Updated: Aug 12, 2023, 10:03 IST

ଶୁଭଲକ୍ଷ୍ମୀ ଙ୍କୁ ନେଇ ଖୋଲୁଛି ସବୁ ଗୁମର ଦେଖନ୍ତୁ ଏମିତି ଚାଲିଥିଲା ଷଡ଼ଯନ୍ତ୍ର ଫସି ଚାଲିଥିଲେ Subhalaxmi ଶେଷରେ ବାଟ ନପାଇ

Viral news

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଶୁଭଲକ୍ଷ୍ମୀଙ୍କ ବିଷୟରେ ଆସୁଥିବା ସବୁ ଖବର ଜାଣିଥିବେ ।
ଶୁଭଲକ୍ଷ୍ମୀ ନାମକ ଯୁବତୀ ଜଣଙ୍କର ଦେହାନ୍ତ ହୋଇଛି । ସେ ସବୁଦିନ ପାଇଁ ଜୀବନ ହାରି ଦେଇଛନ୍ତି । ଏହି ଘଟଣାକୁ ନେଇ ଏବେ ଅନେକ ଖବର ଆସୁଛି । ତାଙ୍କର ହ-ତ୍ୟା ହୋଇଛି ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଆଉ ଏହି ଘଟଣାର ଏବେ ତଦନ୍ତ କରାଯାଉଛି । 
Viral news
ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ସମାଜସେବୀ ଜଣକ ଏହି ଘଟଣାକୁ ନେଇ କିଛି କହିଛନ୍ତି । ସେ କହିଛନ୍ତି, ଏହି ଝିଅଟି ଗାଁ ରୁ ଆସିଥିଲା ।
ଆଉ ପାଠ ପଢିବା ପାଇଁ ସେ ଆସିଥିଲା । ଦୁନିଆରେ ଅନେକ ଝିଅ ଅଛନ୍ତି ଯେଉଁମାନେ ଗାଁ ରୁ ଆସନ୍ତି । ଆଉ ଗାଁ ରୁ ଆସି ସେମାନେ ସହରକୁ ପାଠ ପଢିବା ପାଇଁ ଆସି ସହର ଝିଅଙ୍କ ସହ ସମସ୍କନ୍ଧ ହେବା ପାଇଁ ସେମାନେ ଏଭଳି କିଛି କାମ କରୁଛନ୍ତି ଯାହା ନିନ୍ଦନୀୟ ଅଟେ । ଏବେ ଏହି ଝିଅ ଶୁଭଲକ୍ଷ୍ମୀ ମୃ-ତ୍ୟୁ ରହସ୍ୟକୁ ନେଇ ଏବେ ଅନେକ କଥା ଆସୁଛି ।
Viral news
ସେହି ଝିଅ ଜଣେ ଅଙ୍କଲଙ୍କ ଘରେ ରହି ପାଠ ପଢ଼ୁଥିଲା । ଆଉ ସେ ତିନି ମାସ ହେବ ପଇସା ନାହିଁ ବୋଲି କହୁଥିଲେ । ଆଉ ଏହାପରେ ଏହି ଝିଅ ବାରରେ ନାଚ କରିଲା । ସେ ନାଚ କରି ଟଙ୍କା କମାଇଲା ଆଉ ଏହାପରେ ସେ ଆଉ ପାଠ ପଢିଲା ନାହିଁ ।
ଏହି ବାରରେ ନାଚିବା ଖବର ତାଙ୍କ ମାଆ ବି ଜାଣିଥିଲେ । ଏହି ଝିଅର ମୃ-ତ୍ୟୁ ପଛରେ ଏହି ଅଙ୍କଲ, ଆଣ୍ଟି ଆଉ ତାର ମାଆ ବି ଦାୟୀ ଅଟନ୍ତି । ତାଙ୍କ ମାଆ ବାଇଟ ଦେଇଥିଲେ କି ତାଙ୍କ ଝିଅ ନାଚି ଜାଣିଛି ଆଉ ସେ ବେକାରରେ ଏହି ଭୁବନେଶ୍ୱରକୁ ବଦନାମ୍ କରୁଛନ୍ତି କାହିଁକି । ଭୁବନେଶ୍ଵରକୁ ବଦନାମ୍ କରିବା ଠିକ୍ ନୁହେଁ ।
Subhalaxmi
ଶୁଭଲକ୍ଷ୍ମୀ ମୃ-ତ୍ୟୁ ମାମଲାକୁ ନେଇ ତଦନ୍ତ କରିବା ଉଚିତ୍ । ଆଉ ଏହି ତଦନ୍ତରେ ଅଙ୍କଲ ଆଉ ତାଙ୍କର ଦୁଇଜଣ ପ୍ରେମିକଙ୍କୁ ଜେରା ହେବା ଉଚିତ୍ । ଏଭଳି କଣ ହେଲା ଯେ ସେମାନେ ଶୁଭଲକ୍ଷ୍ମୀଙ୍କୁ ବ୍ଲାକମେଲ କରିଲେ ଆଉ ଯାହାଫଳରେ ସେ ଏଭଳି କାମ କରିଲା ।
ଏହି ଖବରକୁ ନେଇ ଏବେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଆଉ ଏହିସବୁ ଘଟଣା ଏବେ ଏହି ଘଟଣାର ଆଉ କିଛି ମୋଡ ନେଉଛି । ଏବେ ଏହି ମାମଲାର ଯାଞ୍ଚ କରିବା ପରେ ପ୍ରକୃତ କାରଣ କଣ ଜଣାପଡ଼ିବ । ଆଉ ଏଭଳି କରି ଏହି ଝିଅକୁ ନ୍ୟାୟ ଏବଂ ଆଉ କୌଣସି ଝିଅ ସହ ଏଭଳି ନ ହେଉ ବୋଲି କହିଛନ୍ତି ସମାଜସେବୀ ।

Advertisement