Sep 22, 2023, 09:26 IST

ସ୍ତ୍ରୀ ର ମୁଣ୍ଡ କାଟିଲା ସ୍ଵାମୀ ଦେଖନ୍ତୁ କେମିତି ମଣିଷ ରୂପୀ ରାକ୍ଷସ ସ୍ଵାମୀ ମୁଣ୍ଡ କାଟି ନଈରେ ଭସେଇ ଦେଲା

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ପ୍ରେମ କରି ବିବାହ କରି ସାରିଲା ପରେ ବି ବହୁତ ନିର୍ଯ୍ୟାତନା ର ଶିକାର ହେଉଛନ୍ତି ମହିଳା ମାନେ।ସେମିତି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ର କାଶୀ ପୁର ଅଞ୍ଚଳ ରେ।
Special report
ସେଠାରେ ସୁନିତା ନାମକ ଜଣେ ମହିଳା ଗତ କିଛି ବର୍ଷ ତଳେ ନିକଟସ୍ଥ ଗ୍ରାମ ର ସୁରେଶ ରଣା ଙ୍କୁ ବିବାହ କରି ଥିଲେ।ସୁରେଶ ଆଗରୁ ବିବାହ କରିଥିଲେ।ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଥିଲା।ଏହା ପରେ ବି ସେ ସୁନିତା ଙ୍କୁ ବିବାହ କରିଥିଲେ।ସୁନିତା ସେ ବହୁତ ଖୁସି ରେ ଥିଲେ।
ସୂଚନା ଅନୁସାରେ ସୁନିତା ଙ୍କୁ ପ୍ରେମ କରି ବିବାହ କରି ସାରିଲା ପରେ ସୁରେଶ ସୁନିତା ଙ୍କ ପରିବାର ପାଖରୁ ୫ ଲକ୍ଷ ଟଙ୍କା ନେବା ପାଇଁ ଦାବି କରିଥିଲେ।ହେଲେ ସୁନିତା ଙ୍କ ପରିବାର ଲୋକ ଗରିବ ଶ୍ରେଣୀ ର ଥିଲେ।
Special report
ତାଙ୍କ ପାଖରେ ଏତେ ଟଙ୍କା ନ ଥିଲା।ତଥାପି ସେମାନେ ଝିଅ ର ଖୁସି ପାଇଁ ଦେଢ଼ ଲକ୍ଷ ଟଙ୍କା ଯୋଗାଡ କରି ଦେଇଥିଲେ।ଏଥିରେ ମାନି ନ ଥିଲା ନର ରାକ୍ଷସ ସୁରେଶ ।ସେ ପୁଣି ଥରେ ସୁନିତା ଙ୍କ ଉପର କୁ ଆ-କ୍ର-ମ-ଣ କରିଥିଲା।ଶେଷ ରେ ତାହାର ମୁଣ୍ଡ କୁ କାଟି ତାର ଶରୀର କୁ ପାଣି ରେ ଭସାଇ ଦେଇଥିଲା।
ନିକଟସ୍ଥ ପୋଖରୀ ରୁ ସୁନିତା ଙ୍କ ଶରୀର ଭାସି ଥିଲା।କିନ୍ତୁ ତାଙ୍କର ମୁଣ୍ଡ ନ ଥିଲା।ପୋଲିସ ମୁଣ୍ଡ କୁ ଖୋଜିବାରେ ଲାଗିଛି।ହେଲେ ଏହାର କୌଣସି ସନ୍ଧାନ ମିଳି ପାରି ନାହିଁ।ସୁନିତା ଙ୍କ ବାପଘର ଲୋକେ ଏ ବିଷୟ ରେ ଥାନା ରେ ଅଭିଯୋଗ ଆଣି ଥିଲେ।
Special Report
ତାଙ୍କ କହିବା ଅନୁଯାୟୀ ତାଙ୍କ ଝିଅ କୁ ତାଙ୍କ ଜ୍ବାଇଁ ମାରି ଦେଇଛନ୍ତି।ସେ ତାଙ୍କ କହିବା ମୁତାବକ ଯୌତୁକ ନ ଦେଇ ଥିବାରୁ ଆଗରୁ ବହୁତ ନିର୍ଯ୍ୟାତନା ଦେଉଥିଲେ।ଏହାକୁ ସହି ପାରୁ ନ ଥିଲେ ସୁନିତା ।ନିଜ ପରିବାର ଆଗରେ ସବୁ କଥା କହୁଥିଲେ।
ଏହା ପରେ ତାଙ୍କ ମୁଣ୍ଡ କାଟି ସୁରେଶ ତାଙ୍କ ଝିଅ କୁ ହତ୍ୟା କରିଛି।ସେମାନେ ପୋଲିସ ବାବୁ ମାନଙ୍କୁ ନ୍ୟାୟ ମାଗିଛନ୍ତି।ତାଙ୍କ ଝିଅ କୁ ନ୍ୟାୟ ମିଳୁ।ଦୋଷୀ କୁ ଦଣ୍ଡ ଦିଆ ଯାଉ।ପୋଲିସ ଏବେ ଘଟଣା ର ତଦନ୍ତ ଜାରି ରଖିଛି।ଖୁବ୍ ଶୀଘ୍ର ଏହାର ସମାଧାନ ହେବ ବୋଲି କୁହା ଯାଉଚି।

Advertisement