲ୍ କରିଥିଲେ ।
ଏହା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସନ୍ଧ୍ୟା ୬ ରୁ ରାତି ୧.୧୦ ମିନିଟ ପର୍ଯ୍ୟନ୍ତ ଶୁଭଲକ୍ଷ୍ମୀ ୧୨ ଜଣଙ୍କ ସହିତ କଥା ହୋଇଥିଲେ । କାହା ସହ ୧୦ ସେକେଣ୍ଡ, କାହା ସହିତ ୧୨ ସେକେଣ୍ଡ ସବୁଠାରୁ ଅଧିକ ୪୦ ସେକେଣ୍ଡ କଥା ହୋଇଥିଲେ । ଏହାସହ ଶୁଭଲକ୍ଷ୍ମୀଙ୍କ ପାଖକୁ ଗୋଟିଏ ନମ୍ବରରୁ ୧୨ ଥର ମିସ କଲ୍ ଆସିଥିଲା ।
ଯାହାକୁ ନେଇ ଏବେ ପୋଲିସ ସନ୍ଦେହ କରିବା ସହ ତଦନ୍ତ କରୁଛି । ସେହି ନମ୍ବର ଉପରେ ନଜର ରଖିଛି ପୋଲିସ । ପୋଲିସ୍ ଏପର୍ଯ୍ୟନ୍ତ ପ୍ରକୃତ ଦୋଷୀକୁ ଖୋଜି କରି ପାଇ ନାହିଁ । ଦେଖାଯାଉ କେବେ ଏହି ଶୁଭଲକ୍ଷ୍ମୀଙ୍କ ମୃ-ତ୍ୟୁର ପ୍ରକୃତ ରହସ୍ୟ ସାମ୍ନାକୁ ଆସୁଛି ।

Advertisement